ଜୟପୁର: ରମଜାନ ମୁସଲମାନ ସମ୍ପ୍ରଦାୟର ଧର୍ମର ମାସ ଅଟେ। ଏହି ମାସ ସାରା ମୁସଲିମ୍ ସମ୍ପ୍ରଦାୟର ବଡଠୁ ଛୋଟ ପର୍ଯ୍ୟନ୍ତ ସମସ୍ତେ ରୋଜା ରଖିଥାନ୍ତି। ଏହାର ଅର୍ଥ ସେମାନେ ମାସେ କାଳ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ ରହିବା ସହ ବହୁ କଠୋର ନିୟମ ପାଳନ କରିଥାନ୍ତି। କିନ୍ତୁ ରାଜସ୍ଥାନର ନାଗୋରରେ ରହୁଥିବା ଜଣେ ମୁସଲିମ୍ ଯୁବକ ରୋଜା ରଖିଥିବା ସତ୍ତ୍ୱେ ଜଣେ ହିନ୍ଦୁ ମହିଳାଙ୍କ ଜୀବନ ବଞ୍ଚାଇବାକୁ ଯାଇ ରୋଜା ଭାଙ୍ଗି ଦେଇଛନ୍ତି। ମରଣ ସହ […]
blood-2..