ନଦୀ ତଳେ ଦୌଡ଼ିବ ଟ୍ରେନ୍‌: କେଉଁଠି ହେଉଛି ଏହି ଅଣ୍ଡର ୱାଟର୍ ଟନେଲ୍‌

ନୂଆଦିଲ୍ଲୀ: ଖୁବଶୀଘ୍ର ନଦୀ ତଳେ ମେଟ୍ରୋର ଟ୍ରେନ୍‌ର ମଜା ଉଠାଇବା ଲୋକେ। ଦେଶର ପ୍ରଥମ ଅଣ୍ଡର ୱାଟର୍ ଟନଲ୍‌ କାର୍ଯ୍ୟ କୋଲକତାର ହୁଗୁଳି ନଦୀ ତଳେ ଚାଲିଛି । ଏହି ଟ୍ରେନ୍‌ ହାୱଡା ଓ ମହାକରଣ ମେଟ୍ରୋ ଷ୍ଟେସନ ମଧ୍ୟରେ ଚାଲିବ। ତେବେ ନଦୀ ତଳେ ମେଟ୍ରୋ ଟ୍ରେନ୍‌ର ମଜା ମାତ୍ର ୧ ମିନିଟ୍‌ ପାଇଁ ଯାତ୍ରୀ ନେଇ ପାରିବେ। ଏହି ସମୟରେ ସୁଡଙ୍ଗ ଭିତରେ ମେଟ୍ରୋ ଟ୍ରେନ୍ ପ୍ରତି ଘଣ୍ଟାରେ ୮୦ କିଲୋମିଟର ବେଗରେ ଦୌଡିବ। ଏହି […]

metro

Rakesh Mallick
  • Published: Tuesday, 30 May 2017
  • , Updated: 31 May 2017, 08:01 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ନଦୀ ତଳେ ମେଟ୍ରୋର ଟ୍ରେନ୍‌ର ମଜା ଉଠାଇବା ଲୋକେ। ଦେଶର ପ୍ରଥମ ଅଣ୍ଡର ୱାଟର୍ ଟନଲ୍‌ କାର୍ଯ୍ୟ କୋଲକତାର ହୁଗୁଳି ନଦୀ ତଳେ ଚାଲିଛି । ଏହି ଟ୍ରେନ୍‌ ହାୱଡା ଓ ମହାକରଣ ମେଟ୍ରୋ ଷ୍ଟେସନ ମଧ୍ୟରେ ଚାଲିବ। ତେବେ ନଦୀ ତଳେ ମେଟ୍ରୋ ଟ୍ରେନ୍‌ର ମଜା ମାତ୍ର ୧ ମିନିଟ୍‌ ପାଇଁ ଯାତ୍ରୀ ନେଇ ପାରିବେ। ଏହି ସମୟରେ ସୁଡଙ୍ଗ ଭିତରେ ମେଟ୍ରୋ ଟ୍ରେନ୍ ପ୍ରତି ଘଣ୍ଟାରେ ୮୦ କିଲୋମିଟର ବେଗରେ ଦୌଡିବ।

ଏହି ଅଣ୍ଡର ୱାଟର ଟନଲ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ପୂରା ପ୍ରକଳ୍ପ ପାଇଁ ୯,୦୦୦ ଟଙ୍କାର ବ୍ୟୟବରାଦ ରହିଛି।

ରିପୋର୍ଟ ଓ ଫଟୋ- ଅମର ଉଜାଲା

Related story