ପୋଡ଼ପିଠା ବିନା ରଜ ମଜା ଅଧୁରା: କେମିତି ତିଆରି କରିବେ ଚାଉଳ ପୋଡ଼ ପିଠା,ବୁଢ଼ା ଚକୁଳି, ସୁଜି ପୋଡ଼ପିଠା ଓ ମୁଆଁ ପିଠା

ଲୋକପର୍ବ ରଜ। ଜୁନ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟରେ ପାଳନ ହୋଇଥାଏ ରଜ। ହେଲେ ଏହାର ପ୍ରସ୍ତୁତି ଢେର ଆଗରୁ ଆରମ୍ଭ ହୋଇଯାଇଥାଏ। ପୂରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ଘରେ ଘରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଖାସ୍‌ କରି ରଜ ପିଠାର କଥା ଅଲଗା। କାକରା ଓ ପୋଡ଼ପିଠାର ସୁଗନ୍ଧରେ ମହକୁଥାଏ ପରିବେଶ। ବିଭିନ୍ନ ସ୍ଥାନରେ ମହିଳା ଓ ଝିଅମାନଙ୍କ ମଧ୍ୟରେ ପୋଡ଼ ପିଠା ତିଆରି  ପ୍ରତିଯୋଗିତା ମଧ୍ୟ ଆୟୋଜନ […]

pitha....

pitha....

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 01:14 PM IST

Sports

Latest News

ଲୋକପର୍ବ ରଜ। ଜୁନ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟରେ ପାଳନ ହୋଇଥାଏ ରଜ। ହେଲେ ଏହାର ପ୍ରସ୍ତୁତି ଢେର ଆଗରୁ ଆରମ୍ଭ ହୋଇଯାଇଥାଏ। ପୂରପଲ୍ଲୀ ହୋଇଉଠେ ଉତ୍ସବ ମୁଖର। ଘରେ ଘରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଖାସ୍‌ କରି ରଜ ପିଠାର କଥା ଅଲଗା। କାକରା ଓ ପୋଡ଼ପିଠାର ସୁଗନ୍ଧରେ ମହକୁଥାଏ ପରିବେଶ। ବିଭିନ୍ନ ସ୍ଥାନରେ ମହିଳା ଓ ଝିଅମାନଙ୍କ ମଧ୍ୟରେ ପୋଡ଼ ପିଠା ତିଆରି  ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ। ଆସନ୍ତୁ ଜାଣିବା ରଜରେ ପ୍ରସ୍ତୁତ ହେଉଥିବା କିଛି ବିଶେଷ ପିଠା ସମ୍ପର୍କରେ।

ଚାଉଳ ପୋଡ଼ ପିଠା: ଚାଉଳ ପୋଡ଼ପିଠା ପ୍ରସ୍ତୁତ କରିବାକୁ ଅରୁଆ ଚାଉଳ ଗୁଣ୍ଡ, ଗୁଡ଼, ଗୁଜରାତି ଗୁଣ୍ଡ, ନଡ଼ିଆ ଛୋଟ୍ ପିସ୍‌, କାଜୁ, କିସମିସ୍, କଦଳୀ ପତ୍ର ବା ଶାଳପତ୍ର ଆବଶ୍ୟକ।

ପ୍ରସ୍ତୁତି: ଏହାକୁ ପ୍ରସ୍ତୁତ କରିବା ଅତି ସହଜ। ପ୍ରଥମେ ପାଣିକୁ ଗରମ କରି ଗୁଡ଼ ପକାଇ ଗୋଳାନ୍ତୁ। କିଛି ସମୟ ପରେ ସେଥିରେ ଅରୁଆ ଚାଉଳ ଗୁଣ୍ଡ ପକାଇ ଜତନ୍ତୁ। ସେଥିରେ ଛୋଟ ଛୋଟ ପିସ୍ କରିଥିବା ନଡ଼ିଆ, କାଜୁ, କିସମିସ୍‌ ପକାନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ଏହାକୁ କିଛି ସମୟ ଭଲ ଭାବରେ ଜତନ୍ତୁ। ପରେ ତାକୁ ବାହାରକୁ ଆଣି କଦଳୀ ପତ୍ର କିମ୍ବା ଶାଳ ପତ୍ରରେ ଭଲ ଭାବେ ଗୁଳାଇ ଗ୍ୟାସ୍‌ ଅଥବା ଚୁଲିରେ ପୋଡ଼ନ୍ତୁ।

ବୁଢ଼ା ଚକୁଳି ପିଠା: ଏହି ପିଠା ପ୍ରସ୍ତୁତି ପାଇଁ ଚାଉଳ, ଚୋପାଛଡ଼ା ବରି, ଗୁଡ଼, ଛେନା,  ଅଦା, ଗୁଜରାତି ଗୁଣ୍ଡ, ନଡ଼ିଆର ଛୋଟ୍ ପିସ୍‌, ଘିଅ ଆବଶ୍ୟକ।

