ଜାଣିଛନ୍ତି କି ବାଣରୁ କେମିତି ବାହାରେ ରଙ୍ଗୀନ ଆଲୁଅ ?

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କର ଇଚ୍ଛା ଏହି ଦିନଟିକୁ ରଙ୍ଗୀନ ଆଲୋକ ସହ ପାଳନ କରିବେ। ତେଣୁ ଚେଷ୍ଟା କରାଯାଏ ଘରେ ରଙ୍ଗୀନ ଦୀପ ଜାଳିବା ସହିତ ରଙ୍ଗୀନ ବାଣ କିଛି ଫୁଟେଇବାକୁ। କେତେକ ରଙ୍ଗୀନ ଆଲୋକ ବାହାରୁଥିବା ବାଣୁ ଫୁଟେଇବାକୁ ଇଚ୍ଛା କରୁଥିବା ବେଳେ ଆଉ କେତେକ ଚିକ୍ ମିକ୍ ବାଣ ଫୁଟେଇବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ବାଣରୁ ଏତେ ରଙ୍ଗୀନ ଆଲୋକ ବାହାରେ କେମିତି? ଆଖିକୁ ସୁନ୍ଦର […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 06:28 PM IST

Sports

Latest News

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ସମସ୍ତଙ୍କର ଇଚ୍ଛା ଏହି ଦିନଟିକୁ ରଙ୍ଗୀନ ଆଲୋକ ସହ ପାଳନ କରିବେ। ତେଣୁ ଚେଷ୍ଟା କରାଯାଏ ଘରେ ରଙ୍ଗୀନ ଦୀପ ଜାଳିବା ସହିତ ରଙ୍ଗୀନ ବାଣ କିଛି ଫୁଟେଇବାକୁ। କେତେକ ରଙ୍ଗୀନ ଆଲୋକ ବାହାରୁଥିବା ବାଣୁ ଫୁଟେଇବାକୁ ଇଚ୍ଛା କରୁଥିବା ବେଳେ ଆଉ କେତେକ ଚିକ୍ ମିକ୍ ବାଣ ଫୁଟେଇବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ବାଣରୁ ଏତେ ରଙ୍ଗୀନ ଆଲୋକ ବାହାରେ କେମିତି? ଆଖିକୁ ସୁନ୍ଦର ଦିଶୁଥିବା ଏହି ବାଣ ଆମ ପରିବେଶ ଓ ଶରୀର ପାଇଁ ହାନିକାରକ ନା ଲାଭଦାୟକ?

ବାଣରୁ କେମିତି ବାହାରେ ରଙ୍ଗୀନ ଆଲୋକ?

ବାସ୍ତବରେ ବାଣରୁ ରଙ୍ଗୀନ ଆଲୋକ ବାହାର କରିବାକୁ ହେଲେ ବାଣ ଭିଡ଼ାଳୀଙ୍କୁ କିଛି ରାସାୟନିକ ଦ୍ରବ୍ୟର ବ୍ୟବହାର କରିବାକୁ ପଡ଼ିଥାଏ। ଯାହା କି ଆମ ପରିବେଶ ଓ ଶରୀର ପାଇଁ କ୍ଷତିକା ବହୁ କ୍ଷତିକାରକ ହୋଇଥାଏ। ବାଣ ତିଆରି ବେଳେ ବାରୁଦ ସହ ଏହି କେମିକାଲ୍ ସବୁ ପ୍ରୟୋଗ କରାଯାଇଥାଏ, ଯାହା ଫଳରେ ପସନ୍ଦ ଅନୁଯାୟୀ ଆଲୋକ ବାହାରିଥାଏ। ଆସନ୍ତୁ ଜାଣିବା କେଉଁ ରଙ୍ଗର ଆଲୋକ ପାଇଁ ପ୍ରୟୋଗ କରାଯାଉଛି କେଉଁ କେମିକାଲ୍ ବା ରାସାୟନିକ ଦ୍ରବ୍ୟ।

ସବୁଜ ରଙ୍ଗ: ବାଣରୁ ସବୁଜ ରଙ୍ଗର ଆଲେକ ବାହାର କରିବାକୁ ସେଥିରେ ଭରିବାକୁ ପଡ଼ିଥାଏ ‘ବେରିୟମ ନାଇଟ୍ରେଟ୍’। ଏହାକୁ ଅନ୍‌କାର୍ବନିକ୍ ରାସାୟନିକ ଦ୍ରବ୍ୟ ମଧ୍ୟ କୁହାଯାଏ। ବାଣ ଭିତରେ ଏହା ବିସ୍ଫୋଟକ ପଦାର୍ଥର କାମ କରିଥାଏ। ବାରୁଦରେ ମିଶିବା ପରେ ଏହା ବିସ୍ଫୋରଣରୁ ବାହାରୁଥିବା ନିଆଁର ରଙ୍ଗରୁ ବଦଳାଇ ସବୁଜ କରିଦେଇଥାଏ।

ଲାଲ୍ ରଙ୍ଗ: ସେହିପରି ବାଣରୁ ବାହାରୁଥିବା ଲାଲ୍‌ ରଙ୍ଗର ଆଲୋକ ପାଇଁ ସେଥିରେ ‘ସିଜିୟମ୍ ନାଇଟ୍ରେଟ୍’ ମିଶା ଯାଇଥାଏ। ଏହି କେମିକାଲକୁ ବାରୁଦରେ ମିଶାଇବା ପରେ ନିଆଁର ରଙ୍ଗ ଆପେଆପେ ଲାଲ ପଡ଼ି ଯାଇଥାଏ। ବାଣ ଭିଡ଼ାଳୀମାନେ ବାରୁଦ ଓ ସିୟମ ନାଇଟ୍ରେକ୍ ମିଶ୍ରଣରେ ଗୁଲି ତିଆରି କରି ବାଣରେ ପୁରାଇଥାନ୍ତି। ବିଶେଷକରି ଦେଖାଯାଏ, ଏହି ମିଶ୍ରଣକୁ କୁମ୍ପି ବାଣରେ ପ୍ରୟୋଗ କରାଯାଇଥାଏ।

ହଳଦିଆ: ସେହିପରି ବାଣରେ ବାରୁଦ ସହିତ ‘ସୋଡିୟମ୍ ନାଇଟ୍ରେଟ୍’ କେମିକାଲ୍ ମିଶାଇଲେ ବାଣରୁ ହଳିଦିଆ ରଙ୍ଗର ନିଆଁ ବାହାରିଥାଏ। ଏହି ମିଶ୍ରଣରେ ନାଇଟ୍ରେଟ୍‌ର ମାତ୍ରା ଟିକିଏ ବଢ଼େଇକି ଦିଆଯାଏ, କାରଣ ହଳିଦିଆ ଟିକିଏ ହାଲୁକା ରଙ୍ଗ ହୋଇଥିବାରୁ ଏହାକୁ ଗାଢ଼ କରି ଦେଖେଇବାକୁ କେମିକାଲ୍‌ର ମାତ୍ରା ବଢ଼ାଇ ଦିଆଯାଏ। ବିଶେଷକରି ଚକ୍ରିବାଣରେ ଏହାର ବେଶି ପ୍ରୟୋଗ ହେବାର ଦୋଖାଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story