ସବୁଠି ମୋଦି କ୍ରେଜ୍‌, ବଢୁଛି ମାସ୍କର ଚାହିଦା

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ବାହାରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ସବୁଠି ବିଜେପି ଆଗରେ ରହିଛି। ବେଶ୍‌ କିଛି ଦିନ ଆଗରୁ ମଧ୍ୟ ଦେଶରେ ମୋଦି ଲହରି ଚାଲିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋଦି ମାନିଆରେ ପଡି ଯାଇଛନ୍ତି। ଏବେ ନିର୍ବାଚନୀ ହାୱା ସମୟରେ ରାସ୍ତା ଘାଟରେ ଯାହାକୁ ଦେଖିବେ ମୋଦି ମାସ୍କ ପିନ୍ଧି ବୁଲୁଛନ୍ତି। ଆଉ ଏହାର ଫାଇଦା ନେଉଛନ୍ତି ଅନଲାଇନ୍‌ ଶପିଙ୍ଗ କମ୍ପାନୀ। କିଏ  ମୋଦି ମାସ୍କ ଉପରେ ଦେଉଛି […]

modi-mask-2..

modi-mask-2..

Niharika Rout
  • Published: Thursday, 23 May 2019
  • Updated: 23 May 2019, 01:56 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ବାହାରିବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ସବୁଠି ବିଜେପି ଆଗରେ ରହିଛି। ବେଶ୍‌ କିଛି ଦିନ ଆଗରୁ ମଧ୍ୟ ଦେଶରେ ମୋଦି ଲହରି ଚାଲିଛି। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ମୋଦି ମାନିଆରେ ପଡି ଯାଇଛନ୍ତି। ଏବେ ନିର୍ବାଚନୀ ହାୱା ସମୟରେ ରାସ୍ତା ଘାଟରେ ଯାହାକୁ ଦେଖିବେ ମୋଦି ମାସ୍କ ପିନ୍ଧି ବୁଲୁଛନ୍ତି।

ଆଉ ଏହାର ଫାଇଦା ନେଉଛନ୍ତି ଅନଲାଇନ୍‌ ଶପିଙ୍ଗ କମ୍ପାନୀ। କିଏ  ମୋଦି ମାସ୍କ ଉପରେ ଦେଉଛି ଡିସ୍‌କାଉଣ୍ଟ ଅଫର୍‌, ତ କିଏ ଦେଉଛି କ୍ୟାସ୍‌ ବ୍ୟାକ୍‌। ଆଉ କିଏ ଡେଲିଭରି ଫ୍ରି ରଖିଥିବା ବେଳେ କିଏ ପ୍ରଡକ୍ଟ କ୍ୱାଲିଟି ଉପରେ ଦେଉଛି ଗ୍ୟାରେଣ୍ଟି। ଆମାଜନ୍‌ଠାରୁ ଆରମ୍ଭ କରି ଛୋଟ ଛୋଟ ଶପିଙ୍ଗ କମ୍ପାନୀ ବି ଏହି ଋତୁରେ ବେପାର ମାନ୍ଦା କରିବାକୁ ଚାହୁଁ ନାହାନ୍ତି।

ନର୍ଥ ମୁମ୍ୱାଇର ବିଜେପି ଲୋକସଭା ପ୍ରାର୍ଥୀ ଗୋପାଳ ସେଟ୍ଟି ନିଜ ବିଜୟ ପକ୍କା ଜାଣି ଗ୍ରାଣ୍ଡ ସେଲିବ୍ରେସନ ମୁଡ଼୍‌ରେ ଅଛନ୍ତି। ଏଥିଲାଗି ସେ  ୨ ଦିନ ପୂର୍ବରୁ ପ୍ରଥମେ ଏକ ସୁଇଟ୍‌ ଷ୍ଟଲ୍‌କୁ ୨ ହଜାର କେଜିର ଲଡୁ ତିଆରି କରିବା ପାଇଁ ଅର୍ଡର ଦେଇଥିଲେ। ହେଲେ ପରେ ସେ ଏହାକୁ ବଢାଇ ୩ ହଜାର କେଜି କରି ଦେଇଛନ୍ତି।

ମିଠା ଦୋକାନ ମାଲିକଙ୍କ କହିବାନୁଯାୟୀ, ଏହି ଦୋକାନର କାରିଗରଙ୍କ ମଧ୍ୟରେ ମୋଦି କ୍ରେଜ ଏପରି ଅଛି ଯେ, ସେମାନେ ମିଠା ତିଆରି ସମୟରେ ମୋଦି ମାସ୍କ ପିନ୍ଧିବାକୁ ଅଡି ବସିଲେ। ପରେ ସେମାନଙ୍କୁ ଏହା ଯୋଗାଇ ଦିଆଯିବା ପରେ ସେମାନେ ଲାଗି ପଡିଲେ ନିଜ କାମରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story