ଦେଖିବାକୁ ସୁନ୍ଦର ଏ ନଦୀ ଓ ହ୍ରଦ: ହେଲେ ପାଣିରେ ଭରି ରହିଛି ବିଷ, ଛୁଇଁଲେ ଚାଲିଯିବ ଜୀବନ

ନଦୀ ଓ ହ୍ରଦ ପ୍ରକୃତିର ଅନନ୍ୟ ଉପହାର। କାହାକୁ ବା ଭଲ ନ ଲାଗିବ ଏହା କୂଳରେ ସମୟ ବିତାଇବାକୁ। ନଦୀ ହେଉ କି ହ୍ରଦ ଏଠାରେ ଗାଧଇବା, ମାଛ ଧରିବା ଓ ବୋଟିଂ କରିବାର ମଜା ନିଆରା। ହେଲେ ଏମିତି କିଛି ନଦୀ ଓ ହ୍ରଦ ଅଛି, ଯାହା ଦୂରରୁ ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ସ୍ପର୍ଶ ଆପଣଙ୍କୁ ଭୟଙ୍କର ସ୍ଥିତିରେ ପକାଇ ଦେବ। ଏପରିକି ଆପଣଙ୍କ ଜୀବନ ବି ଚାଲିଯାଇପାରେ। ଆସନ୍ତୁ ଜାଣିବା […]

danger-lake

danger-lake

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 06:20 PM IST

ନଦୀ ଓ ହ୍ରଦ ପ୍ରକୃତିର ଅନନ୍ୟ ଉପହାର। କାହାକୁ ବା ଭଲ ନ ଲାଗିବ ଏହା କୂଳରେ ସମୟ ବିତାଇବାକୁ। ନଦୀ ହେଉ କି ହ୍ରଦ ଏଠାରେ ଗାଧଇବା, ମାଛ ଧରିବା ଓ ବୋଟିଂ କରିବାର ମଜା ନିଆରା। ହେଲେ ଏମିତି କିଛି ନଦୀ ଓ ହ୍ରଦ ଅଛି, ଯାହା ଦୂରରୁ ଦେଖିବାକୁ ସୁନ୍ଦର ହୋଇଥିଲେ ମଧ୍ୟ ଏହାକୁ ସ୍ପର୍ଶ ଆପଣଙ୍କୁ ଭୟଙ୍କର ସ୍ଥିତିରେ ପକାଇ ଦେବ। ଏପରିକି ଆପଣଙ୍କ ଜୀବନ ବି ଚାଲିଯାଇପାରେ। ଆସନ୍ତୁ ଜାଣିବା ଏମିତି କିଛି ନଦୀ ଓ ହ୍ରଦ ସମ୍ପର୍କରେ।

[caption id="attachment_156929" align="aligncenter" width="754"]THE BOILING LAKE ଦି ବଏଲିଙ୍ଗ ଲେକ୍[/caption]

ଦି ବଏଲିଙ୍ଗ ଲେକ୍, ଡେ।ମିନିକା: କାରବିଆଇ ଦେଶର ଡେ।ମିନିକାରେ ରହିଛି ଏହି ହ୍ରଦ। ଏହାକୁ ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ହ୍ରଦର ଆଖ୍ୟା ଦିଆଯାଇଛି। ଏହା ଫୁଟନ୍ତା ହ୍ରଦ ନାମରେ ମଧ୍ୟ ପରିଚିତ। କାରଣ ହ୍ରଦ ପାଣିର ତାପମାତ୍ର ୧୯୪ ଡିଗ୍ରୀ ଫାରେନାଇଟ ରହିଥାଏ। ଏଥିରୁ ଜାଣି ପାରୁଥିବେ ଏହି ହ୍ରଦ ପାଖକୁ ଗଲେ ଆପଣଙ୍କ ଅବସ୍ଥା କ’ଣ ହେବ।

[caption id="attachment_156930" align="aligncenter" width="755"]RIO TINTO, SPAIN ରିଓ ଟିନ୍ ଟୁ[/caption]

ରିଓ ଟିନ୍ ଟୁ, ସ୍ପେନ: ଦୂରରୁ ଦେଖିବାକୁ ଏହି ହ୍ରଦଟି ବହୁତ ସୁନ୍ଦର। ହେଲେ ଏହା ପାଖକୁ ଯିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ। କାରଣ ଏହାର ପାଣିରେ ଭରି ରହିଛି ଏସିଡ଼। ନାସାର ବୈଜ୍ଞାନିକମାନେ ଏହାର ଯାଞ୍ଚ କରିଥିଲେ। ଯେଉଁ ରିପୋର୍ଟ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ପରି। ନାସା ରିପୋର୍ଟ ଅନୁସାରେ ହ୍ରଦ ପାଣିର ତାପମାତ୍ରା ମଙ୍ଗଳ ଗ୍ରହର ତାପମାତ୍ରା ସହ ସମାନ।

[caption id="attachment_156931" align="aligncenter" width="755"]LAKE NATRON, TANZANIA ନାଟ୍ରୋନ ହ୍ରଦ[/caption]

