କଅଁଳ କାନ୍ଧରେ ପରିବାରର ବୋଝ

ଆନନ୍ଦପୁର (ମୁନା ସିଂହ): ଯେଉଁ ବୟସରେ ପଢ଼ିବା ସହିତ ଖେଳକୁଦ କରିବା କଥା ସେ ବୟସରେ ସେ ନେଇଛନ୍ତି ତିନି ଭାଇ ଭଉଣୀଙ୍କ ଦାୟିତ୍ୱ। ନିଜ ପାଠ ପଢ଼ାରେ ଡୋରି ବାନ୍ଧି ବଡ଼ ଭଉଣୀ ଓ ଦୁଇ ସାନଭାଇକୁ ପାଠ ପଢ଼ାଉଛନ୍ତି। ଏ ହେଉଛି, କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତ ବିଣାପଟିଆ ଗାଁର ସୀତା ମୁର୍ମୁଙ୍କ କାହାଣୀ। ସୀତାଙ୍କ ବାପାଙ୍କ ନାଁ ରବୀନ୍ଦ୍ର ମୁର୍ମୁ। ଏକ ହତ୍ୟା ମାମଲାରେ ସେ ଜେଲ୍‌ରେ ଅଛନ୍ତି। ଏହାପରେ ୪ ପିଲାଙ୍କୁ […]

sita

sita

Jyoshna Pradhan
  • Published: Monday, 14 October 2019
  • Updated: 14 October 2019, 03:00 PM IST

Sports

Latest News

ଆନନ୍ଦପୁର (ମୁନା ସିଂହ): ଯେଉଁ ବୟସରେ ପଢ଼ିବା ସହିତ ଖେଳକୁଦ କରିବା କଥା ସେ ବୟସରେ ସେ ନେଇଛନ୍ତି ତିନି ଭାଇ ଭଉଣୀଙ୍କ ଦାୟିତ୍ୱ। ନିଜ ପାଠ ପଢ଼ାରେ ଡୋରି ବାନ୍ଧି ବଡ଼ ଭଉଣୀ ଓ ଦୁଇ ସାନଭାଇକୁ ପାଠ ପଢ଼ାଉଛନ୍ତି। ଏ ହେଉଛି, କେନ୍ଦୁଝର ଜିଲ୍ଲା ବାଲିବରେଇ ପଞ୍ଚାୟତ ବିଣାପଟିଆ ଗାଁର ସୀତା ମୁର୍ମୁଙ୍କ କାହାଣୀ।

ସୀତାଙ୍କ ବାପାଙ୍କ ନାଁ ରବୀନ୍ଦ୍ର ମୁର୍ମୁ। ଏକ ହତ୍ୟା ମାମଲାରେ ସେ ଜେଲ୍‌ରେ ଅଛନ୍ତି। ଏହାପରେ ୪ ପିଲାଙ୍କୁ ଛାଡ଼ି ତାଙ୍କ ସ୍ତ୍ରୀ ମଧ୍ୟ କୁଆଡ଼େ ଚାଲିଗଲେ। ଆଉ ବାପାମା’ ଥାଇ ବି ସୀତା ଓ ତାଙ୍କ ଭାଇଭଉଣୀ ଅନାଥ ହୋଇଗଲେ। ସୀତାଙ୍କୁ ୧୪ ବର୍ଷ ହୋଇଛି। ସେ ଆଉ ପଢ଼ିବାକୁ ଯାଉ ନାହାନ୍ତି। ତା’ ବଦଳରେ ସେ ପେଟ ପୋଷିବା ପାଇଁ ପର ଘରେ ମୂଲ ଲାଗୁଛନ୍ତି। ତେବେ ତାଙ୍କର ଦୁଇ ସାନ ଭାଇ ଷଷ୍ଠ ଓ ତୃତୀୟ ଶ୍ରେଣୀ ପଢୁଥିବା ବେଳେ ବଡ଼ ଭଉଣୀ ସରିତା ଦଶମ ଶ୍ରେଣୀରେ ପଢୁଛନ୍ତି।

