ଚର୍ଚ୍ଚିତ ମନ୍ଦିର... ଯେଉଁଠି ଶୂନ୍ୟରେ ଝୁଲିଛି ଖମ୍ବ

ବିଶାଖାପାଟନମ୍‌: କୌଣସି ମନ୍ଦିର ସବୁବେଳେ ଏହାର ଦିଅଁ ବା ଠାକୁରଙ୍କ ମହିମାକୁ ନେଇ ପ୍ରସିଦ୍ଧ ହୋଇଥାଏ । କିନ୍ତୁ ଏମିତି କିଛି ମନ୍ଦିର ଅଛି, ଯ଼ାହା ନିଜର ନିର୍ମାଣ ଶୈଳୀକୁ ନେଇ ଲୋକପ୍ରିଯ଼ ହୋଇଥାଏ । ଏମିତି ଏକ ମନ୍ଦିର ହେଲା. ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ବହୁଚର୍ଚ୍ଚିତ ‘ଝୁଲନ୍ତା ମନ୍ଦିର’। ଏହି ମନ୍ଦିରର ଇତିହାସ ଓ କଳାକୃତି ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ମନ୍ଦିର ସମ୍ପର୍କରେ ବି ଅନେକ ଲୋକକଥା […]

hanging-piller

hanging-piller

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 01:28 PM IST

Sports

Latest News

ବିଶାଖାପାଟନମ୍‌: କୌଣସି ମନ୍ଦିର ସବୁବେଳେ ଏହାର ଦିଅଁ ବା ଠାକୁରଙ୍କ ମହିମାକୁ ନେଇ ପ୍ରସିଦ୍ଧ ହୋଇଥାଏ । କିନ୍ତୁ ଏମିତି କିଛି ମନ୍ଦିର ଅଛି, ଯ଼ାହା ନିଜର ନିର୍ମାଣ ଶୈଳୀକୁ ନେଇ ଲୋକପ୍ରିଯ଼ ହୋଇଥାଏ । ଏମିତି ଏକ ମନ୍ଦିର ହେଲା. ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ଥିବା ବହୁଚର୍ଚ୍ଚିତ ‘ଝୁଲନ୍ତା ମନ୍ଦିର’। ଏହି ମନ୍ଦିରର ଇତିହାସ ଓ କଳାକୃତି ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏହି ମନ୍ଦିର ସମ୍ପର୍କରେ ବି ଅନେକ ଲୋକକଥା ରହିଛି । ଆସନ୍ତୁ ଜାଣିବା ସେଥିରୁ କିଛି ।

ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟ ଆନନ୍ଦପୁରରେ ଥିବା ଏହି ମନ୍ଦିରର ପ୍ରକୃତ ନାଁ ହେଲା ‘ଲେପାକ୍ଷୀ ମନ୍ଦିର’। ଲେପାକ୍ଷୀ ମନ୍ଦିରକୁ ଲୋକେ ହ୍ୟାଙ୍ଗିଙ୍ଗ୍ ଟେମ୍ପୁଲ ବା ଝୁଲନ୍ତା ମନ୍ଦିର ବି କହିଥାନ୍ତି। ତେବେ କାହିଁକି ହୋଇଛି ମନ୍ଦିରଟିର ଏପରି ନାମକରଣ। ପ୍ରକୃତରେ ମନ୍ଦିରଟି କଣ ଶୂନ୍ୟରେ ଝୁଲୁଛି। ନା ବାସ୍ତବରେ ସେମିତି କିଛି ନୁହେଁ । ମନ୍ଦିରରେ ରହିଛି ମୋଟ 70ଟି ଖମ୍ବ, ଯ଼ାହା ଉପରେ ରହିଛି ପୂରା ମନ୍ଦିରର। ସବୁ ଖମ୍ବର ମହତ୍ୱ ବି ରହିଛି। ତେବେ ଏହି ଖମ୍ବ ଗୁଡିକ ମଧ୍ୟରେ ଗୋଟିଏ ଖମ୍ବ ଝୁଲନ୍ତା ଅବସ୍ଥାରେ ରହିଛି। ମନ୍ଦିରଟିର କଳାକୃତି ଦେଖିଲା ପରି । ତା ସହିତ ଭକ୍ତଙ୍କୁ ଚର୍ଚ୍ଚାର ଖୋରାକ ଯ଼ୋଗାଇଛି ଝୁଲନ୍ତା ଖମ୍ବ।

ମନ୍ଦିର ପକ୍ଷରୁ ଏହି ଝୁଲନ୍ତା ଖୁଣ୍ଟଟି ପାଇଁ ବିଶେଷ ପୂଜା ବିଧି ମଧ୍ୟ ରହିଛି। ଶ୍ରଦ୍ଧାଳୁମାନେ, ଖମ୍ବ ଓ ଭୂଇଁ ମଝିରେ ଥିବା ଫାଙ୍କ ଦେଇ କପଡା ସ୍ଥାପନ କରି ତାକୁ ଘରେ ପୂଜାର୍ଚ୍ଚନା କରିଥାନ୍ତି। ଏପରି କରିବା ଦ୍ୱାରା ଘରକୁ ମାଆ ଲକ୍ଷ୍ମୀଙ୍କ ଆଗମନ ହୁଏ ବୋଲି ବିଶ୍ବାସ ରହିଛି । ମନ୍ଦିରଟି ଅନ୍ୟଏକ କାରଣ ପାଇଁ ମଧ୍ୟ ପ୍ରସିଦ୍ଧ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଜଟାୟୁ ଏହିଠାରେ ଲଙ୍କାଧୀଶ ରାବଣଙ୍କ ସହ ଯୁଦ୍ଧ କରି ମୃତ୍ୟୁବରଣ କରିଥିବା ବିଶ୍ୱାସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story