ସ୍ମାର୍ଟଫୋନ୍‌ରେ ବି ହେବ ଏଚ୍‌ଆଇଭି ଟେଷ୍ଟ୍‌: ୧୦ ସେକେଣ୍ଡରେ ଫଳାଫଳ

ଲଣ୍ଡନ: ଟେକ୍ନୋଲୋଜି ପ୍ରତ୍ୟେକ ଦିନ ବଦଳୁଛି। ସେ ଯୋଗାଯୋଗ କ୍ଷେତ୍ରରେ ହେଉକି ସ୍ୱାସ୍ଥ୍ୟ କ୍ଷେତ୍ରରେ।  ପ୍ରତ୍ୟେକ ଦିନ ନୂଆ ନୂଆ ଜିନିଷ ଓ ପଦ୍ଧତି ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ନିକଟରେ ବୈଜ୍ଞାନିକମାନେ ସ୍ମାର୍ଟଫୋନକୁ ନେଇ ଏକ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି। ଏହି ନୂଆ ପଦ୍ଧତିରେ ସ୍ମାର୍ଟଫେ।ନ୍ ମାଧ୍ୟମରେ ଜଣାପଡିବ ଯେ ଜଣେ ବ୍ୟକ୍ତି ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି କି ନାହିଁ। ମାତ୍ର ୧୦ସେକେଣ୍ଡରେ ଏହି ଟେଷ୍ଟ୍‌ ହୋଇପାରିବ। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କଠାରୁ […]

hiv

hiv

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 06:47 AM IST

Sports

Latest News

ଲଣ୍ଡନ: ଟେକ୍ନୋଲୋଜି ପ୍ରତ୍ୟେକ ଦିନ ବଦଳୁଛି। ସେ ଯୋଗାଯୋଗ କ୍ଷେତ୍ରରେ ହେଉକି ସ୍ୱାସ୍ଥ୍ୟ କ୍ଷେତ୍ରରେ।  ପ୍ରତ୍ୟେକ ଦିନ ନୂଆ ନୂଆ ଜିନିଷ ଓ ପଦ୍ଧତି ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ନିକଟରେ ବୈଜ୍ଞାନିକମାନେ ସ୍ମାର୍ଟଫୋନକୁ ନେଇ ଏକ ନୂଆ ଟେକ୍ନୋଲୋଜି ପ୍ରସ୍ତୁତ କରିଛନ୍ତି। ଏହି ନୂଆ ପଦ୍ଧତିରେ ସ୍ମାର୍ଟଫେ।ନ୍ ମାଧ୍ୟମରେ ଜଣାପଡିବ ଯେ ଜଣେ ବ୍ୟକ୍ତି ଏଚ୍‌ଆଇଭିରେ ସଂକ୍ରମିତ ହୋଇଛନ୍ତି କି ନାହିଁ। ମାତ୍ର ୧୦ସେକେଣ୍ଡରେ ଏହି ଟେଷ୍ଟ୍‌ ହୋଇପାରିବ। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କଠାରୁ ମାତ୍ର ବୁନ୍ଦାଏ ରକ୍ତ ସଂଗ୍ରହ କରାଯିବ।

ବ୍ରିଟେନର ସରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଚ୍‌ଆଇଭି ଟେଷ୍ଟର ଏହି ନୂଆ ଟେକ୍‌ନିକ୍ ବାହାର କରାଯାଇଛି। ଏହି ମୋବାଇଲ ଟେଷ୍ଟରେ ସରଫେସ୍ ଏକୋଷ୍ଟିକ ୱେଭ (ଏସଏଡବଲ୍ୟୁ) ବାଇଓଚିପର ବ୍ୟବହାର କରିବାକୁ ହେବ ଯାହା ସ୍ମାର୍ଟଫୋନର ମାଇକ୍ରୋଇଲେକ୍ଟ୍ରୋନିକ୍ ଉପାଦାନ ଉପରେ ଆଧାରିତ।

ସରେ ବିଶ୍ୱବିଦ୍ୟାଳୟର ପ୍ରଫେସର ଭିନ୍‌ସ ଏମେରି କହିଛନ୍ତି,“ଆମେ ସ୍ମାର୍ଟଫୋନର ଟେକ୍ନୋଲୋଜିକୁ ବ୍ୟବହାର କରି ଏଚ୍‌ଆଇଭି ଟେଷ୍ଟର ନୂଆ ଉପାୟ ବାହାର କରିଛୁ। ଏଥିରେ ମାତ୍ର ୧୦ ସେକେଣ୍ଡରେ ଏଚଆଇଭି ଟେଷ୍ଟ ହୋଇପାରିବ। ଏହା ସହିତ ଏହି ପଦ୍ଧତିରେ ଜିକା ଅବା ଇବୋଲା ଭାଇରସ୍‌କୁ ମଧ୍ୟ ଚିହ୍ନଟ କରାଯାଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story