ନାଟ୍ରୋନ ହ୍ରଦ, ତନଜାନିଆ: ଦୁନିଆରେ ଗେ।ଲାପି ହ୍ରଦ ନାମରେ ପ୍ରସିଦ୍ଧ ଏହି ହ୍ରଦ ପାଖକୁ ମଧ୍ୟ ଆପଣ ଯାଇ ପାରିବେ ନାହିଁ। କାରଣ ଏହାର ତାପମାତ୍ରା ୧୪୦ ଡିଗ୍ରୀ ଫାରେନାଇଟ୍‌। ହ୍ରଦର ପାଣିରେ ଲୁଣ ଓ ସେ।ଢାର ମିଶ୍ରଣ ରହିଛି। ଏହି କାରଣରୁ ଏହାର ତାପମାତ୍ରା ଏତେ ଅଧିକ।

[caption id="attachment_156932" align="aligncenter" width="756"]THE BERKELEY PIT, MONTANA ଦି ବେରକେଲି ପିଟ[/caption]

ଦି ବେରକେଲି ପିଟ, ମେ।ଣ୍ଟାନା: ଏହି ହ୍ରଦର ପାଣିରେ ଏସିଡିକ ୱାଟର ଓ ଅନ୍ୟ କେମିକାଲ ଭରି ରହିଛି। ଏଠାକୁ ପ୍ରଥମେ ବହୁ ଲୋକ ବୁଲିବାକୁ ଆସୁଥିଲେ ଓ ମଜା ବି ଉଠାଉ ଥିଲେ। ହେଲେ ପାଣି ଖରାପ ହେବା ପରେ ଏଠାକୁ ଲୋକଙ୍କ ଆସିବାକ ବନ୍ଦ ହୋଇଯାଇଛି।

[caption id="attachment_156933" align="aligncenter" width="756"]MONO LAKE, CALIFORNIA ମେ।ନୋ ହ୍ରଦ[/caption]

ମୋନେ। ହ୍ରଦର ଜଳରେ ଲୁଣ ଓ ସେ।ଢା ମିଶି ରହିଛି। ଏହାର ପାଣି ଦେଖିବାକୁ ବହୁତ ସ୍ୱଚ୍ଛ, ହେଲେ ଏଥିରେ କାର୍ବୋନେଟ୍‌ ଅଧିକ ପରିମାଣରେ ରହିଛି। ତେଣୁ ଏହାର ପିଏଚ୍ ଭ୍ୟାଲୁ ୧୦ ରହିଛି ।

[caption id="attachment_156934" align="aligncenter" width="755"]LAKE NYOS, CAMEROON ନୟୋସ ହ୍ରଦ[/caption]

ନୟୋସ ହ୍ରଦ, କାମେରୁନଆଗ୍ନୟଗିରିରୁ ସୃଷ୍ଟି ଏହି ହ୍ରଦ। ଏହାର ପଣିରେ କାର୍ବନ ଡାଇଅକ୍ସାଇଡ ଅଧିକ ମାତ୍ରାରେ ରହିଛି। ୧୯୮୬ ମସିହାରେ ହ୍ରଦ ଆଖପାଖରେ ରହୁଥିବା ପ୍ରାୟ ୧୭୦୦ ଲୋକ ରାତିରେ ଶୋଇଥିଲେ। ଏହା ସେମାନଙ୍କ ଜୀବନର ଶେଷ ରାତି ହୋଇଯାଇଥିଲା। କାରଣ ରାତିର ଅନ୍ଧାରରେ ସମସ୍ତଙ୍କ ଜୀବନ ଚାଲିଯାଇଥିଲା। ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

[caption id="attachment_156935" align="aligncenter" width="758"]CITARUM RIVER, INDONESIA କିତାରୁମ ନଦୀ[/caption]

କିତାରୁମ ନଦୀ, ଇଣ୍ଡେ।ନସିଆଏହା ଦୁନିଆର ସବୁଠାରୁ ଅଧିକ ପ୍ରଦୁଷିତ ନଦୀ। ଏହି ନଦୀରେ ଲେଡ, କ୍ରେ।ମିୟମ, କୋଡମିୟମ ଓ ପେଷ୍ଟିସାଇଡ ରହିଛି। ଏହାର ପାଣି  ବ୍ୟବହାର କରିବା ମୃତ୍ୟୁକୁ ଆମନ୍ତ୍ରଣ କରିବା ସହ ସମାନ।

[caption id="attachment_156936" align="aligncenter" width="756"]LAKE KARACHAY, RUSSIA କରଚାୟ ହ୍ରଦ[/caption]

କରଚାୟ ହ୍ରଦ, ଋଷଏହା ଋଷର ସବୁଠାରୁ ଅଧିକ ପ୍ରଦୁଷିତ ସ୍ଥାନ। ଏହି ହ୍ରଦର ପାଣିରେ ରେଡିଓଏକ୍ଟିଭ୍‌ର ମାତ୍ରା ବହୁତ ଅଧିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story