ହିନ୍ଦୀ ସିରିଏଲରେ ଅଜବ ହନିମୁନ୍‌ : ଝିଅ୧୮କୁ ପୁଅ ୯, ସ୍ମୁତି ଇରାନୀଙ୍କ ନିର୍ଦ୍ଦେଶକୁ ବେଖାତିର

ନୂଆଦିଲ୍ଲୀ: ବାଳୁତ ବୟସରେ ଅଜବ ପ୍ରେମ। ଖାଲି ଭଲପାଇବା ନୁହେଁ  ରୋମାନ୍ସ ମଧ୍ୟ ଜମୁଛି। କଥା ଏତିକିରେ ଅଟୁକୁନି। ଉଭୟଙ୍କ ମଧ୍ୟରେ ବିବାହ ମଧ୍ୟ ହେଉଛି ଆଉ ଚତୁର୍ଥୀ ରାତିରେ ହନିମୁନ୍‌ ମଧ୍ୟ।ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବର କନ୍ୟାର ବୟସ। ପୁଅକୁ ୯ ବର୍ଷ ହୋଇଥିବା ବେଳେ କନ୍ୟାକୁ ୧୮।  ପ୍ରେମ  ଏବଂ ଭଲ ପାଇବାକୁ ନେଇ ହିନ୍ଦୀ ଧାରାବାହିକ ‘ପହରେଦାର ପିୟା’ କିରେ ରହିଛି ଏମିତି କିଛି ସିକୁଏନ୍ସ। ଏକ ଘରୋଇ ଚାନେଲରେ  ପ୍ରସାରଣ […]

serial

serial

Rakesh Mallick
  • Published: Monday, 14 August 2017
  • Updated: 14 August 2017, 07:21 PM IST

Sports

Latest News

ନୂଆଦିଲ୍ଲୀ: ବାଳୁତ ବୟସରେ ଅଜବ ପ୍ରେମ। ଖାଲି ଭଲପାଇବା ନୁହେଁ  ରୋମାନ୍ସ ମଧ୍ୟ ଜମୁଛି। କଥା ଏତିକିରେ ଅଟୁକୁନି। ଉଭୟଙ୍କ ମଧ୍ୟରେ ବିବାହ ମଧ୍ୟ ହେଉଛି ଆଉ ଚତୁର୍ଥୀ ରାତିରେ ହନିମୁନ୍‌ ମଧ୍ୟ।ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବର କନ୍ୟାର ବୟସ। ପୁଅକୁ ୯ ବର୍ଷ ହୋଇଥିବା ବେଳେ କନ୍ୟାକୁ ୧୮।  ପ୍ରେମ  ଏବଂ ଭଲ ପାଇବାକୁ ନେଇ ହିନ୍ଦୀ ଧାରାବାହିକ ‘ପହରେଦାର ପିୟା’ କିରେ ରହିଛି ଏମିତି କିଛି ସିକୁଏନ୍ସ। ଏକ ଘରୋଇ ଚାନେଲରେ  ପ୍ରସାରଣ ହେଉଥିବା ଏହି ସିରିଏଲକୁ ନେଇ ଖୁଦ୍‌ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୁତି ଇରାନୀ ଆପତ୍ତି ଉଠାଇ ଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଏହି ସିରିଏଲ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ  ସେ ବ୍ରଡ୍‌କାଷ୍ଟିଂ କଣ୍ଟେଣ୍ଟ କମ୍ପ୍ଲାଣ୍ଟ କାଉନ୍ସିଲ(ବିସିସି)କୁ ଚିଠି ଲେଖିଥିଲେ। କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସରିଏଲରେ ବାଲ୍ୟ ବିବାହକୁ ପ୍ରଦର୍ଶିତ କରାଯାଇଥିବା ବେଳେ ପୁଅ ଝିଅଙ୍କ ମଧ୍ୟରେ ବୟସର ତାରତମ୍ୟ ଆକାଶ ପାତାଳ ଫରକ ରହିଛି। ଯାହା ସମାଜକୁ ଖରାପ ସନ୍ଦେସ ଦେଉଛି ବୋଲି କଥା ଉଠୁଛି।

ପୁଅର ଦ୍ୱିଗୁଣ ହେଉଛି ଝିଅର ବୟସ। ଏହି ସିରିଏଲଟି ଏବେ ପ୍ରାଇମ ଟାଇମ୍‌ରେ ପରିବେଷଣ ହେଉଛି। ସିରିଏଲକୁ ନେଇ ବିରୋଧର ସ୍ୱର ତେଜିବାରେ  ଲାଗିଛି।  କୁନି କୁନି ପିଲାଙ୍କ ମାନସିକତା  ଉପରେ ଏହା ଖରାପ ପ୍ରଭାବ ପକାଉ ଥିବା ଅଭିଯୋଗ ସୋସିଆଲ  ମିଡିଆରେ ଉଠିଛି। ଏହି  ଅଭିଯୋଗ ଆସିବା ପରେ, ସୋ’ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନାହିଁ। ଏହି ସୋ’ର କାହାଣୀ ଏକ ସାହିଜାତ ପରିବାରକୁ ନେଇପର୍ଯ୍ୟବେଶିତ । ଜଣେ ୯ ବର୍ଷୀୟ ବାଳକ ରତନ (ଉଫାନ୍ ଖାନ୍) ନିଜ ବୟସଠାରୁ ଦୁଇଗୁଣ ଅଧିକ ବୟସର ଯୁବତୀ ପ୍ରିୟାଙ୍କୁ ଭଲ ପାଇ ବସିଛନ୍ତି।   ଏହାପରେ ଉଭୟଙ୍କ ବିବାହ ମଧ୍ୟ ହୋଇଛି। ପ୍ରିୟା ଚରିତ୍ରରେ ଅଭିନୟ କରିଛନ୍ତି ତେଜସ୍ୱୀ ପ୍ରକାଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story