ଏ ଭାଇଭଉଣୀଙ୍କର ଘରଟିଏ ବି ନାହିଁ। ଘରଟି ପୂରା ଭାଙ୍ଗି ଯିବାରୁ ତିନି ବର୍ଷ ହେଲାଣି ସେମାନେ ଚାରି ଜଣ ଯାକ ତାଙ୍କ ଦାଦାଙ୍କ ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ତେବେ ତାଙ୍କ ଦାଦା ବି ଜଣେ ଶ୍ରମିକ। ଏ ଛୁଆଙ୍କ ପେଟ ପୋଷିବା ତଥା ସବୁ ମୌଳିକ ଆବଶ୍ୟକତାକୁ ପୂରଣ କରିବାର ସାମର୍ଥ୍ୟ ତାଙ୍କର ନାହିଁ। ସେଥିପାଇଁ ପାଠପଢ଼ା ଛାଡ଼ି କାମ କରୁଛନ୍ତି ସୀତା। 

ସୀତାଙ୍କ ଦାଦା ନିମ୍ୱାଇ ମୁର୍ମୁ କହିଛନ୍ତି, “ଏ ଛୁଆମାନେ ବଡ଼ ଅସହାୟ ଅବସ୍ଥାରେ ଅଛନ୍ତି। ଆମେ ଚାହୁଁଛୁ ସରକାରଙ୍କ ତରଫରୁ ସେମାନଙ୍କ ପଢ଼ିବା ଓ ରହିବା ବ୍ୟବସ୍ଥା କରାଯାଉ। ତା’ହେଲେ ଆମେ ସରକାରଙ୍କୁ ଧନ୍ୟବାଦ ଦେବୁ।”

ସୀତାର ବଡ଼ ଭଉଣୀ ସରିତା ମୁର୍ମୁ କହିଛନ୍ତି, “ଆମକୁ ଭଲରେ ଖାଇବାକୁ ମିଳୁନି। ବହୁ ଅସୁବିଧାରେ ଅଛୁ। ସରକାର ଆମକୁ ସାହାଯ୍ୟ କରନ୍ତୁ।”

ଜିଲ୍ଲା ପରିଷଦ ସଭ୍ୟା ଟିକି କିସ୍କୁ କହିଛନ୍ତି, “ରବୀନ୍ଦ୍ର ଜେଲ୍ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଚାରି ପାଞ୍ଚ ବର୍ଷ ହେଲାଣି ପିଲାଙ୍କୁ ଛାଡ଼ି ପଲାଇ ଯାଇଛନ୍ତି। ଚାରୋଟି ଛୁଆଙ୍କ ମଧ୍ୟରୁ ତିନୋଟି ଛୁଆ ପଢ଼ୁଛନ୍ତି। ଗୋଟିଏ ଛୁଆ ପଢ଼ି ପାରୁନି। ସେମାନଙ୍କ ଖାଇବା ପିଇବାରେ ଅସୁବିଧା ହେଉଛି। ସେମାନେ ଏବେ ନିଜ ଦାଦାଙ୍କ ଘରେ ରହୁଛନ୍ତି। ତାଙ୍କ ଦାଦା ଜଣେ ଶ୍ରମିକ। ଯାହା ରୋଜାଗାର କରୁଛନ୍ତି ସେଥିରେ ନିଜ ପରିବାର ପୋଷିବା ସହିତ ଏହି ପିଲାଙ୍କୁ ମଧ୍ୟ ପୋଷୁଛନ୍ତି।”

ଆନନ୍ଦପୁର ଉପଜିଲ୍ଲାପାଳ ରବୀନ୍ଦ୍ର ସାହୁ କହିଛନ୍ତି, “ଏ ସମ୍ପର୍କରେ ବଡିଓ ସହ କଥା ହୋଇଛି। ସେମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ନଥିବାରୁ ଆମେ କୌଣସି ଆଶ୍ରମ ସ୍କୁଲରେ ସେମାନଙ୍କୁ ପଢ଼ାଇବା ପାଇଁ ବ୍ୟବସ୍ଥା କରୁଛୁ। ଯଦି ସମ୍ଭବ ହୁଏ ଜିଲ୍ଲାପାଳଙ୍କ ଜରିଆରେ ବାହାର ସ୍କୁଲ ତଥା ଭୁବନେଶ୍ୱର ସ୍ଥିତି କିସ୍‌କୁ ପଠାଇବୁ। ଏଥିସହ ସେମାନଙ୍କ ପାଇଁ ଘରଟିଏ କରିବା ବ୍ୟବସ୍ଥା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story