ଆପଣ କେବେ ପାତାଳପୁରୀ ଯାଇଛନ୍ତି, ଏଥର ଚାଲନ୍ତୁ ବୁଲି ଆସିବେ ଏପରି ଏକ ଗାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ସାଧାରଣତଃ ଜେଜେବାପା, ଜେଜେ ମା’ଙ୍କଠାରୁ ସ୍ୱର୍ଗ ପୁରୀ, ପାତାଳ ପୁରୀର ଭିନ୍ନ ଭିନ୍ନ କାହାଣୀ ଶୁଣିଥାଉ। ଭଲ କାମ କଲେ ସ୍ୱର୍ଗପୁରୀ ଓ ଖରାପ କାମ କଲେ ପାତାଳ ପୁରୀରେ ଜାଗା ମିଳିବ  ବୋଲି ଧାରଣା ଆମ ମନରେ ବସା ବାନ୍ଧି ଦେଇଥିଲା।  ଆଜି ଆମେ ଆପଣଙ୍କୁ ସେହିପରି ଏକ ପାତାଳପୁରୀରେ ବୁଲାଇବୁ, ଯେଉଁ ପରି ଜାଗା ଆପଣ କେବେ ପୂର୍ବରୁ ଦେଖି ନ ଥିବେ। ଆପଣ ଗପରେ ପାତାଳପୁରୀ ବିଷୟରେ ଶୁଣିଥିବେ। […]

village-4..

village-4..

Niharika Rout
  • Published: Friday, 28 June 2019
  • Updated: 28 June 2019, 02:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ସାଧାରଣତଃ ଜେଜେବାପା, ଜେଜେ ମା’ଙ୍କଠାରୁ ସ୍ୱର୍ଗ ପୁରୀ, ପାତାଳ ପୁରୀର ଭିନ୍ନ ଭିନ୍ନ କାହାଣୀ ଶୁଣିଥାଉ। ଭଲ କାମ କଲେ ସ୍ୱର୍ଗପୁରୀ ଓ ଖରାପ କାମ କଲେ ପାତାଳ ପୁରୀରେ ଜାଗା ମିଳିବ  ବୋଲି ଧାରଣା ଆମ ମନରେ ବସା ବାନ୍ଧି ଦେଇଥିଲା।  ଆଜି ଆମେ ଆପଣଙ୍କୁ ସେହିପରି ଏକ ପାତାଳପୁରୀରେ ବୁଲାଇବୁ, ଯେଉଁ ପରି ଜାଗା ଆପଣ କେବେ ପୂର୍ବରୁ ଦେଖି ନ ଥିବେ।

ଆପଣ ଗପରେ ପାତାଳପୁରୀ ବିଷୟରେ ଶୁଣିଥିବେ। କିନ୍ତୁ ଏହାକୁ କେବେ ବାସ୍ତବରେ ଦେଖିଛନ୍ତି କି? କିନ୍ତୁ ଆପଣ ଜାଣି ନ ଥିବେ, ଆମ ପୃଥିବୀପୃଷ୍ଠରେ ବି ଏକ ପାତାଳପୁରୀ ରହିଛି। ଯେଉଁଠାରେ ମାଟି ତଳେ ଘର କରି ଲୋକେ ରହୁଛନ୍ତି। ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଆଫ୍ରିକାର ଟ୍ୟୁନିଶିଆରେ ଏପରି ଏକ ଇଲାକା ରହିଛି, ଯେଉଁଠାରେ ଏବେ ବି ବହୁ ସଂଖ୍ୟାରେ ଲୋକେ ମାଟି ତଳେ ରହିବାକୁ ପସନ୍ଦ କରୁଛନ୍ତି। ଆଉ ପିଢି ପରେ ପିଢି ସେମାନେ ଏପରି ଜୀବନଧାରଣକୁ ସମ୍ମାନ ଜଣାଇବା ସହ ପ୍ରଶଂସା ମଧ୍ୟ କରୁଛନ୍ତି। ଏହାକୁ ବହୁ ଲୋକ କହିଥାନ୍ତି ଅଣ୍ଡରଗ୍ରାଉଣ୍ଡ ଗାଁ।

୧୦୦ ବର୍ଷର ପୁରୁଣା ଏହି ଗାଁରେ ପ୍ରାୟତଃ ସବୁ ଘର ମାଟି ତଳେ ରହିଛି। ଏଠାରେ ଜୀବନଧାରଣ ଲାଗି ଆବଶ୍ୟକ ସମସ୍ତ ଜିନିଷ ବି ମହଜୁଦ ରହିଛି। ସାଧାରଣତଃ ଯେଉଁମାନେ ଏଠାରେ କ୍ଷେତବାଡି କରନ୍ତି, ସେମାନେ ଏହିପରି ଘରେ ରହିଥାନ୍ତି। ବହୁ ଲୋକ ଉକ୍ତ ଅଞ୍ଚଳ ଛାଡି ସହାରାଭିମୁଖୀ ହୋଇ ପଳାଇଲେଣି। ଅବଶିଷ୍ଟ ଯେଉଁମାନେ ରହିଛନ୍ତି, ସେମାନେ ଏପରି ଘରେ କାଳାତିପାତ କରୁଛନ୍ତି।

ଯେଉଁମାନେ ଏଠାରେ ରୁହନ୍ତି, ସେମାନଙ୍କ କହିବାନୁଯାୟୀ, ସେମାନେ ନିଜ ମାଟି ଓ ସଂସ୍କୃତିକୁ ବହୁତ ଭଲ ପାଆନ୍ତି। ଏପରି ଏକ ଭିନ୍ନ ଜାଗା ଦେଖିବାକୁ ବହୁ ପର୍ଯ୍ୟଟକ ବର୍ଷ ସାରା ଏଠାକୁ ଆସିଥାନ୍ତି।

ଏଠାରେ ମାଟି ତଳେ ଘର ତିଆରି କରିବାର ଆଉ ଏକ କାରଣ ବି ରହିଛି। ଏଠାରେ ବର୍ଷର ଅଧିକାଂଶ ସମୟରେ ଗରମ ହାୱା ବୋହିଥାଏ। ତେଣୁ କରି ସ୍ଥାନୀୟ ବାସିନ୍ଦା ଏଠାରେ ମାଟି ତଳେ ମାଟିରେ ହିଁ ଘର ତିଆରି କରି ରହିବାକୁ ପସନ୍ଦ କରିଥାନ୍ତି। ସେମାନେ ନିଜ ଘରକୁ ଏପରି ତିଆରି କରିଥାନ୍ତି ଯେ, ଏଠାରେ ବାୟୂ ଚଳାଚଳର ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story