ମନ୍ଦିରରେ ଶ୍ରୀରାମଙ୍କୁ ଦିଆଯାଉଛି ଗାର୍ଡ ଅଫ୍ ଅନର

ଭୋପାଳ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲା ମୁଖ୍ୟାଳୟରୁ ୮୦ କିଲୋମିଟର ଦୂର ଅରୋଛାରେ ଶ୍ରୀରାମଙ୍କ ଏକ ମନ୍ଦିର ଅଛି। ଏହି ମନ୍ଦିରଟି ୪୦୦ ବର୍ଷ ପୁରୁଣା। ଏଥିରେ ରାମଙ୍କୁ ରାଜା ରୂପରେ ପୂଜା କରାଯାଏ। ତାଙ୍କୁ ଅରୋଛାର ରାଜା ରୂପେ ଭକ୍ତମାନେ ସ୍ୱୀକାର କରିଛନ୍ତି। ଏ ମନ୍ଦିର ବିଶେଷତ୍ୱ ହେଉଛି ଏଠାରେ ରାଜା ରାମଙ୍କୁ ଦିନରେ ୫ ଥର ଗାର୍ଡ ଅଫ୍ ଅନର ଦିଆଯାଏ। ପୋଲିସ୍‌ର ସଶସ୍ତ୍ର ଯବାନମାନେ ଏହି ଗାର୍ଡ ଅଫ୍ ଅନର୍‌ ଦିଅନ୍ତି। ଏଠାକୁ ପ୍ରତିଦିନ […]

Orachha-Ram-Temple

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 04:13 PM IST

ଭୋପାଳ: ମଧ୍ୟପ୍ରଦେଶର ଟିକମଗଡ଼ ଜିଲ୍ଲା ମୁଖ୍ୟାଳୟରୁ ୮୦ କିଲୋମିଟର ଦୂର ଅରୋଛାରେ ଶ୍ରୀରାମଙ୍କ ଏକ ମନ୍ଦିର ଅଛି। ଏହି ମନ୍ଦିରଟି ୪୦୦ ବର୍ଷ ପୁରୁଣା। ଏଥିରେ ରାମଙ୍କୁ ରାଜା ରୂପରେ ପୂଜା କରାଯାଏ। ତାଙ୍କୁ ଅରୋଛାର ରାଜା ରୂପେ ଭକ୍ତମାନେ ସ୍ୱୀକାର କରିଛନ୍ତି। ଏ ମନ୍ଦିର ବିଶେଷତ୍ୱ ହେଉଛି ଏଠାରେ ରାଜା ରାମଙ୍କୁ ଦିନରେ ୫ ଥର ଗାର୍ଡ ଅଫ୍ ଅନର ଦିଆଯାଏ। ପୋଲିସ୍‌ର ସଶସ୍ତ୍ର ଯବାନମାନେ ଏହି ଗାର୍ଡ ଅଫ୍ ଅନର୍‌ ଦିଅନ୍ତି। ଏଠାକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସନ୍ତି।

କୁହାଯାଏ ଅରୋଛାର ରାଜା ମଧୁକର ଶାହ ତାଙ୍କ ସମସ୍ତ ରାଜପାଟ ତ୍ୟାଗ କରି ଭଗବାନ ରାମଙ୍କ ହାତରେ ସମର୍ପି ଦେଇଥିଲେ।

Related story