ମୋବାଇଲ୍‌ ପୁରୁଣା ଲୁକ୍‌ ନୂଆ: ୧୮ତାରିଖରେ ବଜାରକୁ ଫେରିବ ନୋକିଆ-3310

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ନୋକିଆ-3310 ଶେଷରେ ଲଞ୍ଚ ହୋଇଛି। ଯାହାର ମୂଲ୍ୟ ମଧ୍ୟ 3310 ଟଙ୍କା ରହଛି। ନୋକିଆର ଏହି ଆଇକନିକ ମୋବାଇଲ୍‌ ନୂତନ ଜ୍ଞାନ କୌଶଳ ଦ୍ୱାରା ତିଆରି କରାଯାଇଛି। ୪ଟି ରଙ୍ଗରେ ଉପଲବ୍ଧ ଏହି ଫୋନ୍‌ ଆସନ୍ତା ୧୮ତାରିଖ ଠାରୁ ବଜାରରେ ଉପଲବ୍ଧ ହେବ। ନୋକିଆର ଏହି ମଡଲ୍‌ରେ ଗ୍ରାହକମାନେ ବ୍ରାଉଜିଂ କରିବା ସହ ପପୁଲାର ସ୍ନେକ୍‌ ଗେମ୍,ଶକ୍ତିଶାଳୀ ବ୍ୟାଟେରୀ ଭଳି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିପାରିବ। ଏହି ଫୋନର […]

nokia

Rakesh Mallick
  • Published: Tuesday, 16 May 2017
  • , Updated: 13 September 2017, 04:08 PM IST

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷିତ ନୋକିଆ-3310 ଶେଷରେ ଲଞ୍ଚ ହୋଇଛି। ଯାହାର ମୂଲ୍ୟ ମଧ୍ୟ 3310 ଟଙ୍କା ରହଛି। ନୋକିଆର ଏହି ଆଇକନିକ ମୋବାଇଲ୍‌ ନୂତନ ଜ୍ଞାନ କୌଶଳ ଦ୍ୱାରା ତିଆରି କରାଯାଇଛି। ୪ଟି ରଙ୍ଗରେ ଉପଲବ୍ଧ ଏହି ଫୋନ୍‌ ଆସନ୍ତା ୧୮ତାରିଖ ଠାରୁ ବଜାରରେ ଉପଲବ୍ଧ ହେବ। ନୋକିଆର ଏହି ମଡଲ୍‌ରେ ଗ୍ରାହକମାନେ ବ୍ରାଉଜିଂ କରିବା ସହ ପପୁଲାର ସ୍ନେକ୍‌ ଗେମ୍,ଶକ୍ତିଶାଳୀ ବ୍ୟାଟେରୀ ଭଳି ଅନେକ ଫିଚର୍ସ ରହିଛି ଯାହା ଗ୍ରାହକଙ୍କୁ ଆକୃଷ୍ଟ କରିପାରିବ। ଏହି ଫୋନର ଡିସ୍‌ପ୍ଲେ ୨.୪ ଇଞ୍ଚ ରହିଥିବା ବେଳେ, ଥରେ ଚାର୍ଜ କଲେ ୨୨ଘଣ୍ଟାରୁ ଉର୍ଦ୍ଧ କଥା ହୋଇପାରିବେ।  ଏହି ଫୋନର ଅର୍ଜିନାଲ ମଡେଲଟି ୨୦୦୦ ମସିହାରେ  ଲଞ୍ଚ ହୋଇଥିଲା, ଯାହା ସର୍ବାଧିକ ବିକ୍ରି ହେବାର ରେକର୍ଡ କରିଥିଲା।

Related story