ପ୍ରସ୍ତୁତି: ପ୍ରଥମେ ଚାଉଳ ଓ ଚୋପା ଛଡ଼ା ବରିକୁ ପାଣିରେ ସିଝାନ୍ତୁ। ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରନ୍ତୁ। ସେଥିରେ ଅଦା, ନଡ଼ିଆ ପିସ୍‌, ଗୁଜରାତି ଗୁଣ୍ଡ, ଘିଅ, ଛେନା ଓ ଆବଶ୍ୟକ ପରିମାଣର ଲୁଣ ପକାଇ ଗୋଳାନ୍ତୁ। ପରେ ତାକୁ କିଛି ସମୟ ବାହାରେ ରଖିଦିଅନ୍ତୁ। ତାୱାକୁ ଗରମ କରି ସେଥିରେ ଘିଅ ପକାନ୍ତୁ। ଏହି ପ୍ରସ୍ତୁତ ପିଠଉକୁ ପକାଇ ‍ବୁଢ଼ା ଚକୁଳି ପିଠା ପ୍ରସ୍ତୁତି କରନ୍ତୁ।

ସୁଜି  ପୋଡ଼ ପିଠା: ସୁଜି, ଚିନି, ଗୁଜରାତି ଗୁଣ୍ଡ, କାଜୁ, ବାଦାମ, କିସ୍‌ମିସ୍‌, ଲୁଣ, କଦଳୀ ପତ୍ର କିମ୍ବା ଶାଳପତ୍ର ଆବଶ୍ୟକ।

ପ୍ରସ୍ତୁତି: ପ୍ରଥମେ ପାଣି ଗରମ କରି  ଚିନି ପକାଇ ଗୋଳନ୍ତୁ। ସେଥିରେ କାଜୁ ଓ କିସମିସ୍‌ ଓ ବାଦାମ ପକାନ୍ତୁ। ପରେ ସେଥିରେ ସୁଜି ପକାଇ ଜତନ୍ତୁ। ଆବଶ୍ୟକ ଅନୁଯାୟୀ ଲୁଣ ପକାନ୍ତୁ। ପରେ ଏହାକୁ ବାହାରକୁ କାଢ଼ି ଶାଳପତ୍ର କିମ୍ବା କଦଳୀ ପତ୍ରରେ ଭଲ ଭାବେ ଗୁଡାଇ ଗ୍ୟାସ୍‌ ଓ ଚୂଲାରେ ପୋଡ଼ନ୍ତୁ। ପ୍ରସ୍ତୁତ ହୋଇଯିବ ସୁଜି ପୋଡ଼ ପିଠା।

ମୁଆଁ ପିଠା: ମୁଆଁ ପିଠା ପାଇଁ ବିରି, ଅରୁଆ ଚାଉଳ, ସୁଜି, କ୍ଷୀର, ଗୁଆ ଘିଅ, ଦହି ଛେନା, ନଡ଼ିଆ, କାଜୁ କିସମିସ୍, ଗୁଜରାତି ଓ ଅଳେଇଚ ଗୁଣ୍ଡ, ମରିଚ ଗୁଣ୍ଡ, ଚିନି ଆବଶ୍ୟକ।

ପ୍ରସ୍ତୁତି: ପ୍ରଥମେ ବିରି ବତୁରାଇ ଗ୍ରାଇଣ୍ଡିଂ କରନ୍ତୁ। ଏହା ସ୍ପଫ୍ଟ ହେବା ପାଇଁ ଗୋଳାନ୍ତୁ ଓ ଖାଇବା ସୋଢ଼ା ପକାନ୍ତୁ। ପରେ ଏକ ପାତ୍ରରେ ପାଣିକୁ ଗରମ କରି ଚିନି ପକାନ୍ତୁ। ଏହାପରେ ଗୁଜରାତି ଓ ଅଳେଇଚ ଗୁଣ୍ଡ, ମରିଚ ଗୁଣ୍ଡ, ଦହି ଛେନା, ନଡ଼ିଆ, କାଜୁ, କିସମିସ୍ ପକାନ୍ତୁ। ପରେ ସେଥିରେ ଅରୁଆ ଚାଉଳ ଗୁଣ୍ଡ, ଅଳ୍ପ ସୁଜି ଓ ପୂର୍ବରୁ ପ୍ରସ୍ତୁତ ବିରିକୁ ପକାଇ ଜତି ବାହାର କରନ୍ତୁ। ଏହାବାଦ ପ୍ରେସର କୁକରରେ ଗୁଆ ଘିଅ ପକାଇ ଏହି ପେଷ୍ଟକୁ ପକାନ୍ତୁ। ଭଲ ଭାବରେ ପ୍ରେସର କୁକର ଢାଙ୍କୁଣି ଦେଇ ଚୂଲିରେ ଅଳ୍ପ ଜାଳ ଦେଇ ବସାଇ ଦିଅନ୍ତୁ। ଗ୍ୟାସ୍‌ରେ ମଧ୍ୟ ଏହାକୁ କରି ପାରିବେ। ପ୍ରେସର ଥଣ୍ଡା ହେବା ପରେ ହିଁ ଖୋଲି ପିଠା ବାହାର କରନ୍ତୁ।

ଉପସ୍ଥାପନା- ତପସ୍ୱିନୀ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story