ଟଙ୍କା ନୁହେଁ ଦୁଇ ପଟ ରୁଟି ଜମାକରି ଖୋଲିପାରିବେ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ କେଉଁଠି ଓ କିପରି

ନୂଆଦିଲ୍ଲୀ: ଟଙ୍କା ଜମା କରି  ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା କଥା ଆପଣ ଶୁଣିଥିବେ। କିନ୍ତୁ ଦୁଇପଟ ରୁଟି ଜମା କରି ଆକାଉଣ୍ଟ ଖୋଲିଥିବା କଥା ଆପଣ ଶୁଣିଛନ୍ତି କି।  ଆଜ୍ଞା ହଁ ଖୁବଶୀଘ୍ର ଦିଲ୍ଲୀରେ ଏକ ରୁଟି ବ୍ୟଙ୍କ ଖୋଲିବାକୁ ଯାଉଛି। ଯେଉଁଠାରେ ଆପଣ ମାତ୍ର ଦୁଇପଟ ରୁଟି  କିମ୍ବା 10 ଟଙ୍କା ଦେଇ ଏହି ବ୍ୟାଙ୍କରେ ଆକାଣ୍ଟ ଖୋଲିପାରିବେ। ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଏହି ବ୍ୟାଙ୍କ ଖୋଲାଯିବ। 15 ଅଗଷ୍ଟରେ ଦେଶ […]

product41

product41

Rakesh Mallick
  • Published: Friday, 16 June 2017
  • Updated: 16 June 2017, 10:45 PM IST

Sports

Latest News

ନୂଆଦିଲ୍ଲୀ: ଟଙ୍କା ଜମା କରି  ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା କଥା ଆପଣ ଶୁଣିଥିବେ। କିନ୍ତୁ ଦୁଇପଟ ରୁଟି ଜମା କରି ଆକାଉଣ୍ଟ ଖୋଲିଥିବା କଥା ଆପଣ ଶୁଣିଛନ୍ତି କି।  ଆଜ୍ଞା ହଁ ଖୁବଶୀଘ୍ର ଦିଲ୍ଲୀରେ ଏକ ରୁଟି ବ୍ୟଙ୍କ ଖୋଲିବାକୁ ଯାଉଛି। ଯେଉଁଠାରେ ଆପଣ ମାତ୍ର ଦୁଇପଟ ରୁଟି  କିମ୍ବା 10 ଟଙ୍କା ଦେଇ ଏହି ବ୍ୟାଙ୍କରେ ଆକାଣ୍ଟ ଖୋଲିପାରିବେ।

ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ଏହି ବ୍ୟାଙ୍କ ଖୋଲାଯିବ। 15 ଅଗଷ୍ଟରେ ଦେଶ ସ୍ୱାଧୀନ ହୋଇଥିବାରୁ ଏହି ଦିନରେ ବ୍ୟାଙ୍କ ଖୋଲିବାକୁ ସୁଫି ଅକତର୍ ଶୈରି ନାମକ ଏକ ଜନ ମଙ୍ଗଳକାରୀ କମିଟି ଯୋଜନା କରୁଛି। ଏହି ବ୍ୟାଙ୍କ ମାଧ୍ୟମରେ ଦାତାମାନେ ଦେଉଥିବା ଖାଦ୍ୟକୁ ଗରିବ ଲୋକମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ସଂସ୍ଥାର ଅଧ୍ୟକ୍ଷ ମକବୁଲ ଅହମଦ କହିଛନ୍ତି। ସକାଳ 10ଟାରୁ ପ୍ରତିଦିନ ଏହି ବ୍ୟାଙ୍କ ଖୋଲିବ। ଆଉ ଦିନମାନ ଖାଦ୍ୟ ସଂଗ୍ରହ କରି ଦିନ 10ଟାରୁ ଦିନ 12ଟା ପର୍ଯ଼୍ୟନ୍ତ ଖାଦ୍ୟ ବଣ୍ଟାଯିବ। ଏବଂ ପୁଣି ସଂନ୍ଧ୍ୟା 6 ରୁ ରାତି 8 ପ୍ରର୍ଯ଼୍ୟନ୍ତ ଖାଦ୍ୟ ବଣ୍ଟାଯିବ। ଏବଂ ଖାଦ୍ୟ ଦାତା ମାନେ ପଲଥିନରେ ଖାଦ୍ୟ ଆଣିପାରିବେ ନାହିଁ। ସେଥିପାଇଁ ସେମାନେ ଟିଫିନ କ୍ୟାରିୟର କିମ୍ବା ଅନ୍ୟ କୌଣସି ପାତ୍ର ବ୍ୟବହାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story