ନୂଆଦିଲ୍ଲୀ: ପିଜ୍ଜା ନାଁ ଶୁଣିଲେ ସମସ୍ତଙ୍କ ପାଟିରେ ପାଣି ଆସିଯାଇଥାଏ। କେବଳ ସେତିକି ନୁହେଁ ଟିଭିରେ ପିଜ୍ଜାର ବିଜ୍ଞାପନ ଆସିଲେ ଛୋଟରୁ ବଡ଼ ସମସ୍ତେ ଖାଇବକୁ ଚାହିଁ ଥାଆନ୍ତି। ପିଜ୍ଜାରେ ଡ୍ରେସ୍ ତିଆରି ହେବା କେବେ ଚିନ୍ତା କରିଛନ୍ତି। ଶୁଣିଲେ ଆଶ୍ଚିର୍ଯ୍ୟ ଲାଗୁଛି। ହେଲେ ଏମିତି ଏକ ପିଜ୍ଜା ଡ୍ରେସ୍ ତିଆରି ହୋଇଛି।
ଉତ୍ତର କରୋଲିନାର ଡିଜାଇନର୍ ଏଭଳି ଏକ ଡ୍ରେସ୍ ପ୍ରସ୍ତୁତ କରିଛନ୍ତି। ଗ୍ରୀକ୍ ସ୍ଥିତ ଓଲୋବିଆ ମିୟର୍ସ ନାମକ ଡିଜାଇନର ଏହି ଡ୍ରେସର ଭିଡିଓ ଓ ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଡ୍ରେସ୍ଟିକୁ ଜଣେ ମଡେଲ ପିନ୍ଧି ବସିଛନ୍ତି।
ଡିଜାଇନର୍ ଅୱନ୍ତ ଗ୍ରୀକ୍ କହିଛନ୍ତି,“ସାଧାରଣତଃ ପିଜ୍ଜାରେ ମସରୁମ୍, ବ୍ଲାକ୍ ଓଲିଭ୍, କ୍ୟାପସିକମ୍ ପଡ଼ିଥାଏ। ଏହି ଡ୍ରେସରେ ଏହି ସବୁ ସାମଗ୍ରୀ ରଖିଛି। ଏହି ଡ୍ରେସ୍ ’ଡୋମିନିଜ୍ ପିସ୍ ଅଫ୍ ଦ ପ୍ରତିଯୋଗିତା’ ପାଇଁ ପ୍ରସ୍ତୁତ କରାଯାଇଛି।
ଏହି ଭିଡିଓ ଓ ଫଟୋ ଇନ୍ଷ୍ଟ୍ରାଗ୍ରାମରେ ଭାଇରାଲ ହେବାରେ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।