ଡାକ୍ତର ରୂପରେ ଭଗବାନ: ନିଜ ରକ୍ତ ଦେଇ ରୋଗୀକୁ ବଞ୍ଚାଇଲେ

ଆମେ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କହିଥାଉ କାରଣ ସେମାନେ ଆମ ଜୀବନ ବଞ୍ଚାଇଥାନ୍ତି ସେମାନେ ଆମକୁ ଜୀବନ ଦାନ ଦେଇଥାନ୍ତି ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ଡାକ୍ତର ନିଜ ରକ୍ତ ଦେଇ ରୋଗୀକୁ ବଞ୍ଚାଇବା?  ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ନିଜ ରକ୍ତ ଦେଇ ରୋଗୀର ପ୍ରାଣ ବଞ୍ଚାଇଛନ୍ତି। ହମୀରପୁର ଜିଲ୍ଲାର ଜିତେନ୍ଦ୍ର ସିଂହ ନାମକ ଜଣେ ଶିକ୍ଷକ ଜଣ୍ଡିସ ରୋଗରେ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 05:05 PM IST

Sports

Latest News

ଆମେ ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କହିଥାଉ କାରଣ ସେମାନେ ଆମ ଜୀବନ ବଞ୍ଚାଇଥାନ୍ତି ସେମାନେ ଆମକୁ ଜୀବନ ଦାନ ଦେଇଥାନ୍ତି ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ଡାକ୍ତର ନିଜ ରକ୍ତ ଦେଇ ରୋଗୀକୁ ବଞ୍ଚାଇବା?  ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ଜଣେ ଡାକ୍ତର ନିଜ ରକ୍ତ ଦେଇ ରୋଗୀର ପ୍ରାଣ ବଞ୍ଚାଇଛନ୍ତି। ହମୀରପୁର ଜିଲ୍ଲାର ଜିତେନ୍ଦ୍ର ସିଂହ ନାମକ ଜଣେ ଶିକ୍ଷକ ଜଣ୍ଡିସ ରୋଗରେ ପିଡୀତ ଥିଲେ ତାଙ୍କ ଶରୀରରେ ମାତ୍ର ୫ ୟୁନିଟ ରକ୍ତ ହିଁ ବଞ୍ଚିଥିଲା ଡାକ୍ତର ତାଙ୍କ ପରିବାର ଲେକଙ୍କୁ ଏବି ନେଗେଟିଭ୍ ବର୍ଗ ରକ୍ତ ଯୋଗାଡ କରିବାକୁ କହିଥିଲେ ହେଲେ ନା ବ୍ଲଡ ବ୍ୟାଙ୍କରେ ମିଳିଲା ନା ତାଙ୍କ ପରିବାରର କୌଣସି ସଦଶ୍ୟଙ୍କ ରକ୍ତ ମିଶିଲା ସେମାନେ ରକ୍ତ କେଉଁଠୁ ଆଣିବେ ବୋଲି ଚିନ୍ତାରେ ପଡିଗଲେ ,ଠିକ ସେହି ସମୟରେ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ନବୀନ ଚକ୍ ବ୍ଲଡ ବ୍ୟାଙ୍କରେ ପହଞ୍ଚି ନିଜ ରକ୍ତ ଦେଇ ରୋଗୀର ଜୀବନ ବଞ୍ଚାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story