କବାଡି ଦୋକାନର ଡ୍ରୟର ବନାଇ ଦେଲା ଲକ୍ଷପତି: ଜାଣନ୍ତୁ କ’ଣ ଥିଲା ଏଥିରେ

ଲୋକକଥା ଅଛି ଭାଗ୍ୟ ପରିବର୍ତ୍ତନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ କି ତାରିଖ ଦରକାର ନାହିଁ। ଏହା ଯେକୌଣସି ସମୟରେ ଜଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ। ଏପରି ଏକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ମାତ୍ର କିଛି ଟଙ୍କାରେ କିଣିଥିବା ଜିନିଷ ଏବେ ତାଙ୍କୁ ରାତାରାତି ଲକ୍ଷପତି ବନାଇ ଦେଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। ଏକ୍ସାସରେ ରହୁଥିବା ଏମିଲ କନୋଡେଲ କ୍ଷେତ୍ରରେ ଘଟିଛି ଏପରି କିଛି। ଏମିଲଙ୍କ ବୟସ ୬୭ […]

Rakesh Mallick
  • Published: Sunday, 08 October 2017
  • Updated: 08 October 2017, 10:14 PM IST

ଲୋକକଥା ଅଛି ଭାଗ୍ୟ ପରିବର୍ତ୍ତନ ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ କି ତାରିଖ ଦରକାର ନାହିଁ। ଏହା ଯେକୌଣସି ସମୟରେ ଜଣଙ୍କ ଭାଗ୍ୟ ପରିବର୍ତ୍ତନ କରିଦେବ। ଏପରି ଏକ ଘଟଣା ଘଟିଛି ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ମାତ୍ର କିଛି ଟଙ୍କାରେ କିଣିଥିବା ଜିନିଷ ଏବେ ତାଙ୍କୁ ରାତାରାତି ଲକ୍ଷପତି ବନାଇ ଦେଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ।

ଏକ୍ସାସରେ ରହୁଥିବା ଏମିଲ କନୋଡେଲ କ୍ଷେତ୍ରରେ ଘଟିଛି ଏପରି କିଛି। ଏମିଲଙ୍କ ବୟସ ୬୭ ବର୍ଷ। ଏକ କବାଡି ଦୋକାନରେ ଥିବା ପୁରୁଣା ଡ୍ରୟର ପରେ ତାଙ୍କ ନଜର ପଡିଥିଲା। ଏହି ଡ୍ରୟରଟି ୧୯୮୦ ଦଶକର ଥିଲା। ଏମିଲଙ୍କୁ ଏହି ଡ୍ରୟରଟି ଏତେ ଭଲ ଲାଗିଥିଲା ଯେ, ସେ ଏହାକୁ ୨୦ ହଜାର ଟଙ୍କାରେ କିଣି ନେଇଥିଲେ।

ଏହି ଡ୍ରୟର ଭିତରେ ୩ଟି ଛୋଟ ସିକ୍ରେଟ୍‌ କୋଠରୀ ଥିଲା। ସେ ଏହାକୁ ଯେତେବେଳେ ଟ୍ରକ୍‌ରେ ଲଦୁଥିଲେ ତାଙ୍କୁ ଅଜବ ଶଦ୍ଦ ଶୁଣିବାକୁ ମିଳିଥିଲା। ଏହି ଶବ୍ଦ ଉକ୍ତ ୩ଟି ଛୋଟ କୋଠରୀରୁ ଆସୁଥିବା ସେ ଅନୁମାନ କରି ନେଇଥିଲେ।

ଏହାପରେ ଏହି ଡ୍ରୟର ଭିତିରେ ତିଆରି ହୋଇଥିବା ଉକ୍ତ ସିକ୍ରେଟ କୋଠରୀକୁ ଖୋଲିଥିଲେ। ଏଥିରେ ହିରା, ମୋତି ଭଳି ବହୁ ଦୁର୍ମୂଲ୍ୟ ଅଳଙ୍କାର ଭରି ରହିଥିଲା। ଯେତେବେଳେ ସେ ଏହାର ମୂଲ୍ୟ ନିର୍ଦ୍ଧାରଣ କଲେ ତାଙ୍କ ହୋସ୍‌ ଉଡି ଯାଇଥିଲା। ଆପଣ ଜାଣିଲେ ବି ଚେତାଶୂନ୍ୟ ହୋଇଯିବେ। ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ, ଏହି ଅଳଙ୍କାର ମୂଲ୍ୟ ୯୮ ଲକ୍ଷ ଟଙ୍କା ହିସାବ କରାଯାଇଥିଲା।

ଏହି ଡ୍ରୟର ପ୍ରକୃତ ମାଲିକଙ୍କର ଏପରି ଦୁର୍ମୂଲ୍ୟ ଜିନିଷ ରଖିବାର ସଉକ ଥିଲା। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ଏମିଲ ଡ୍ରୟରର ମାଲିକଙ୍କ ଖୋଜଖବର ନେବା ପରେ ସବୁ ଜିନିଷ ତାଙ୍କୁ ଫେରାଇ ଦେଇଥିଲେ। ଗୋଟେ ହେଲେ ବି ଜିନିଷ ସେ ତାଙ୍କ ପାଖରେ ରଖି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story