ସରିନି ରାସ୍ତା କାମ; କେଉଁଠି ପିଚୁ ଉଠିଲାଣି ତ କେଉଁଠି ଫାଟିଲାଣି କଂକ୍ରିଟ୍‌

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ଗ୍ରାମାଞ୍ଚଳଗୁଡିକରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଇପାରୁ ନାହିଁ। କେଉଁଠି ଡେଡ୍‌ଲାଇନ ଅନୁସାରେ କାମ ସରୁ ନାହିଁ ତ ଆଉ କେଉଁଠି  କାମ ସରିବା ପୂର୍ବରୁ ରାସ୍ତାରୁ ଉଠୁଛି ପିଚୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା […]

road..

road..

Tapaswini Nayak
  • Published: Monday, 11 November 2019
  • Updated: 11 November 2019, 01:59 PM IST

Sports

Latest News

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ଗ୍ରାମାଞ୍ଚଳଗୁଡିକରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ଯେଉଁଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏହା ଠିକ୍‌ ଭାବରେ କାର୍ଯ୍ୟକାରୀ ହେଇପାରୁ ନାହିଁ। କେଉଁଠି ଡେଡ୍‌ଲାଇନ ଅନୁସାରେ କାମ ସରୁ ନାହିଁ ତ ଆଉ କେଉଁଠି  କାମ ସରିବା ପୂର୍ବରୁ ରାସ୍ତାରୁ ଉଠୁଛି ପିଚୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁସୁମି ବ୍ଲକରେ।

ଏହି ବ୍ଲକରେ ଉପରବେଡାରୁ ରଂପାମାଟିଆ ଗାଁକୁ ସଂଯୋଗ କରୁଥିବା ରାସ୍ତାର କାମ ଚାଲିଛି।୨୦୧୮-୧୯ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଏହି ରାସ୍ତାର ଆରମ୍ଭ ହୋଇଥିଲା। ଏହି ରାସ୍ତାର ଲମ୍ବ ପ୍ରାୟ ୪ କିଲୋମିଟର। ରାସ୍ତା କାମ ପାଇଁ ଦୁଇ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।  ୨୦୧୯ ମେ’ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବାର ଡେଡଲାଇନ ରହିଥିଲା। ହେଲେ ଏ ପର୍ଯ୍ୟନ୍ତ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ।  କିନ୍ତୁ  ଯେଉଁ ରାସ୍ତାଗୁଡ଼ିକ ମରାମତି ହୋଇଛି, ସେଥିରୁ ପିଚୁ ଉଠିଲାଣି। ଉପରବେଡା ଗାଁ ନିକଟରେ ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିବା ସହ କଂକ୍ରିଟ୍‌ ଫାଟି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିମ୍ନମାନର କାମ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

ରାସ୍ତା କାମ ନିମ୍ନମାନର ହୋଇଥିବା ନେଇ ଗ୍ରାମବାସୀ କୁସୁମୀ ବିଡିଓ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରିବା ସହ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ମଧ୍ୟ କାମ ବନ୍ଦ କରିବାକୁ କହିଥିଲେ। ହେଲେ କିଛି ସୁଫଳ ମିଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ବାସିନ୍ଦା କରୁଣାକର ମୁର୍ମୁ କହିଛନ୍ତି,“ ରାସ୍ତା କାମ ସରି ନାହିଁ, ହେଲେ ବହୁ ସ୍ଥାନରେ ତାହା ଫାଟିଲାଣି । ଏନେଇ ଆମେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ”

ଏନେଇ ରାଇରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୁର୍ଗା ପ୍ରସାଦ କରନ କହିଛନ୍ତି,“ ରାସ୍ତା କାମ ହୋଇଥିଲା, ବର୍ଷା ଯୋଗୁ ସେହି ରାସ୍ତାର କଂକ୍ରିଟ ଗୁଡ଼ିକ ଉଠିଯାଇଛି। ମୁଁ ଠିକାଦାରକୁ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦେଇଛି।”

ଉପରବେଡାରୁ ରଂପାମାଟିଆ ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୫୦ ଗ୍ରାମବାସୀ ନିର୍ଭର କରୁଛନ୍ତି। ତେବେ ଠିକାଦାରଙ୍କ ମନମୁଖୀ ରାସ୍ତା କାମ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story