ଜାଣନ୍ତି କି, ଆଜି ଗୁଗଲ୍‌ର ଡୁଡଲ୍‌ରେ ଥିବା ଫଟୋଟି କାହାର?

(ଓଡ଼ିଶା ରିପୋର୍ଟର): ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆଜି ଅର୍ଥାତ୍ ଜୁନ୍‌ ୫ରେ ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍‌ ସହରର ଜଣେ ବିଦୂଷୀ ଏଲେନା କୋର୍ନାରୋ ପିସ୍କୋପିଆ। ଏଲେନା କୋର୍ନାରୋ ପିସ୍କୋପିଆ ହେଉଛନ୍ତି ବିଶ୍ୱର ପ୍ରଥମ ପି.ଏଚ୍‌.ଡି ଧାରୀ ମହିଳା। ୧୬୭୮ରେ ତାଙ୍କୁ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ […]

elena

elena

Chinmayee Roy
  • Published: Wednesday, 05 June 2019
  • Updated: 06 June 2019, 07:42 AM IST

Sports

Latest News

(ଓଡ଼ିଶା ରିପୋର୍ଟର): ଗୁଗଲ ନିଜର ସର୍ଚ୍ଚ ଡୁଡଲ୍ ସବୁବେଳେ ଦୁନିଆର ବିଶିଷ୍ଟ ବ୍ୟକ୍ତିଙ୍କୁ ସମର୍ପଣ କରିଥାଏ। ଆଜି ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଆଜି ଅର୍ଥାତ୍ ଜୁନ୍‌ ୫ରେ ଗୁଗଲ୍ ତାର ଡୁଡୁଲରେ ରଖିଛି ଜଣେ ମହିୟସୀ ମହିଳାଙ୍କୁ। ଏହି ମହିୟସୀ ଜଣକ ହେଲେ ଇଟଲି ଭେନିସ୍‌ ସହରର ଜଣେ ବିଦୂଷୀ ଏଲେନା କୋର୍ନାରୋ ପିସ୍କୋପିଆ।

ଏଲେନା କୋର୍ନାରୋ ପିସ୍କୋପିଆ ହେଉଛନ୍ତି ବିଶ୍ୱର ପ୍ରଥମ ପି.ଏଚ୍‌.ଡି ଧାରୀ ମହିଳା। ୧୬୭୮ରେ ତାଙ୍କୁ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ କରାଯାଇଥିଲା।  ଆଜି ହେଉଛି ତାଙ୍କର ୩୭୩ତମ ଜନ୍ମଦିନ।

ଏଲେନା ପିଲାବେଳେ ଲାଟିନ୍ ଓ ଗ୍ରୀକ୍‌ ଭାଷା ଜାଣିଥିଲେ ।  ସମୁଦାୟ ୭ଟି ଭାଷା ଉପରେ ସେ ଜ୍ଞାନ ହାସଲ କରିଥିଲେ। ସେ କେବଳ ଜ୍ଞାନ ସଞ୍ଚୟ କରୁଥିଲେ। କେବେ ହେଲେ ଡିଗ୍ରୀ ପାଇବା ଆଶାରେ ପାଠ ପଢ଼ୁନଥିଲେ। ହେଲେ ତାଙ୍କ ପିତାଙ୍କର ଇଚ୍ଛାରେ ସେ ଇଟଲିର ପଦୁଆ ୟୁନିଭରସିଟିରେ ଥିଓଲୋଜିରେ ଡକ୍ଟୋରେଟ୍ ଅଧ୍ୟୟନ କରିବାକୁ ଆବେଦନ କରିଥିଲେ। ହେଲେ ସେତେବେଳେ ଥିଲା ୧୬୭୦ ମସିହା। ସେ ସମୟରେ ମହିଳାଙ୍କୁ ଏତେ ଗୁରୁତ୍ୱ ଦିଆଯାଉ ନଥିଲା। ରୋମାନ କ୍ୟାଥଲିକ୍ ଚର୍ଚ୍ଚ ଜଣେ ମହିଳାଙ୍କୁ ଏହି ଉପାଧି ଦେବାକୁ ଚାହୁଁ ନଥିଲା।  ହେଲେ ପରବର୍ତ୍ତୀ ସମୟରେ ଚର୍ଚ୍ଚ ଏଲେନାଙ୍କୁ ଡକ୍ଟର ଅଫ୍ ଫିଲୋସଫିରେ ଆବେଦନ କରିବାକୁ ଅନୁମତି ଦେଇଥିଲା।

ଫିଲୋସଫିରେ ଡକ୍ଟୋରେଟ୍‌ ପାଇଁ ଅଧ୍ୟୟନ କରିବା ପରେ ବହୁତ ଭଲ ନମ୍ବର ରଖି ପାସ କରିଥିଲେ ଏଲେନା। ଏହାପରେ ୧୬୭୮ ଜୁନ୍‌ ୨୫ରେ ଏଲେନା ପିଏଚ୍‌ଡି ଡିଗ୍ରୀ ହାସଲ କରି ଇତିହାସରେ ନିଜର ନାଁ ରଖିଥିଲେ।

ହେଲେ ଡିଗ୍ରୀ ହାସଲ କରିବାର ୬ ବର୍ଷ ପରେ ସେ ଯକ୍ଷ୍ମା ରୋଗରେ ପିଡ଼ୀତ ହୋଇ ୧୬୮୪ ମସିହା ଜୁଲାଇ ୨୬ରେ ମୃତ୍ୟୁ ବରଣ କରିଥିଲେ।

ଜନ୍ମଦିନରେ ଗୁଗୁଲ୍‌ ଏହି ମହିୟସୀଙ୍କୁ ମନେ ପକାଇ ସମ୍ମାନିତ କରିଛି। ଗୁଗୁଲ୍‌ର ଡୁଡୁଲ୍‌ରେ ପ୍ରକାଶିତ ଏଲେନାଙ୍କ ଆର୍ଟଟିକୁ କାଲିଫର୍ଣ୍ଣିଆର କଳାକାର ଏଲିସା ବିନନ୍ସ  ପ୍ରସ୍ତୁତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story