ଆମ ପୁଅ ହେବ ଚାଷୀ: ମାସିକ ୯୦ହଜାର ଟଙ୍କାର ଦରମା ଛାଡିଲେ ମାଆ, ଜାଣନ୍ତୁ ଏହା ପଛର ରହସ୍ୟ

ଇନ୍ଦୋର: ବିଂଶ ଶତାଦ୍ଦୀରେ ସମସ୍ତେ ଚାହୁଁଛନ୍ତି ଆଧୁନିକ ହୋଇ ବଞ୍ଚିବାକୁ । ଗାଁ ଛାଡ଼ି ଲୋକେ ଏବେ ସହର ମୁହାଁ। ସହରର ମଜା ଥରେ ପାଇବା ପରେ ମଣିଷ  ଭୂଲି ଯାଉଛି ଜନ୍ମ ନେଇଥିବା ଗାଁ ମାଟିକୁ। ତା’ ଛଡ଼ା ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗାଁର ମୋହ ଛାଡ଼ିବାକୁ ବାଧ୍ୟ  ହେଉଛି। ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ରାଜସ୍ଥାନର ଏକ ଦମ୍ପତି। ପୁଅକୁ ଡାକ୍ତର କି ଇଂଞ୍ଜିନିୟର ନୁହେଁ ବରଂ ଏକ ଚାଷୀ ରୂପରେ […]

farmer

farmer

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 04:05 PM IST

Sports

Latest News

ଇନ୍ଦୋର: ବିଂଶ ଶତାଦ୍ଦୀରେ ସମସ୍ତେ ଚାହୁଁଛନ୍ତି ଆଧୁନିକ ହୋଇ ବଞ୍ଚିବାକୁ । ଗାଁ ଛାଡ଼ି ଲୋକେ ଏବେ ସହର ମୁହାଁ। ସହରର ମଜା ଥରେ ପାଇବା ପରେ ମଣିଷ  ଭୂଲି ଯାଉଛି ଜନ୍ମ ନେଇଥିବା ଗାଁ ମାଟିକୁ। ତା’ ଛଡ଼ା ପିଲା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଗାଁର ମୋହ ଛାଡ଼ିବାକୁ ବାଧ୍ୟ  ହେଉଛି। ମାତ୍ର ଏ କ୍ଷେତ୍ରରେ ବ୍ୟତିକ୍ରମ ରାଜସ୍ଥାନର ଏକ ଦମ୍ପତି। ପୁଅକୁ ଡାକ୍ତର କି ଇଂଞ୍ଜିନିୟର ନୁହେଁ ବରଂ ଏକ ଚାଷୀ ରୂପରେ ଗଢ଼ିତୋଳିବାକୁ ଫେରି ଆସିଛନ୍ତି ଗାଁକୁ।

ରାଜେନ୍ଦ୍ର ସିଂ ଓ ପତ୍ନୀ ଚଞ୍ଚଲ କୌର ପୁଅ ଗୁରୁବକ୍ସକୁ ଚାଷୀଟିଏ କରିବା ପାଇଁ ଗୁଜୁରାଟ ଛାଡ଼ି  ଇନ୍ଦୋରର ଏକ ଛୋଟିଆ ଗାଁକୁ ଚାଲି ଆସିଛନ୍ତି। ଗାଁର ଚାଷ ଉପଯୋଗୀ ଜମି ଟାଣି ଆଣିଛି ଏମାନଙ୍କୁ। ପୁଅକୁ ଚାଷୀ ରୂପରେ ଦେଖିବା ପାଇଁ ବହୁତ କିଛି ତ୍ୟାଗ କରିଛନ୍ତି ଏହି ଦମ୍ପତି। ରେଳ ବିଭାଗରେ ମାସିକ ୯୦,୦୦୦ ଟଙ୍କାର ଦରମା ପାଉଥିବା ମା’ ଚାକିରୀ ଛାଡ଼ି ଦେଇଛନ୍ତି ପୁଅକୁ ଏକ ଉନ୍ନତ ଚାଷୀ ରୂପରେ ଦେଖିବା ପାଇଁ।

ପୁଅକୁ ଚାଷୀଟିଏ କରିବାର ନିଷ୍ପତ୍ତି ପଛରେ ଏକ କାହାଣୀ ମଧ୍ୟ ରହିଛି। ଗୁରୁବକ୍ସଙ୍କ ପିଉସୀ କ୍ୟାନସର ରୋଗରେ ପୀଡ଼ିତ। ଡାକ୍ତରଙ୍କ କହିବାନୁଯାୟୀ ଚାଷରେ ବ୍ୟବହାର ହେଉଥିବା ରାସାୟନିକ ଔଷଧ କ୍ୟାନସର୍‌ର ମୁଖ୍ୟ କାରଣ। ତେଣୁ ପୁଅକୁ ଚାଷୀଟିଏ କରିବେ ଏବଂ ଜୈବିକ ସାର ବ୍ୟବହାର କରି ପନିପରିବା ଉତ୍ପାଦନ କରିବେ ଯାହା କ୍ୟାନସର ଭଳି ରୋଗକୁ ଦୂର କରିବ।

୮ ବର୍ଷର ଗୁରୁବକ୍ସ କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ସହ ଚାଷ ପାଇଁ ନୂଆ ନୂଆ ଟିପ୍ସ ବିଷୟରେ ଟ୍ରେନିଂ ନେଉଛନ୍ତି। ବାପା ମାଙ୍କ ଏଭଳି ନିଷ୍ପତ୍ତି ନେଇ ସାରା ଦେଶକୁ ଚକିତ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story