ଜାଣିଛନ୍ତି ହନୁମାନଙ୍କ ଭାଇଙ୍କୁ: ପଢନ୍ତୁ ଏ ରିପୋର୍ଟ

ଆପଣ ଅଞ୍ଜନୀ ପୁତ୍ର ହନୁମାନଙ୍କ ପୂଜା କରୁଥିବେ। ରାମଭକ୍ତ ହନୁମାନଙ୍କ ପୂଜା କଲେ ସଙ୍କଟ ଦୂର ହୋଇଥାଏ। ଶନିଙ୍କ ପ୍ରକୋପ କମିଥାଏ। ଘରେ ହେଉ କି ବାହାରେ ଯେଉଁଠି ଥିଲେ ବି ହନୁମାନଙ୍କୁ ସମସ୍ତେ ସ୍ମରଣ କରିଥାନ୍ତି। ତେବେ ବାପାମାଆଙ୍କ ବ୍ୟତୀତ ହନୁମାନଙ୍କ ପରିବାରରେ ଆଉ କିଏ ଅଛନ୍ତି ଆପଣ ଜାଣିଛନ୍ତି କି? ଆଜ୍ଞା ହଁ ଏ କଥା ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ହନୁମାନଙ୍କ ଭାଇ ଅଛନ୍ତି। ଆସନ୍ତୁ ଜାଣିବା ହନୁମାନଙ୍କ ଭାଇମାନଙ୍କ ସମ୍ପର୍କରେ। […]

mmmm

Rakesh Mallick
  • Published: Sunday, 07 May 2017
  • , Updated: 07 May 2017, 02:27 PM IST

ଆପଣ ଅଞ୍ଜନୀ ପୁତ୍ର ହନୁମାନଙ୍କ ପୂଜା କରୁଥିବେ। ରାମଭକ୍ତ ହନୁମାନଙ୍କ ପୂଜା କଲେ ସଙ୍କଟ ଦୂର ହୋଇଥାଏ। ଶନିଙ୍କ ପ୍ରକୋପ କମିଥାଏ। ଘରେ ହେଉ କି ବାହାରେ ଯେଉଁଠି ଥିଲେ ବି ହନୁମାନଙ୍କୁ ସମସ୍ତେ ସ୍ମରଣ କରିଥାନ୍ତି। ତେବେ ବାପାମାଆଙ୍କ ବ୍ୟତୀତ ହନୁମାନଙ୍କ ପରିବାରରେ ଆଉ କିଏ ଅଛନ୍ତି ଆପଣ ଜାଣିଛନ୍ତି କି? ଆଜ୍ଞା ହଁ ଏ କଥା ବହୁତ କମ୍‌ ଲୋକ ଜାଣିଛନ୍ତି ଯେ, ହନୁମାନଙ୍କ ଭାଇ ଅଛନ୍ତି। ଆସନ୍ତୁ ଜାଣିବା ହନୁମାନଙ୍କ ଭାଇମାନଙ୍କ ସମ୍ପର୍କରେ।

ପୁରାଣ ଶାସ୍ତ୍ର ଅନୁସାରେ ହନୁମାନଙ୍କର ୫ଟି ଭାଇ ଥିଲେ। ଆଉ ସମସ୍ତଙ୍କଠାରୁ ହନୁମାନ ବଡ଼ ଥିଲେ। ତାଙ୍କ ଭାଇଙ୍କ ନାମ ହେଲା ଧୃତିମାନ, ଗତିମାନ, କେତୁମାନ, ଶ୍ରୁତିମାନ ଓ ମତିମାନ। ହନୁମାନଙ୍କର ଏହି ଭାଇମାନେ ବିବାହ କରିଛନ୍ତି ଓ ସେମାନଙ୍କର ସନ୍ତାନ ମଧ୍ୟ ଥିଲେ।

ବ୍ରହ୍ମାଣ୍ଡ ପୁରାଣରେ ବାନରଙ୍କ ବଂଶାବଳୀ ସମ୍ପର୍କରେ ବିସ୍ତୃତ ବିବରଣୀ ରହିଛି। ଏଥିରେ ହନୁମାନଙ୍କ ଭାଇଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି।

ସୌଜନ୍ୟ: ୟଙ୍ଗିସ୍ତାନ, ଫଟୋ: ୟଙ୍ଗିସ୍ତାନ

 

 

Related story