ସହରୀ ରଜ: ମଲରେ ଦୋଳି ଖେଳନ୍ତୁ, ପାନ ଖାଇ ସେଲ୍‌ଫି ଉଠାନ୍ତୁ

ଓଡିଆ ସଂସ୍କୃତି ଓ ପରମ୍ପରାର ଆଉ ଏକ ପ୍ରତୀକ ରଜ ପର୍ବ। ଏହାକୁ ଓଡିଶାର ଗଣପର୍ବ ମଧ୍ୟ କୁହାଯାଇଥାଏ। ରଜ ଆସିଗଲେ ଗାଁଠାରୁ ସହର, ପିଲାଠାରୁ ବୟସ୍କ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଥାଏ। ପୋଡପିଠା ଖିଆ ସହ ରଜ ପାନର ମଜା କିଛି ଅଲଗା। ଏହାସହ ଗାଁ ମୁଣ୍ଡରେ ଲାଗିଥିବା ଦୋଳି ଖେଳ କଥା ନ କହିବା ଭଲ। ବର୍ତ୍ତମାନ କିନ୍ତୁ ଏହି ପର୍ବରେ ଦେଖିବାକୁ ମିଳୁଛି ବହୁତ ପରିବର୍ତ୍ତନ। ପୂର୍ବରୁ ଯେପରି  ପୁଅମାନଙ୍କ ମଧ୍ୟରେ କବାଡି […]

rajo

rajo

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 04:50 PM IST

Sports

Latest News

ଓଡିଆ ସଂସ୍କୃତି ଓ ପରମ୍ପରାର ଆଉ ଏକ ପ୍ରତୀକ ରଜ ପର୍ବ। ଏହାକୁ ଓଡିଶାର ଗଣପର୍ବ ମଧ୍ୟ କୁହାଯାଇଥାଏ। ରଜ ଆସିଗଲେ ଗାଁଠାରୁ ସହର, ପିଲାଠାରୁ ବୟସ୍କ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଦେଖାଦେଇଥାଏ। ପୋଡପିଠା ଖିଆ ସହ ରଜ ପାନର ମଜା କିଛି ଅଲଗା। ଏହାସହ ଗାଁ ମୁଣ୍ଡରେ ଲାଗିଥିବା ଦୋଳି ଖେଳ କଥା ନ କହିବା ଭଲ। ବର୍ତ୍ତମାନ କିନ୍ତୁ ଏହି ପର୍ବରେ ଦେଖିବାକୁ ମିଳୁଛି ବହୁତ ପରିବର୍ତ୍ତନ। ପୂର୍ବରୁ ଯେପରି  ପୁଅମାନଙ୍କ ମଧ୍ୟରେ କବାଡି ଖେଳ, ଲୁଡୁ ଓ ତାସ୍‌ ଖେଳର ପ୍ରତିଯୋଗିତା ହଉଥିଲା ତାହା ଆଉ ଦେଖିବାକୁ ମିଳୁନି। ଏବେକା ରଜରେ, ରସି ଦଉଡିର ସ୍ଥାନ ନେଇଛି ପ୍ଲାଷ୍ଟିକ। ଚାରିଆଡେ ଦେଖିବାକୁ ମିଳୁଛି ଆଧୁନିକତାର ଛାପ। ଖାସ କରି ସହରାଞ୍ଚଳରେ ସପିଂ ମଲ, ପାର୍କ ଓ ସିନେମା ହଲ୍‌ରେ ରଜର ମଜା ନେଉଛନ୍ତି ଲୋକେ।

ଆସନ୍ତାକାଲି ପହିଲି ରଜ ହୋଇଥିବା ବେଳେ ଆଜି ସଜବାଜ। ଏଥିପାଇଁ ଭୁବନେଶ୍ୱର ବିଭିନ୍ନ ସପିଂ ମହଲରେ ଦେଖିବାକୁ ମିଳୁଛି ଅହେତୁକ ଭିଡ। ବିଶେଷ କରି ଯୁବବର୍ଗ ନୂଆ ଡ୍ରେସ୍‌ କିଣିବାକୁ ମହଲରେ ଲଗାଉଛନ୍ତି ଗହଳି। ଏହି ଅବସରରେ ରାଜଧାନୀର ବିଭିନ୍ନ ମହଲରେ ରଜ ମଉଜର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପାଣ୍ଟାଲୁନ ସପିଂ ମଲରେ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ଲାଗିଛି ରଜ ଦୋଳି। ମଲ ମଧ୍ୟକୁ ପ୍ରବେଶ କରୁ କରୁ ଆପଣ ପାଇବେ ଏକ ସୁନ୍ଦର ସୁସଜ୍ଜିତ ଦୋଳି। ଯେଉଁଠି ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ରଜର ମଜା ନେଉଛନ୍ତି। ଦୋଳିରେ ଝୁମିବା ସହ ସେଲଫି ମଧ୍ୟ ନେଉଛନ୍ତି। ମଲ୍‌ କର୍ତ୍ତୃପକ୍ଷଙ୍କ ଏପରି ପଦକ୍ଷେପ ସପିଂ ମଲ୍‌କୁ ଆସୁଥିବା ଗ୍ରାହକଙ୍କୁ ବେଶ ଆକୃଷ୍ଟ କରୁଛି।

କେହି କେବେ ପାନ ଖାଇଥିବେ ବା ଖାଇ ନ ଥିବେ ହେଲେ ରଜରେ ପାନ ଖାଇବାର ମଜା କିନ୍ତୁ ନିଆରା। ରାଜଧାନୀର ଆଉ ଏକ ପ୍ରତିଷ୍ଠିତ ମଲ୍‌ ରିଲାଏନସ ଟ୍ରେଣ୍ଡରେ ଗ୍ରାହକଙ୍କ ପାଇଁ କରାଯାଇଛି ରଜ ପାନର ସ୍ପେଶାଲ ବ୍ୟବସ୍ଥା। ମଲ୍‌ରେ ପ୍ରବେଶ କରିବା ମାତ୍ରେ ଆଖି ପଡିବ ରଜ ପାନ ଭଙ୍ଗା ଯାଉଥିବା ଷ୍ଟଲ ଉପରେ। ଏହାକୁ ଦେଖିବା ମାତ୍ରେ ଆପେ ଆପେ ସେଠାରେ ପହଞ୍ଚି ଯିବେ। ମାତ୍ର ୧୫ରୁ ୨୦ ଟଙ୍କାରେ ମିଳିଯାଉଛି ରଜ ପାନ। ବଭିନ୍ନ ପ୍ରକାରର ମସଲା ଦେଇ ଭଙ୍ଗା ଯାଉଛି ଏହି ପାନ। ଯାହାକୁ ଦେଖିଲେ ଯେ କେହି ବି ଖାଇବାକୁ ଇଚ୍ଛା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story