ଅଧିକ ଖର୍ଚ୍ଚ ପାଇଁ ଚିନ୍ତିତ କି ? ଜାଣନ୍ତୁ କେମିତି କଣ୍ଟ୍ରୋଲ କରିବେ ଆପଣଙ୍କ ବଜେଟ୍

ପୂଜା ପାର୍ବଣ ସମୟରେ ଘରର ଖର୍ଚ୍ଚ ଅଧିକ ବଢ଼ିଯାଏ ଏହା ସମସ୍ତେ ଜାଣନ୍ତି। ଏହି ସମୟରେ ବଜାରରେ ବିଭିନ୍ନ ଅଫର ଥିବାରୁ ଲୋଭରେ ଗୁଡ଼ାଏ ଜିନିଷ କିଣି ଅଯଥାରେ ଅନେକ ଖର୍ଚ୍ଚ କରିପକାନ୍ତି। ଓ ପରେ ପଶ୍ଚାତାପ କରନ୍ତି। ଅଧିକ ଖର୍ଚ୍ଚ ହୋଇଗଲା ବୋଲି ମନ ଦୁଃଖ କରନ୍ତି। ସାଧାରଣତଃ ଏଭଳି ସମସ୍ତଙ୍କ ସହିତ ଘଟିଥାଏ। ଅପଣ ଚାହିଁଲେ ବଜେଟ୍‌ରେ ସାମାନ୍ୟ ପରିବର୍ତ୍ତନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ଆପଣଙ୍କ ବିଲ୍ ଓ ଇଏମ୍‌ଆଇ […]

budget

budget

Rakesh Mallick
  • Published: Friday, 29 September 2017
  • Updated: 01 November 2017, 03:21 PM IST

ପୂଜା ପାର୍ବଣ ସମୟରେ ଘରର ଖର୍ଚ୍ଚ ଅଧିକ ବଢ଼ିଯାଏ ଏହା ସମସ୍ତେ ଜାଣନ୍ତି। ଏହି ସମୟରେ ବଜାରରେ ବିଭିନ୍ନ ଅଫର ଥିବାରୁ ଲୋଭରେ ଗୁଡ଼ାଏ ଜିନିଷ କିଣି ଅଯଥାରେ ଅନେକ ଖର୍ଚ୍ଚ କରିପକାନ୍ତି। ଓ ପରେ ପଶ୍ଚାତାପ କରନ୍ତି। ଅଧିକ ଖର୍ଚ୍ଚ ହୋଇଗଲା ବୋଲି ମନ ଦୁଃଖ କରନ୍ତି। ସାଧାରଣତଃ ଏଭଳି ସମସ୍ତଙ୍କ ସହିତ ଘଟିଥାଏ। ଅପଣ ଚାହିଁଲେ ବଜେଟ୍‌ରେ ସାମାନ୍ୟ ପରିବର୍ତ୍ତନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିରେ ଆପଣଙ୍କ ବିଲ୍ ଓ ଇଏମ୍‌ଆଇ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

ଭୟକରନ୍ତୁ ନାହିଁ: ଅଧିକ ଖର୍ଚ୍ଚ ହୋଇଗଲେ ମନ ଦୁଃଖ କରନ୍ତୁ ନାହିଁ। ଭାବି ନିଅନ୍ତୁ ଜୋଶ୍‌ରେ ଆସି ଅଧିକ ଖର୍ଚ୍ଚ କରି ଦେଇଛନ୍ତି। ଭୁଲକୁ ସ୍ୱୀକାର କରନ୍ତୁ। ଫଳରେ ମନ ହାଲକା ଲାଗିବ। କିଣିଥିବା ବିଲ ଗୁଡ଼ିକ ଉପରେ ନଜର ପକାନ୍ତୁ ଓ ଏହାର ସମୀକ୍ଷା କରନ୍ତୁ। କେଉଁଠି ଅଧିକ ଖର୍ଚ୍ଚ ହୋଇଗଲା ତା ଚିହ୍ନଟ କରି ଏହାର ନିଷ୍କର୍ସ ଖୋଜନ୍ତୁ।

