ବ୍ରାହ୍ମଣ ପୁରୁଷ କାହିଁକି ରଖନ୍ତି ଜଟ: ଜାଣନ୍ତୁ ବିଶ୍ୱାସ ଓ ବିଜ୍ଞାନର କଥା

ବ୍ରାହ୍ମଣ ଘରର ପୁରୁଷମାନେ ମୁଣ୍ଡରେ ଜଟ ରଖିଥାନ୍ତି। ଆପଣଙ୍କ ବି ଏହି କଥା ନିଜେ ଦେଖିଥିବେ। ତେବେ କାହିଁକି ବ୍ରାହ୍ମଣ ଘର ପୁରୁଷ ମୁଣ୍ଡରେ ଜଟ ରଖନ୍ତି କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଛି କି? ଆସନ୍ତୁ ଜାଣିବା ବ୍ରାହ୍ମଣ ଘରର ପୁରୁଷ ମୁଣ୍ଡରେ କାହିଁକି ଜଟ ରଖନ୍ତି। ୧- ବ୍ରାହ୍ମଣମାନେ ଛୋଟ ପିଲାଙ୍କୁ ସଂସ୍କୃତ ଶିକ୍ଷାଦାନ କରନ୍ତି।  ସେଥିପାଇଁ ବ୍ରାହ୍ମଣମାନେ ଶିକ୍ଷାଦାନ କରିବା ପୂର୍ବରୁ ତାଙ୍କ ଜଟକୁ ବାନ୍ଧି ଦିଅନ୍ତି। ଏହା କରିବା ଦ୍ୱାରା ଶିକ୍ଷାଦାନ […]

jata

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 02:56 PM IST

ବ୍ରାହ୍ମଣ ଘରର ପୁରୁଷମାନେ ମୁଣ୍ଡରେ ଜଟ ରଖିଥାନ୍ତି। ଆପଣଙ୍କ ବି ଏହି କଥା ନିଜେ ଦେଖିଥିବେ। ତେବେ କାହିଁକି ବ୍ରାହ୍ମଣ ଘର ପୁରୁଷ ମୁଣ୍ଡରେ ଜଟ ରଖନ୍ତି କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଛି କି? ଆସନ୍ତୁ ଜାଣିବା ବ୍ରାହ୍ମଣ ଘରର ପୁରୁଷ ମୁଣ୍ଡରେ କାହିଁକି ଜଟ ରଖନ୍ତି।

୧- ବ୍ରାହ୍ମଣମାନେ ଛୋଟ ପିଲାଙ୍କୁ ସଂସ୍କୃତ ଶିକ୍ଷାଦାନ କରନ୍ତି।  ସେଥିପାଇଁ ବ୍ରାହ୍ମଣମାନେ ଶିକ୍ଷାଦାନ କରିବା ପୂର୍ବରୁ ତାଙ୍କ ଜଟକୁ ବାନ୍ଧି ଦିଅନ୍ତି। ଏହା କରିବା ଦ୍ୱାରା ଶିକ୍ଷାଦାନ ଠିକ୍‌ ଭାବେ ହୋଇଥାଏ।

୨- ବ୍ରାହ୍ମଣମାନେ ସାଧନା କରିବା ପୂର୍ବରୁ ନିଜର ଜଟକୁ ଭଲଭାବରେ ବାନ୍ଧି ଦିଅନ୍ତି। ଏହା କରିବା ଦ୍ୱାରା ବ୍ରାହ୍ମଣ ସାଧନା ଠିକ୍‌ ଭାବରେ କରିପାରନ୍ତି। ପରମାତ୍ମାଙ୍କ ପ୍ରତି ଗଭୀର ଭାବନା ସୃଷ୍ଟି ହୋଇଥାଏ।

 ୩-ବିଶ୍ୱାସ ରହିଛି ମୁଣ୍ଡରେ ଜଟ ରହିଲେ ସମସ୍ତ ପାପ କ୍ଷୟ ହୋଇଥାଏ। ସେଥିପାଇଁ ପ୍ରାଚୀନକାଳରୁ ବ୍ରାହ୍ମଣମାନେ ମୁଣ୍ଡରେ ଜଟ ରଖିଥାନ୍ତି।

୪-ଶରୀରରେ ପାଞ୍ଚଟି ଚକ୍ର ରହିଛି।  ମୁଣ୍ଡରେ ଜଟ ରଖିବା ଦ୍ୱାରା ଏହି ଚକ୍ର ଜାଗ୍ରତ ହୋଇଥାଏ। ଏହାସହ ହୃଦୟ ନିୟନ୍ତ୍ରିତ ହୋଇଥାଏ।

୫-ମୁଣ୍ଡରେ ଜଟ ରଖିବା ଦ୍ୱାରା ଯୋଗ କରିବାରେ ସୁବିଧା ହୋଇଥାଏ। ଏହାସହ ଶରୀର ସକ୍ରିୟ ରହିଥାଏ।

 ୬- ଜଟ ରଖିଲେ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ। ମାନସିକ ଶାନ୍ତି ମିଳିଥାଏ।

Related story