‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ଦୁଇ ଥର ସ୍ଥାନ ପାଇଥିଲେ ସୁଷମା

ନୂଆଦୀଲ୍ଲୀ: ଭାରତର ଇତିହାସରେ ଅନେକ ବଡ଼ ବଡ଼ ରାଜନେତା ବୈଦେଶିକ ମନ୍ତ୍ରୀ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଭାବେ ସେମାନଙ୍କ ଅବଦାନକୁ ଦେଶ ସର୍ବଦା ମନେ ରଖିବ। ସେମାନଙ୍କ ମଧ୍ୟରେ ସୁଷମା ସ୍ୱରାଜ ବି ଅଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ସୁଷମା ସ୍ୱରାଜଙ୍କ ଯୋଗୁ ଅନେକ ଦେଶ ସହିତ ଭାରତର ସଂପର୍କରେ ଆହୁରି ଭଲ ହୋଇପାରିଛି। ତେବେ ସବୁଠୁ ବଡ଼ କଥା ହେଲେ, ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସାଧାରଣ ଲୋକଙ୍କ […]

swraj

swraj

Chinmayee Roy
  • Published: Wednesday, 07 August 2019
  • Updated: 07 August 2019, 12:46 PM IST

ନୂଆଦୀଲ୍ଲୀ: ଭାରତର ଇତିହାସରେ ଅନେକ ବଡ଼ ବଡ଼ ରାଜନେତା ବୈଦେଶିକ ମନ୍ତ୍ରୀ ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ଭାବେ ସେମାନଙ୍କ ଅବଦାନକୁ ଦେଶ ସର୍ବଦା ମନେ ରଖିବ। ସେମାନଙ୍କ ମଧ୍ୟରେ ସୁଷମା ସ୍ୱରାଜ ବି ଅଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ସୁଷମା ସ୍ୱରାଜଙ୍କ ଯୋଗୁ ଅନେକ ଦେଶ ସହିତ ଭାରତର ସଂପର୍କରେ ଆହୁରି ଭଲ ହୋଇପାରିଛି। ତେବେ ସବୁଠୁ ବଡ଼ କଥା ହେଲେ, ବୈଦେଶିକ ମନ୍ତ୍ରୀ ଭାବେ ସୁଷମା ସାଧାରଣ ଲୋକଙ୍କ ସହିତ ଜଡ଼ିତ ହୋଇଥିଲେ ଓ ସାରା ବିଶ୍ୱରେ ରହୁଥିବା ଭାରତୀୟଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କେବଳ ଭାରତୀୟ ନୁହେଁ, ପାକିସ୍ତାନର ନାଗରିକଙ୍କୁ ବି ସେ ସାହାଯ୍ୟ କରିଛନ୍ତି।

ଏହା ସହିତ ସେ ଭାରତରେ ଡିଜିଟାଲ୍ ପ୍ରଶାସନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ। ଟ୍ୱିଟର୍ ମାଧ୍ୟମରେ ଲୋକେ ତାଙ୍କ ସହିତ ଯୋଡ଼ି ହେଉଥିଲେ ଓ ସେମାନଙ୍କ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରୁଥିଲେ। ଆଉ ସୁଷମା ଧୈର୍ଯ୍ୟର ସହିତ ସମସ୍ତଙ୍କ ସମସ୍ୟା ବାବଦରେ ଅବଗତ ହେବା ପରେ ସାହାଯ୍ୟ କରୁଥିଲେ। କୁହାଯାଏ, ଟ୍ୱିଟ୍‌ରକୁ ସେ ହେଲ୍‌ପ ଲାଇନ୍‌ର ମାଧ୍ୟମ କରି ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାର ଅମଳରେ ତାଙ୍କୁ ସବୁଠୁ ଅଧିକ ସକ୍ରିୟ ମନ୍ତ୍ରୀ କୁହାଯାଉଥିଲା। ସେ ତତ୍‌କ୍ଷଣାତ୍ ପଦକ୍ଷେପ ନେଉଥିଲେ।

ଆପଣ ବୋଧ ହୁଏ ଜାଣି ନଥିବେ, ବୈଦେଶିକ ମନ୍ତ୍ରୀ ଥିବା ସମୟରେ ସୁଷମାଙ୍କୁ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ମିଳିଥିଲା। ଟ୍ୱିଟର୍‌ରେ ବିଶ୍ୱର ସବୁଠୁ ଅଧିକ ଫଲୋଅର ଥିବା ବୈଦେଶିକ ମନ୍ତ୍ରୀ ଭାବେ ତାଙ୍କ ନାଁକୁ ଏଥିରେ ସାମିଲ କରାଯାଇଥିଲା। ଏହା ବାଦ୍‌ ସୁଷମା ତାଙ୍କ ସ୍ୱାମୀ ସ୍ୱରାଜ କୌଶଲଙ୍କ ସହ ଦୁନିଆର ସବୁଠୁ ପ୍ରତିଷ୍ଠିତ ଦମ୍ପତି ଭାବେ ‘ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌’ରେ ସ୍ଥାନ ପାଇଥିଲେ।

ସୁଷମା ଓ ସ୍ୱରାଜ କୌଶଲଙ୍କର ୧୯୭୫ ମସିହା ଜୁଲାଇ ୧୩ ତାରିଖରେ ପ୍ରେମ ବିବାହ ହୋଇଥିଲା। ସ୍ୱରାଜ ସୁପ୍ରିମକୋର୍ଟର ଜଣେ ଜଣାଶୁଣା ଆଇନଜୀବୀ। ସେ ରାଜ୍ୟସଭା ସାଂସଦ ହେବା ସହ ମିଜୋରାମର ରାଜ୍ୟପାଳ ମଧ୍ୟ ରହି ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story