ଇନ୍‌ଫୋସିସି ପଛର କାହାଣୀ: ପତ୍ନୀ ଠାରୁ ଧାର ନେଇଥିଲେ କମ୍ପାନୀ଼ର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଇନ୍‌ଫୋସିସିର ପ୍ରତିଷ୍ଠାତା ନାରାୟଣମୂର୍ତ୍ତି ଏବେ ଚର୍ଚ୍ଚାରେ। କମ୍ପାନୀର ପୂର୍ବତନ  ସିଇଓ ତଥା ପରିଚାଳନା ନିର୍ଦେଶକ ବିଶାଲ ସିକ୍କା ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ପରେ  ଆଲୋଚନାର ମାହୋଲକୁ ଆସିଛନ୍ତି  ନାରାୟଣମୂର୍ତ୍ତି। କାରଣ  ଇସ୍ତଫା ପାଇଁ ସେ ନାରାୟଣ ମୂର୍ତ୍ତିଙ୍କୁ ଦାୟୀ କରିଛନ୍ତି। ତେବେ ଏହି କମ୍ପାନୀର ସିଇଓ ହେବାକୁ ଅନେକ ଆଶାୟୀ ଥିଲେ ମଧ୍ୟ ମନରେ ଭୟ ରହୁଛି । କ୍ୟାରିୟରଙ୍କୁ ନେଇ ଆଶଙ୍କା ସୃଷ୍ଟି ହେଉଛି। ତେବେ ଏହିପରିପ୍ରେକ୍ଷୀରେ ଆସନ୍ତୁ ଏହି […]

narayan

narayan

Rakesh Mallick
  • Published: Tuesday, 22 August 2017
  • Updated: 22 August 2017, 05:15 PM IST

Sports

Latest News

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଟର): ଇନ୍‌ଫୋସିସିର ପ୍ରତିଷ୍ଠାତା ନାରାୟଣମୂର୍ତ୍ତି ଏବେ ଚର୍ଚ୍ଚାରେ। କମ୍ପାନୀର ପୂର୍ବତନ  ସିଇଓ ତଥା ପରିଚାଳନା ନିର୍ଦେଶକ ବିଶାଲ ସିକ୍କା ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ପରେ  ଆଲୋଚନାର ମାହୋଲକୁ ଆସିଛନ୍ତି  ନାରାୟଣମୂର୍ତ୍ତି। କାରଣ  ଇସ୍ତଫା ପାଇଁ ସେ ନାରାୟଣ ମୂର୍ତ୍ତିଙ୍କୁ ଦାୟୀ କରିଛନ୍ତି। ତେବେ ଏହି କମ୍ପାନୀର ସିଇଓ ହେବାକୁ ଅନେକ ଆଶାୟୀ ଥିଲେ ମଧ୍ୟ ମନରେ ଭୟ ରହୁଛି । କ୍ୟାରିୟରଙ୍କୁ ନେଇ ଆଶଙ୍କା ସୃଷ୍ଟି ହେଉଛି। ତେବେ ଏହିପରିପ୍ରେକ୍ଷୀରେ ଆସନ୍ତୁ ଏହି କମ୍ପାନୀ ପଛର କାହାଣୀ ଜାଣିବା।

କୁହାଯାଏ ଜଣେ ପୁରୁଷର ସଫଳତା ପଛରେ ଜଣେ ନାରୀର ହାତ ଥାଏ।  ଆଉ ଏହି ଉକ୍ତିର ବାସ୍ତବତା ଇନ୍‌ଫୋସିସ୍‌ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜୀବନରେ। ଭାରତୀୟ  ଆଇଟି ସେକ୍ଟରକୁ ଅନ୍ତରାଷ୍ଟ୍ରିୟସ୍ଥରରେ ପହଞ୍ଚାଇଥିବା ନାରାୟଣ ମୁର୍ତ୍ତିଙ୍କ ଅବଦାନ ଅତୁଳନୀୟ। ତାଙ୍କ ପାଇଁ  ନେଇ ଆଜି ପୁରା ଦେଶ  ବିଶ୍ୱଦରବାରରରେ ଗର୍ବିତ। ହେଲେ ଏତେ ବଡ଼ କମ୍ପାନୀ ପ୍ରତିଷ୍ଟା ପଛର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।  ଆଇଟି କ୍ଷେତ୍ରରେ ଦେଶର ଦ୍ୱିତୀୟ ବୃହତ କମ୍ପାନୀ ଭାବେ  ପରିଗଣିତ ଇନ୍‌ଫୋସିସ୍‌ ଆରମ୍ଭ ପାଇଁ ନାରାୟଣ ମୂର୍ତ୍ତି ତାଙ୍କ ପତ୍ନୀ ସୁଦ୍ଧା ମୂର୍ତ୍ତିଙ୍କ ଠାରୁ କିଛି ଟଙ୍କା ଧାର ଆଣିଥିଲେ। ସେ ପୁଣି ୧୦.୦୦୦ ଟଙ୍କ।। ମାତ୍ର ଏତିକି  ଟଙ୍କାରୁ ନାରାୟଣ ମୁର୍ତ୍ତି ନିଜ କମ୍ପାନିର ମୂଳ ଦୁଆ ପକାଇ ଥିଲେ।  ଆଉ ନିଜ ଉଦ୍ୟମ ଏବଂ କଠିନ ଅଧ୍ୟବସାୟବଳରେ ସେଇ କମ୍ପାନୀକଚ ଆଜି ସେ ସଫଳତାର ଶୀର୍ଷରେ ପହଞ୍ଚାଇ ପରିଛନ୍ତି।

