ବିକିନି ପିନ୍ଧା ସେଲ୍‌ଫି ବଂଚାଇଲା ଯୁବତୀଙ୍କ ଜୀବନ: କଣ ଥିଲା କଳାଜାଇର କାହାଣୀ

ସେଲ୍‌ଫି ବଞ୍ଚାଇଲା ଯୁବତୀଙ୍କ ଜୀବନ। ସେଲଫି ପାଇଁ ଅନେକଙ୍କର ଜୀବନ ଯିବା କଥା ଆପଣ ଜାଣିଛନ୍ତି। ହେଲେ ପ୍ରଥମ ଥର ସେଲ୍‌ଫି ପାଇଁ କାହାର ଜୀବନ ବଞ୍ଚିବା ଖବର ଏବେ ସମ୍ନାକୁ ଆସିଛି। ଇଂଲଣ୍ଡର କ୍ଲୋ ଜୋର୍ଦାନ ନାମକ ଜଣେ ଯୁବତୀ ବିକିନି ପିନ୍ଧି ସେଲ୍‌ଫି ନେଉଥିବା ବେଳେ ଦିନେ ପେଟର ଥିବା କଳା ଜାଇ ତାଙ୍କୁ ବଡ ଦେଖାଯାଇଥିଲା। ଯେତେଥର ସେ ସେଲ୍‌ଫି ନେଉଥିଲେ ସେତେଥର ଏହା ବଡ ଦେଖାଯାଉଥିଲା। ଏହାସହ ଯୁବତୀ ଅନୁଭବ କରିଥିଲେ […]

aaa

Rakesh Mallick
  • Published: Wednesday, 19 April 2017
  • , Updated: 19 April 2017, 06:33 PM IST

ସେଲ୍‌ଫି ବଞ୍ଚାଇଲା ଯୁବତୀଙ୍କ ଜୀବନ। ସେଲଫି ପାଇଁ ଅନେକଙ୍କର ଜୀବନ ଯିବା କଥା ଆପଣ ଜାଣିଛନ୍ତି। ହେଲେ ପ୍ରଥମ ଥର ସେଲ୍‌ଫି ପାଇଁ କାହାର ଜୀବନ ବଞ୍ଚିବା ଖବର ଏବେ ସମ୍ନାକୁ ଆସିଛି। ଇଂଲଣ୍ଡର କ୍ଲୋ ଜୋର୍ଦାନ ନାମକ ଜଣେ ଯୁବତୀ ବିକିନି ପିନ୍ଧି ସେଲ୍‌ଫି ନେଉଥିବା ବେଳେ ଦିନେ ପେଟର ଥିବା କଳା ଜାଇ ତାଙ୍କୁ ବଡ ଦେଖାଯାଇଥିଲା। ଯେତେଥର ସେ ସେଲ୍‌ଫି ନେଉଥିଲେ ସେତେଥର ଏହା ବଡ ଦେଖାଯାଉଥିଲା। ଏହାସହ ଯୁବତୀ ଅନୁଭବ କରିଥିଲେ ଯେ ପେଟରେ ଥିବା କଳାଜାଇର ରଙ୍ଗ ବଦଳୁଛି।

ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ସତ ଜଣା ପଡିଥିଲା। ଡାକ୍ତର କଳାଜାଇକୁ ଏକ୍ସରେ କରିବା ପାଇଁ ପରାମର୍ଶ ଦେଇଥିଲେ। ଯେଉଁଥିରେ ଜଣା ପଡିଥିଲା ଯେ, ସେହି ଜାଗାରେ ସ୍କିନ୍‌ କ୍ୟାନସର ହୋଇଛି ବୋଲି। ଯେହେତୁ ଏହା ଫାଷ୍ଟ ଷ୍ଟେଜ୍‌ରେ ଥିଲା। ତେଣୁ ଯୁବତୀଙ୍କ ଜୀବନ ବଞ୍ଚିଗଲା।

Related story