ଏମିତି ମନ୍ଦିର, ଯେଉଁଠି ଭୋଗ ବଦଳରେ ମିଳେ ସୁନା ଗହଣା

ସାଧାରଣତଃ ମନ୍ଦିରକୁ ଗଲେ ଅଧିକାଂଶ ସମୟରେ ପ୍ରସାଦ ରୂପରେ ଆମକୁ ନଡ଼ିଆ, ମିଠା ଓ ମିଶ୍ରି ପ୍ରଭୃତି ଦିଆଯାଇଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି, ମନ୍ଦିର ଗଲେ ପ୍ରସାଦ ରୂପରେ ସୁନା ଗହଣା ଦେବା କଥା। କଥାଟି ଶୁଣିବାକୁ  ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିବା ପ୍ରସିଦ୍ଧ ମହାଲକ୍ଷ୍ମୀଙ୍କ ମନ୍ଦିରରେ ଏପରି ହୋଇଥାଏ। ଏହି ମନ୍ଦିରରେ ପ୍ରସାଦ ବା ଭୋଗରେ ଭକ୍ତମାନଙ୍କୁ ଦିଆଯାଇଥାଏ ସୁନା ଗହଣା। ଏଥିପାଇଁ  ବର୍ଷକ ୧୨ […]

Gold-jewelery-in-the

Gold-jewelery-in-the

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 02:10 PM IST

Sports

Latest News

ସାଧାରଣତଃ ମନ୍ଦିରକୁ ଗଲେ ଅଧିକାଂଶ ସମୟରେ ପ୍ରସାଦ ରୂପରେ ଆମକୁ ନଡ଼ିଆ, ମିଠା ଓ ମିଶ୍ରି ପ୍ରଭୃତି ଦିଆଯାଇଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି, ମନ୍ଦିର ଗଲେ ପ୍ରସାଦ ରୂପରେ ସୁନା ଗହଣା ଦେବା କଥା। କଥାଟି ଶୁଣିବାକୁ  ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ।

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଥିବା ପ୍ରସିଦ୍ଧ ମହାଲକ୍ଷ୍ମୀଙ୍କ ମନ୍ଦିରରେ ଏପରି ହୋଇଥାଏ। ଏହି ମନ୍ଦିରରେ ପ୍ରସାଦ ବା ଭୋଗରେ ଭକ୍ତମାନଙ୍କୁ ଦିଆଯାଇଥାଏ ସୁନା ଗହଣା। ଏଥିପାଇଁ  ବର୍ଷକ ୧୨ ମାସ ଏହି ମନ୍ଦିରରେ ଲୋକଙ୍କ ଭିଡ଼ ଲାଗି ରହିଥାଏ। ବର୍ଷର କିଛିଦିନ ଏହି ମନ୍ଦିରରେ ପ୍ରାଚୁର୍ଯ୍ୟର ଦେବତା ପ୍ରଭୁ କୁବେରଙ୍କର ଦରବାର ଲାଗିଥାଏ। ବର୍ଷସାରା ଭକ୍ତମାନେ ଆସି ଏହି ମନ୍ଦିରରେ ମା’ ମହାଲକ୍ଷ୍ମୀଙ୍କ ପ୍ରତିମାରେ ସୁନାଗହଣା ଚଢ଼ାନ୍ତି।

ବିଶେଷ କରି ଧନତରାସ ଓ ଦୀପାବଳିରେ ମାଆଙ୍କ ମନ୍ଦିରରେ ସୁନା ରୁପା ଓ ପଇସାରେ ମାଳ ତିଆରି କରି ସଜା ଯାଇଥାଏ। ଏହି ମନ୍ଦିରରୁ ଆସୁଥିବା ଭକ୍ତ ଖାଲି ହାତରେ ଘରକୁ ଫେରନ୍ତି ନାହିଁ। ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ  ପ୍ରସାଦ ରୂପରେ ସୁନା ଗହଣା ଦିଆଯାଇଥାଏ। ଏଥିପାଇଁ ଦୂରଦୂରାନ୍ତରୁ ଲୋକେ ମନ୍ଦିରକୁ ମାଆ ମହାଲକ୍ଷ୍ମୀଙ୍କ ଦର୍ଶକ ପାଇଁ ଆସିଥାନ୍ତି।  ବିଶ୍ୱାସ ରହିଛି, ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ରୂପରେ ଯେଉଁ  ସୁନା ଗହଣା ଓ ଟଙ୍କା ମିଳିଥାଏ, ସେମାନେ ଏହାକୁ  ଖର୍ଚ୍ଚ ନକରି ଶୁଭ ମନାସି ନିଜ ପାଖରେ ସବୁବେଳେ ରଖିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story