କିପରି ଜାଣିବେ ଫେସବୁକ୍ ଆକାଉଣ୍ଟରୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେକ୍‌ କି ନୁହେଁ: ଜାଣନ୍ତୁ ଏହାର ସହଜ ଉପାୟ

ଫେସବୁକ ପରି ସୋସିଆଲ ମିଡିଆରେ ଅଜଣା ଝିଅଙ୍କ ସହ ଚାଟ୍ କରି ଅନେକ ବ୍ୟକ୍ତି ଅଡୁଆରେ ପଡିଥିବା ଶୁଣିଥିବେ। ଅଜଣା ଫେସବୁକ୍‌ ଆକାଉଣ୍ଟରୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରି ସେମାନଙ୍କ ସହିତ ଚାଟ କରି ଅନେକ ବ୍ଲାକମେଲର ଶିକାର ହୋଇଥାଆନ୍ତି। ଏକ ସର୍ଭେରୁ ଜଣାଯାଏ ଯେ 25 ପ୍ରତିଶତ ଝିଅଙ୍କ ଆକାଉଣ୍ଟରେ ଫେକ ବାହାରିଥାଏ। ତେବେ ଏହିପରି କ୍ଷେତ୍ରରେ ଆପଣଙ୍କ ପାଖକୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେକ କି ନାହିଁ କିପରି ଜାଣିବେ। ପଢନ୍ତୁ କିଛି […]

facebook-crime_1464529692

Rakesh Mallick
  • Published: Tuesday, 27 June 2017
  • , Updated: 27 June 2017, 10:54 PM IST

ଫେସବୁକ ପରି ସୋସିଆଲ ମିଡିଆରେ ଅଜଣା ଝିଅଙ୍କ ସହ ଚାଟ୍ କରି ଅନେକ ବ୍ୟକ୍ତି ଅଡୁଆରେ ପଡିଥିବା ଶୁଣିଥିବେ। ଅଜଣା ଫେସବୁକ୍‌ ଆକାଉଣ୍ଟରୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରି ସେମାନଙ୍କ ସହିତ ଚାଟ କରି ଅନେକ ବ୍ଲାକମେଲର ଶିକାର ହୋଇଥାଆନ୍ତି। ଏକ ସର୍ଭେରୁ ଜଣାଯାଏ ଯେ 25 ପ୍ରତିଶତ ଝିଅଙ୍କ ଆକାଉଣ୍ଟରେ ଫେକ ବାହାରିଥାଏ। ତେବେ ଏହିପରି କ୍ଷେତ୍ରରେ ଆପଣଙ୍କ ପାଖକୁ ଆସୁଥିବା ଫ୍ରେଣ୍ଡ ରିକ୍ୟୁଏଷ୍ଟ ଫେକ କି ନାହିଁ କିପରି ଜାଣିବେ। ପଢନ୍ତୁ କିଛି ଟିପ୍ସ.....

1- ଯଦି ଆପଣଙ୍କ ପାଖକୁ କୌଣସି ଅଜଣା ଝିଅର ଫେସବୁକ୍‌ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା  ତେବେ ସଙ୍ଗେ ସଙ୍ଗେ ରିକ୍ୟୁଏଷ୍ଚ ଆକ୍ସେପ୍ଟ କରନ୍ତୁ ନାହିଁ। ପ୍ରଥମେ ତାର ପ୍ରୋଫାଇଲ ପିକ୍ଚରକୁ ଗୁଗଲରେ ଚେକ କରନ୍ତୁ। ଦେଖନ୍ତୁ ଏହି ପିକ୍ଚରଟି  ଗୁଗଲରୁ ନିଆଯାଇଛି କି ନାହିଁ। ଏଥିରେ ଆପଣ ଜାଣିଯିବେ ଫଟୋ ଟି ସତ କି ଫେକ୍।

2- ଫେସବୁକରେ ଥିବା ଆବାଉଟ ଅପସନ୍‌କୁ ଯାଇ ସମସ୍ତ ତଥ୍ୟ ଚେକ କରନ୍ତୁ। ସେଠାରେ ଯଦି ରିକ୍ୟୁଏଷ୍ଟ ପଠାଇଥିବା ଝଅଟିର କୌଣସି  ସଠିକ ଠିକଣା ନଥାଏ ତାହେଲେ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରନ୍ତୁ ନାହିଁ।

3-ମ୍ୟୁଚୁଆଲ ଫ୍ରେଣ୍ଡ ଅପସନକୁ ଯାଇ ଚେକ କରନ୍ତୁ। ଯଦି କେବଳ ପୁଅମାନେ ଏହି ଆଇଡିର ଫ୍ରେଣ୍ଡ ଲିଷ୍ଟରେ ଥିବେ ତାହେଲେ ଏହା ଫ୍ୟାକ ହୋଇପାରେ। ଏହାସହ ସେଠାରେ ଆପଣଙ୍କ କୌଣସି ସାଙ୍ଗ ଫ୍ରେଣ୍ଡ ଅଛନ୍ତି କି ନାହିଁ ଚେକ କରନ୍ତୁ।

4-ଯଦି ଏସବୁରେ କୌଣସି ତଥ୍ୟ ନ ପାଇଲେ ତାହେଲେ ତାଙ୍କର ମେସେଜର ଉତ୍ତର ଦିଅନ୍ତୁ ନାହିଁ। ଯଦି ଭି ସେ ମସେଜ କରିଛନ୍ତି ତାହେଲେ ତାଙ୍କୁ ଠିକଣା ବିଷୟରେ ପଚାରନ୍ତୁ। ଯଦି ସନ୍ଦେହ ଜନକ ଉତ୍ତର ଦିଅନ୍ତି ତାହେଲେ ରିକ୍ୟୁଏଷ୍ଟକୁ ଡିଲିଟ କିମ୍ବା ବ୍ଲକ କରିଦିଅନ୍ତୁ।

Related story