ଯୁବତୀଙ୍କ ନଗ୍ନ ଫଟୋ ଓ ଭିଡିଓ ବଦଳରେ ମିଳେ ଲୋନ୍‌: କ୍ରାଇମବ୍ରାଞ୍ଚ୍‌ ଚଢାଉ କରି କଲା ପର୍ଦ୍ଦାଫାସ

ମୁମ୍ବାଇ: ଆପଣ ଜାଣିଥିବେ ଲୋନ ପାଇଁ ଜମି କିମ୍ବା ସୁନା ବନ୍ଧା ରଖାଯାଇଥାଏ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଜି କାଲି ଲୋନ ପାଇଁ ଦରକାର ପଡୁଛି ଯ଼ୁବତୀ ମାନଙ୍କର ନଗ୍ନ ଫଟୋ ବା ଭିଡିଓ। ମୁମ୍ବାଇରେ ନଗ୍ନ ଫଟୋ ବଦଳରେ ଲୋନ ଦେଉଥିବା ଏକ କଲ ସେଣ୍ଟରକୁ ପୋଲିସ ଚଢାଉ କରି ସିଜ୍‌ କରିଛି । ଏହି କଲ ସେଣ୍ଟରରେ ଆମେରିକା ଲୋକ ମାନଙ୍କୁ ଟାର୍ଗେଟ୍‌ କରାଯାଉଥିଲା। ସୂଚନା ଅନୁଯାୟୀ ମୁମ୍ବାଇର ଅମରନାଥ ଅଞ୍ଚଳରେ ରମେଶ […]

ramesh

ramesh

Rakesh Mallick
  • Published: Friday, 09 June 2017
  • Updated: 09 June 2017, 05:09 PM IST

Sports

Latest News

ମୁମ୍ବାଇ: ଆପଣ ଜାଣିଥିବେ ଲୋନ ପାଇଁ ଜମି କିମ୍ବା ସୁନା ବନ୍ଧା ରଖାଯାଇଥାଏ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆଜି କାଲି ଲୋନ ପାଇଁ ଦରକାର ପଡୁଛି ଯ଼ୁବତୀ ମାନଙ୍କର ନଗ୍ନ ଫଟୋ ବା ଭିଡିଓ। ମୁମ୍ବାଇରେ ନଗ୍ନ ଫଟୋ ବଦଳରେ ଲୋନ ଦେଉଥିବା ଏକ କଲ ସେଣ୍ଟରକୁ ପୋଲିସ ଚଢାଉ କରି ସିଜ୍‌ କରିଛି । ଏହି କଲ ସେଣ୍ଟରରେ ଆମେରିକା ଲୋକ ମାନଙ୍କୁ ଟାର୍ଗେଟ୍‌ କରାଯାଉଥିଲା।

ସୂଚନା ଅନୁଯାୟୀ ମୁମ୍ବାଇର ଅମରନାଥ ଅଞ୍ଚଳରେ ରମେଶ ଏଣ୍ଟରପ୍ରାଇଜେସ୍‌ ନାମକ ଏକ କଲ ସେଣ୍ଟରରେ ଲୋନ ଦବାପାଇଁ ନଗ୍ନ ଫଟୋ ନିଆଯାଉଥିବା ଖବର ମିଳିବା ପରେ ପୋଲିସ ଚଢାଉ କରି ପର୍ଦ୍ଦାଫାସ କରିଛି। କ୍ରାଇମବ୍ରଞ୍ଚର ସୂଚନା ଅନୁଯାୟୀ ଲୋନ ପାଇଁ ଏମାନେ ଆମେରିକାର ଲୋକ ମାନଙ୍କୁ ପ୍ରଥମେ ଟାର୍ଗେଟ କରିଥାନ୍ତି। ପରେ ସେମାନଙ୍କ ବିଷୟରେ ଡାଟା ଏକଜୁଟ କରି ସେମାନଙ୍କୁ ଲୋନ ଦେବା ପାଇଁ ପ୍ରଲୋଭନ ଦେଖାନ୍ତି। ଏହି କଲସେଣ୍ଟର କମିସନ ଏବଂ ପ୍ରୋସେସିଙ୍ଗ ଫିସ୍ ପାଇଁ ହଜାର ହଜାର ଡଲାର ସେମାନଙ୍କୁ ମାଗିଥାନ୍ତି। ପଇସା ପାଇବା ପରେ ମଧ୍ୟ ଏମାନେ ଲୋନ୍‌ ନ ଦେଇ ଡକୁମେଣ୍ଟ ବାବଦରେ ଝିଅ ମାନଙ୍କ ନଗ୍ମ ଫଟୋ ଓ ଭିଡିଓ ମଗିଥାନ୍ତି। ପୋଲିସ ଚଢାଉ ବେଳେ ପଖାପାଖି 80 ଲୋକଙ୍କୁ ଗିରଫ କରିବା ସହ କମ୍ପୁଟର, ହାର୍ଡ ଡିସ୍କ ,ପେନଡ୍ରାଇଭ ସହ ଆପତ୍ତିଜନକ ଭିଡିଓ ଓ ନଗ୍ନ ଫଟୋ ମଧ୍ୟ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story