ଗାଁ ଭିତରେ ବୁଲୁଛନ୍ତି ୧୨ ଭୋକିଲା ସିଂହ

ଦିନ ସାରା ଖଟି ଖଟି ଥକା ହୋଇ ଘରକୁ ଫେରିବା ପରେ, ରାତିରେ ଖାଇ ସାରି ନିଘୋଡ ନିଦରେ ଶୋଇ ଯିବାକୁ ସମସ୍ତେ ପସନ୍ଦ କରନ୍ତି। ହେଲେ ଯଦି କେହି କହିବ, ଆପଣଙ୍କ ଅଞ୍ଚଳରେ ରାତିର ଅନ୍ଧାରରେ ଭୋକିଲା ସିଂହ ବୁଲୁଛନ୍ତି ତ ଆପଣ କ’ଣ କରିବେ ? ନିଶ୍ଚିତ  ଭାବେ ଆପଣଙ୍କ ନିଦ ଉଡିଯିବ। ଶୋଇବା ଅବସ୍ଥାରେ ଯଦି ସିଂହ ଆସିଯିବ ତେବେ ଚିରଦିନ ପାଇଁ ଶୁଆଇ ଦେବ, ଏହା ଭାବି ଆଉ ନିଦ ଆସିବ […]

lion

lion

Rakesh Mallick
  • Published: Friday, 18 August 2017
  • Updated: 18 August 2017, 01:30 PM IST

Sports

Latest News

ଦିନ ସାରା ଖଟି ଖଟି ଥକା ହୋଇ ଘରକୁ ଫେରିବା ପରେ, ରାତିରେ ଖାଇ ସାରି ନିଘୋଡ ନିଦରେ ଶୋଇ ଯିବାକୁ ସମସ୍ତେ ପସନ୍ଦ କରନ୍ତି। ହେଲେ ଯଦି କେହି କହିବ, ଆପଣଙ୍କ ଅଞ୍ଚଳରେ ରାତିର ଅନ୍ଧାରରେ ଭୋକିଲା ସିଂହ ବୁଲୁଛନ୍ତି ତ ଆପଣ କ’ଣ କରିବେ ? ନିଶ୍ଚିତ  ଭାବେ ଆପଣଙ୍କ ନିଦ ଉଡିଯିବ। ଶୋଇବା ଅବସ୍ଥାରେ ଯଦି ସିଂହ ଆସିଯିବ ତେବେ ଚିରଦିନ ପାଇଁ ଶୁଆଇ ଦେବ, ଏହା ଭାବି ଆଉ ନିଦ ଆସିବ ନାହିଁ। ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ଗୁଜରାଟର ଏକ ଗାଁର ଲୋକମାନେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୨ଟି ଭୋଲିଲା ସିଂହ ରାତିରେ ରାଜ୍‌ କରୁଛନ୍ତି ଏହି ଗାଁରେ। ଏହା ଜଣାପଡିବା ପରେ ଗାଁ ଲୋକଙ୍କ ମାନସିକ ଅବସ୍ଥା କେମିତି ଥିବ ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ ।

lionsଘଟଣାଟି ହେଉଛି ଗୁଜରାଟ ଅମରେଲି ଜିଲ୍ଲା ରାମପୁର ଗାଁର। ନିକଟରେ ଥିବା ‘ଗିର ଅଭୟାରଣ୍ୟ’ରୁ ଏହି ସିଂହମାନେ ଗାଁକୁ ଚାଲି ଆସୁଛନ୍ତି। କାରଣ ସେମାନେ ଭୋକିଲା ଅଛନ୍ତି। ରାତି ସାରା ଗାଁରେ ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡାଦୌଡି କରୁଛନ୍ତି। ସୌଭାଗ୍ୟ ବଶତଃ ଏପର୍ଯ୍ୟନ୍ତ କୌଣସି ଗ୍ରାମବାସୀ କି ଗୃହପାଳିତ ପ୍ରାଣୀ ଏହି ଭୋକିଲା ସିଂହଙ୍କ ହାବୁଡରେ ପଡିନାହାଁନ୍ତି।

ଏପରି ସ୍ଥିତିରେ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି। ଯେଉଁମାନେ ରହୁଛନ୍ତି ସଞ୍ଜ ନଇଁବା ପରେ ଘରୁ ବାହାରୁ ନାହାନ୍ତି, ସମସ୍ତଙ୍କ ଘରେ ତାଟିକବାଟ ପଡି ଯାଉଛି।

ଗାଁରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରୁ ଏହି ସିଂହ ଦଳ ସମ୍ପର୍କରେ ସୂଚନା ମିଳିଛି।

ଗତବର୍ଷ ଡିସେମ୍ବରରେ ଏକ ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏଥିରେ ଦିନ ଦ୍ୱିପ୍ରହରରେ ଏକ ସିଂହୀ ଗୁଜରାଟର ଏକ ଗାଁରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଂହୀଟି ଶିକାର ଅପେକ୍ଷାରେ ବସିଥିବା ବେଳେ ଏକ ବାଛୁରୀରର ଶବ ତା’ ପାଖରେ ପଡିଥିବା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story