ନିଆରା ପରମ୍ପରା: ଦେବୀଙ୍କ ଦର୍ଶନ ପାଇଁ ଏଠି ପୁରୁଷ ସାଜନ୍ତି ମହିଳା

ହିନ୍ଦୁ ଧର୍ମରେ ରହିଛି ବହୁ ପରମ୍ପରା ଓ ନାନାଦି ପୂଜା ପଦ୍ଧତି। ନିଜ ମନଷ୍କାମନା ପୂରଣ ପାଇଁ ବିଭିନ୍ନ ଉପାୟରେ ଦେବଦେବୀଙ୍କ ପୂଜା କରାଯାଇଥାଏ। ଏମିତି ବହୁ ମନ୍ଦିର ଅଛି ଯେଉଁଠିକୁ ମହିଳାମାନଙ୍କୁ ଯିବା ମନା। ହେଲେ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କ ପ୍ରବେଶ ଉପରେ ରହିଛି କଟକଣା। ଏହି ମନ୍ଦିରକୁ ଯିବାକୁ ହେଲେ ପୁରୁଷମାନଙ୍କ ମହିଳାମାନଙ୍କ ପରି ଷୋହଳ ସିଙ୍ଗାର କରି ଯିବାକୁ ପଡିବ। ଆମେ କହୁଛୁ କେରଳର କୋଲ୍ଲମ ଜିଲ୍ଲରରେ […]

kottankulungra-devi-temple

kottankulungra-devi-temple

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 12:05 PM IST

Sports

Latest News

ହିନ୍ଦୁ ଧର୍ମରେ ରହିଛି ବହୁ ପରମ୍ପରା ଓ ନାନାଦି ପୂଜା ପଦ୍ଧତି। ନିଜ ମନଷ୍କାମନା ପୂରଣ ପାଇଁ ବିଭିନ୍ନ ଉପାୟରେ ଦେବଦେବୀଙ୍କ ପୂଜା କରାଯାଇଥାଏ। ଏମିତି ବହୁ ମନ୍ଦିର ଅଛି ଯେଉଁଠିକୁ ମହିଳାମାନଙ୍କୁ ଯିବା ମନା। ହେଲେ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପୁରୁଷମାନଙ୍କ ପ୍ରବେଶ ଉପରେ ରହିଛି କଟକଣା। ଏହି ମନ୍ଦିରକୁ ଯିବାକୁ ହେଲେ ପୁରୁଷମାନଙ୍କ ମହିଳାମାନଙ୍କ ପରି ଷୋହଳ ସିଙ୍ଗାର କରି ଯିବାକୁ ପଡିବ। ଆମେ କହୁଛୁ କେରଳର କୋଲ୍ଲମ ଜିଲ୍ଲରରେ ଥିବା ଶ୍ରୀ କୋଟ୍ଟାନକୁଲୁଙ୍ଗରା ଦେବୀଙ୍କ ମନ୍ଦିର କଥା।

kottankulungra-devi-templeଏହି ମନ୍ଦିରରେ ପୂଜା କରିବା ପାଇଁ ମହିଳା ଓ କିନ୍ନରମାନଙ୍କୁ କୌଣସି ରୋକ ନାହିଁ। ହେଲେ ପୁରୁଷମାନଙ୍କୁ ମନ୍ଦିର ପ୍ରବେଶ ମନା। ଏଠାରେ ପ୍ରତିବର୍ଷ ଚାମ୍ୟାୱିଲ୍ଲକୁ ପର୍ବ ପାଳନ କରାଯାଏ। ଏହି ପର୍ବର ବିଶେଷତ୍ୱ ହେଲା ଏଥିରେ ହଜାର ହଜାର ସଂଖ୍ୟାରେ ପୁରୁଷ ଅଂଶ ଗ୍ରହଣ କରିଥାନ୍ତି ମହିଳା ବେଶରେ। ଏପରି ମେକ୍‌ଅପ୍‌ ପାଇଁ ମନ୍ଦିର ପରିସରରେ ଅସ୍ଥାୟୀ ଘର କରାଯାଇଥାଏ। ସବୁ ବର୍ଗର ପୁରୁଷ ଏହି ଉତ୍ସବରେ ସାମିଲ ହୋଇଥାନ୍ତି।

ରାଜ୍ୟର ଏହା ହେଉଛି ଏକମାତ୍ର ମନ୍ଦିର ଯାହାର ଗର୍ଭଗୃହ ଉପରେ ଛାତ କି କଳସ ନାହିଁ।

ମାନ୍ୟତା ରହିଛି, କିଛି ମେଷ ପାଳକ ମହିଳା ବେଶରେ ଏକ ପଥରରେ ଫୁଲ ଦେଇ ପୂଜାର୍ଚ୍ଚନା କରିବାରୁ ପଥରରେ ଅଲୌକିକ ଶକ୍ତି ଆସିଥିଲା। ସେବେଠାରୁ ଏଠାରେ ଦେବୀଙ୍କ ପୂଜା କରାଯାଉଛି। ସେହିପରି ଆଉ ଏକ ମାନ୍ୟତା ମଧ୍ୟ ରହିଛି। କିଛି ଲୋକ ଏକ ପଥରରେ ନଡ଼ିଆ ଭାଙ୍ଗୁଥିବା ବେଳେ ସେଥିରୁ ରକ୍ତ ବାହାରିଥିଲା। ତା’ପରଠାରୁ ସେଠାରେ ଦେବୀଙ୍କ ପୂଜା ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story