ଖର୍ଚ୍ଚ ତାଲିକା ପ୍ରସ୍ତୁତ କରନ୍ତୁ: ପୁଣିଥରେ ମାସିକ ଖର୍ଚ୍ଚ ପାଇଁ ବିଲ୍ ତିଆରି କରନ୍ତୁ। କେଉଁ କ୍ଷେତ୍ରରେ କେତେ ପରିମାଣରେ ଖର୍ଚ୍ଚ କରିବେ ସେ ବିଷୟରେ ଚିନ୍ତା କରନ୍ତୁ। ଏଥର ଅନାବଶ୍ୟକ ଜିନିଷ ନ କିଣି କେବଳ ଦରକାରୀ ଜିନିଷ କିଣନ୍ତୁ। ଘରର କିଛି ଅଦରକାରୀ ପୁରୁଣା ଜିନିଷ ବିକ୍ରି କରି ଆପଣ ଗତଥର ଖର୍ଚ୍ଚର ସାମାନ୍ୟ ଭରଣା କରିପାରିବେ।

ଇଏମ୍‌ଆଇ ଉପରେ ନଜର ରଖନ୍ତୁ: ଖର୍ଚ୍ଚ କରିବା ସମୟରେ ଇଏମ୍ଆଇ ଉପରେ ଧ୍ୟାନ ରଖନ୍ତୁ। ଏଥିପାଇଁ ବଜେଟ୍‌ରେ ଆପଣଙ୍କୁ ଟିକେ କଞ୍ଜୁସି କରିବାକୁ ପଡ଼ିବ। ନିଜର ଆରାମଦାୟକ ଜୀବନ ଶୈଳୀ ଛାଡ଼ି ଟିକେ ଦେଖିଚାହିଁ ଚଳନ୍ତୁ। ଯଦି ପାର୍ଟିକୁ ଯାଉଛନ୍ତି, ନିଜ ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି ତାହେଲେ ଖର୍ଚ୍ଚ କମାନ୍ତୁ। ଇଏମ୍‌ଆଇ ଠିକ୍ ସମୟରେ ଭରନ୍ତୁ। ନହେଲେ ଭବିଷ୍ୟତରେ ଋଣ ନେବାରେ ସମସ୍ୟା ଦେଖାଦେଇପାରେ।

ଆହୁରି ମଧ୍ୟ ପଢନ୍ତୁ: ବିଶ୍ୱର ନମ୍ବର ୱାନ ଧନୀଙ୍କଠାରୁ ଶିଖନ୍ତୁ ସକ୍ସେସ୍‌ର ସିକ୍ରେଟ୍, ଜାଣନ୍ତୁ ତାଙ୍କର ୬ଟି ସଫଳ ମନ୍ତ୍ର

ଏମରଜେନ୍ସୀ ଫଣ୍ଡ: ଯଦି ଜରୁରି ପରିସ୍ଥିତି ପାଇଁ ଆପଣ କିଛି ଏମରଜେନ୍ସୀ ବାଲାନ୍ସ ରଖିଛନ୍ତି, ତାହେଲେ ଏହାକୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଅତ୍ୟଧିକ ଆବଶ୍ୟକ ନ ପଡ଼ିଲେ ଏହି ବାଲାନ୍ସରେ ହାତ ମାରନ୍ତୁ ନାହିଁ। ଯଦି ଅଧିକ ଆବଶ୍ୟକ ପଡ଼େ ତାହେଲେ ଏହି ବାଲାନ୍ସରୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। କିନ୍ତୁ ପରେ ଅବସ୍ଥା ସୁଧୁରିଲା ମାତ୍ରେ ତୁରନ୍ତ ନିଜର ଏମରଜେନ୍ସୀ ବାଲାନ୍ସ ଭରଣ କରନ୍ତୁ।

ଭୁଲରୁ ସିଖନ୍ତୁ: ଗତମାସରେ କେଉଁ କାରଣ ପାଇଁ ଅଧିକ ଆର୍ଥିକ ଅଭାବ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଲା ତା ଉପରେ ଧ୍ୟାନ ଦିଅନ୍ତୁ। ଭୁଲକୁ ସମୀକ୍ଷା କରନ୍ତୁ। ଗତଥର ପରି ଯେପରି ଏହି ଭୁଲ୍ ପୁଣିଥରେ ନ ହୁଏ  ଓ ଏଥିପାଇଁ ପଶ୍ଚାତାପ କରିବାକୁ ନ ପଡ଼େ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କିଣାକିଣିରେ ଟିକେ ବଜାର ରେଟ୍‌କୁ ଦେଖି କିଣନ୍ତୁ।

ଓଡିଶା ରିପୋଟର ସ୍ପେସାଲ: ବୟସ ମାତ୍ର ୬ ବର୍ଷ, ହେଲେ ଦିନକୁ ରୋଜଗାର ଲକ୍ଷେରୁ ଅଧିକ: ବିସ୍ମୟ ବାଳକର ଅବିଶ୍ୱାସନୀୟ କାରନାମା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story