ବିଦେଶାଗତ ପକ୍ଷୀଙ୍କ କାକଳିରେ ଫାଟି ପଡ଼ୁଛି ନୀଳାମ୍ବୁ ଚିଲିକା

ଚିଲିକା (ଓଡ଼ିଶା ରିପୋର୍ଟର): ମରାଳ ମାଳିନୀ ନିଳାମ୍ବୁ ଚିଲିକାର ଦୃଶ୍ୟ ବାସ୍ତବିକ ବଡ଼ ମନୋରମ। ଚିଲିକାର ଏହି ରୂପକୁ ଦେଖିବା ପାଇଁ ପ୍ରତିଦିନ ବହୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ଏଥର ନିଳମ୍ବଉ ଚିଲିକାର ରୂପକୁ ଦ୍ୱିଗୁଣିତ କରିଛି ବିଦେଶୀ ପକ୍ଷୀଙ୍କ ଆଗମନ। ସମୟ ଆଗରୁ ଚିଲିକାକୁ ଉଡ଼ିଆସିଛନ୍ତି ବହୁ ବିଦେଶୀ ପକ୍ଷୀ। ମାଳ ମାଳ ବିଦେଶୀ ପକ୍ଷୀ ସାଙ୍ଗକୁ ଚିଲିକାର ନୀଳ ଜଳରାଶି ପର୍ଯ୍ୟଟଙ୍କ ମନରେ ଭରିଦେଇଛି ଆନନ୍ଦର ଲହରି। ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଚିଲିକାରେ […]

chilika

chilika

Rakesh Mallick
  • Published: Friday, 13 October 2017
  • Updated: 13 October 2017, 09:32 PM IST

ଚିଲିକା (ଓଡ଼ିଶା ରିପୋର୍ଟର): ମରାଳ ମାଳିନୀ ନିଳାମ୍ବୁ ଚିଲିକାର ଦୃଶ୍ୟ ବାସ୍ତବିକ ବଡ଼ ମନୋରମ। ଚିଲିକାର ଏହି ରୂପକୁ ଦେଖିବା ପାଇଁ ପ୍ରତିଦିନ ବହୁ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ଏଥର ନିଳମ୍ବଉ ଚିଲିକାର ରୂପକୁ ଦ୍ୱିଗୁଣିତ କରିଛି ବିଦେଶୀ ପକ୍ଷୀଙ୍କ ଆଗମନ। ସମୟ ଆଗରୁ ଚିଲିକାକୁ ଉଡ଼ିଆସିଛନ୍ତି ବହୁ ବିଦେଶୀ ପକ୍ଷୀ। ମାଳ ମାଳ ବିଦେଶୀ ପକ୍ଷୀ ସାଙ୍ଗକୁ ଚିଲିକାର ନୀଳ ଜଳରାଶି ପର୍ଯ୍ୟଟଙ୍କ ମନରେ ଭରିଦେଇଛି ଆନନ୍ଦର ଲହରି। ଏହି ପକ୍ଷୀମାନଙ୍କୁ ଦେଖିବା ପାଇଁ ଚିଲିକାରେ ପର୍ଯ୍ୟଟଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି।

ଅକ୍ଟୋବର ପ୍ରଥମ ସପ୍ତାହରୁ ଫ୍ଲେମିଙ୍ଗୋ ବା ଏରା ପ୍ରଜାତିର ପକ୍ଷୀ ବହୁସଂଖ୍ୟାରେ ଚିଲିକାରେ ଦେଖିବାକୁ ମିଳୁଛନ୍ତି। ପ୍ରତିକୂଳ ପାଗ ସତ୍ତ୍ୱେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହେତୁ ପର୍ଯ୍ୟଟଙ୍କ ବେଶ ଭିଡ଼ ଦେଖିବାକୁ ମିଳୁଛି।  ତେବେ ଅକ୍ଟୋବର ମାସ ଶେଷ ଆଡକୁ ଏଭଳି ବିଦେଶୀ ପକ୍ଷୀ ଦେଖିବାକୁ ମିଳୁଥିବା ବେଳେ ଚଳିତ ବର୍ଷ ପକ୍ଷୀମାନଙ୍କ ଆଗୁଆ ଆଗମନକୁ ଶୁଭ ସଙ୍କେତ ଭାବେ ଗଣନା କରୁଛନ୍ତି ପରିବେଶବିତ୍।

ଚିଲିକା ଆସିଥିବା ବିଦେଶୀ ପକ୍ଷୀଙ୍କୁ ଶିକାରୀ କବଳରୁ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଅକ୍ଟୋବର ପହିଲାରୁ ଚିଲିକାରେ ୧୮ଟି ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ଏହା ସହିତ ପାଟ୍ରୋଲିଙ୍ଗ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି ଚିଲିକା ନୂଆପଡ଼ା ରେଂଜ ଅଫିସର ଗଙ୍ଗାଧର ସାହୁ।

https://www.youtube.com/watch?v=9oUKXBnt7nc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story