ସେହିପରି  ଇନ୍‌ଫୋସିସ୍‌ ଏବଂ ନାରାୟଣ ମୂର୍ତ୍ତିଙ୍କ ବିସୟରେ ଆସନ୍ତୁ କିଛି ତଥ୍ୟ ଜାଣିବା।

୧: ଇନ୍‌ଫୋସିସ୍‌ ଦେଶର ଦ୍ୱିତୀୟ ବୃହତ୍ତ କମ୍ପାନୀ

୨: ଦେଶର ସୁପ୍ରତିଷ୍ଠିତ ଶିଳ୍ପ ଭାବେ ପରିଚିତ ଏହି କମ୍ପାନୀରେ ୫୦ଟି ଦେଶର ପ୍ରାୟ ୧୦୪୫ଜଣ କାମ କରନ୍ତି।

୩:ନାରାୟଣ ମୂର୍ତ୍ତିଙ୍କୁ ଭାରତୀୟ ଆଇଟିର ପିତାମହ କୁହାଯାଇଥାଏ ।

୪: ୨୦୧୨ରେ ଫର୍ଚୁନର ଶ୍ରେଷ୍ଠ ୧୨ଏଣ୍ଟରପ୍ରିନ୍ୟୁକ୍ଳିଅର ତାଲିକାରେ ତାଙ୍କୁ ସ୍ଥାନ ଦିଆଯାଇଥିଲା।

୫:ତାଙ୍କୁ ଫ୍ର।ନ୍ସ ଓ ବ୍ରିଟେନରରେ ଲେଜିୟନ ଅଫ ଅନର ଏବଂ ଏସିଆନ ସମ୍ମାନ, ଫିଲିନ ଥ୍ରଫିଷ୍ଟ ଅଫ ଦଇୟର ସମ୍ମାନ ମିଳିଥିଲା।

୬:ଇନଫେ।ସିସର ଆରମ୍ଭ କରିବା ପାଇଁ ସେ ତାଙ୍କ ସ୍ତ୍ରୀଙ୍କଠାରୁ ୧୦.୦୦୦ ଚଙ୍କ। ଉଧାର ନେଇଥିଲେ।

୭:୧୯୭୬ରେ ସେ ତାଙ୍କର ପ୍ରଥମ କମ୍ପାନୀ ସଫ୍ଟ୍ରୋନିକ୍ସର ଆରମ୍ଭ କରିଥିଲେ। କିନ୍ତୁ ସେ ଅଧିକ ବ୍ୟବସାୟ କରିପାରିଲା ନାହିଁ।

୮:ଏତେ ସଫଳ ହେବା ପରେ ମଧ୍ୟ ତାଙ୍କ ପରିବାର ସାଧାରଣ ଜୀବନଶୈଳୀରେ  ଚଳନ୍ତି।

୯:ଭାରତ ସରକାର ତାଙ୍କୁ ପଦ୍ମବିଭୁଷଣ ଓ ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ କରିଛନ୍ତି।

୧୦:୭୦ ଦଶକକରେ ନାରାୟଣ ମୁର୍ତ୍ତି ବୁଲଗେରିଆ ସରକାରଙ୍କ ବିରୋଧରେ କହିବାରୁ ତାଙ୍କୁ  ବୁଲଗେରିଆରେ ତାଙ୍କୁ ୭୨ଘଣ୍ଟା ପର୍ଯ୍ୟନ୍ତ ଜେଲରେ ଅଟକ ରଖାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story