ଗଧ ଖାଇଗଲା କାର: ତଣ୍ଡ ଗଣିଲେ ମାଲିକ

ଘରେ ପଶୁପକ୍ଷୀ ରଖିବାକୁ ସମସ୍ତେ ଭଲ ପାଇଥାନ୍ତି। ଖାସ୍‌ କରି କୁକୁର, ବିଲେଇ, ଶୁଆ, ଲଭ ବାର୍ଡ ଆଦି ପଶୁପକ୍ଷୀଙ୍କୁ ଲୋକେ ଅଧିକ ପାଳନ୍ତି। କିଛି ଲୋକ ଘୋଡା ଓ ଗଧ ପାଳିବାର ସଉକ ମଧ୍ୟ ରଖନ୍ତି। ଏହି ଗୃହପାଳିତ ପଶୁକୁ ସେମାନେ ବହୁତ ସ୍ନେହ ଦେଇଥାନ୍ତି। ହେଲେ ବହୁ ସମୟରେ ଏପରି ସ୍ଥିତି ଉପୁଜେ ମାଲିକର ବୁଦ୍ଧି ଗୁଡୁମ୍‌ ହୋଇଯାଇଥାଏ। ଜର୍ମାନୀର ଜଣେ ବ୍ୟକ୍ତି ସହ ଏବେ ଏପରି ହୋଇଛି। ତାଙ୍କ ପାଳିତ ଗଧ ଯୋଗୁଁ […]

donkey

donkey

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 01:28 PM IST

Sports

Latest News

ଘରେ ପଶୁପକ୍ଷୀ ରଖିବାକୁ ସମସ୍ତେ ଭଲ ପାଇଥାନ୍ତି। ଖାସ୍‌ କରି କୁକୁର, ବିଲେଇ, ଶୁଆ, ଲଭ ବାର୍ଡ ଆଦି ପଶୁପକ୍ଷୀଙ୍କୁ ଲୋକେ ଅଧିକ ପାଳନ୍ତି। କିଛି ଲୋକ ଘୋଡା ଓ ଗଧ ପାଳିବାର ସଉକ ମଧ୍ୟ ରଖନ୍ତି। ଏହି ଗୃହପାଳିତ ପଶୁକୁ ସେମାନେ ବହୁତ ସ୍ନେହ ଦେଇଥାନ୍ତି। ହେଲେ ବହୁ ସମୟରେ ଏପରି ସ୍ଥିତି ଉପୁଜେ ମାଲିକର ବୁଦ୍ଧି ଗୁଡୁମ୍‌ ହୋଇଯାଇଥାଏ। ଜର୍ମାନୀର ଜଣେ ବ୍ୟକ୍ତି ସହ ଏବେ ଏପରି ହୋଇଛି। ତାଙ୍କ ପାଳିତ ଗଧ ଯୋଗୁଁ ୧୦୦ ନୁହେଁ କି ୨୦୦ ନୁହେଁ ୪ ଲକ୍ଷ ୩୭ ହଜାର ଟଙ୍କା ଜରିମାନା ଦେବାକୁ ପଡିଛି ମାଲିକଙ୍କୁ। ଆସନ୍ତୁ ଜାଣିବା ଘଟଣା ପଛରେ କ’ଣ ରହିଛି ରହସ୍ୟ।

ଘଟଣାଟି ୱେଷ୍ଟ ସେଣ୍ଟ୍ରାଲ ଜର୍ମାନୀର। ଏଠାରେ ଜଣେ ବ୍ୟକ୍ତି ବହୁତ ସ୍ନେହରେ ଗୋଟେ ଗଧ ପାଳିଥିଲେ। ଦିନେ ସେ ଗଧକୁ ନେଇ ପାଖ ପାର୍କକୁ ଯାଇଥିଲେ। ସେ ପାର୍କରେ ବୁଲୁଥିବା ବେଳେ ଗଧଟି ଘାସ ଚରୁଥିଲା। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ମୋକଲାରେନ ୬୫୦୫ ସ୍ପାଇଡର ସୁପରକାର ନେଇ ପାର୍କକୁ ଆସିଥିଲେ। ସେ ପାର୍କିଂରେ କାର ରଖି ଭିତରକୁ ଯାଇଥିଲେ। ଏହି ସମୟରେ ଗଧଟି ଚରୁ ଚରୁ କାର ପାଖରେ ପହଞ୍ଚି ଥିଲା। କାରକୁ ଦେଖିବା ପରେ କ’ଣ ଭାବିଥିଲା କେଜାଣି, ଖାଇବାକୁ ଉଦ୍ୟମ କରିଥିଲା। ହେଲେ ସେ ତାରବାଡ ଭିତରେ ଥିବାରୁ ମୁହଁ ଗଳାଇ ଖାଇବାକୁ ଚାହିଁ ଥିଲା। ଏହି ସମୟରେ କାରର ମାଲିକ ସେଠାରେ ପହଞ୍ଚି ତାଙ୍କ ୨କୋଟି ୩୮ ଲକ୍ଷରୁ ଅଧିକ ଟଙ୍କାର ଗାଡି ନେଷ୍ଟ ହେଉଥିବା ଦେଖି ଆବାକାବା ହୋଇଯାଇଥିଲା। ସେ ପୋଲିସ୍‌କୁ ଖବର ଦେଇଥିଲା। ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଥା କୋର୍ଟକୁ ଯାଇଥିଲା। ମାମଲାର ବିଚାର କରି କୋର୍ଟ ଗଧ ମାଲିକଙ୍କୁ ଭାରତୀୟ ମୁଦ୍ରାରେ ୪ ଲକ୍ଷ ୩୭ ହଜାର ଟଙ୍କାର ଜରିମାନା କରିଥିଲେ।

କାରର ରଙ୍ଗକୁ ଦେଖି ଗଧଟି ଏହାକୁ ଗାଜର ଭାବି ନେଇ ଏପରି କରିଥିବା ପୋଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story