ଛେଳି ସହ ସେଲ୍‌ଫି ନେବାକୁ ପ୍ରତିଯୋଗିତା: କାହିଁକି ଓ କେଉଁଠି ପଢନ୍ତୁ

ବିଭିନ୍ନ ସମୟରେ ବହୁ ପଶୁ ପକ୍ଷୀ ଭିନ୍ନ ଭିନ୍ନ କାମ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ବେଳେ ବେଳେ ଏମିତି କିଛି ଘଟଣା ଏମାନଙ୍କ ଦ୍ୱାରା ଘଟିଥାଏ ଯାହା ମଣିଷ ପାଇଁ ଭାବିବା ସ୍ୱପ୍ନ। ନିକଟରେ ଏମିତି ଏକ କାଣ୍ଡ କରି ବସିଛି ଗୋଟେ ଛେଳି, ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଛେଳିଟି ମାଲିକର ୧୦୦ କି ୨୦୦ ନୁହେଁ ପୂରା ୬୬,୦୦୦ ଟଙ୍କା ଖାଇଦେଇଛି। ଭୋକ ବିକଳରେ ଛେଳିଟି ଏପରି କାଣ୍ଡ କରି ବସିଛି। ଏହି […]

goat-dreaming

goat-dreaming

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 04:09 PM IST

Sports

Latest News

ବିଭିନ୍ନ ସମୟରେ ବହୁ ପଶୁ ପକ୍ଷୀ ଭିନ୍ନ ଭିନ୍ନ କାମ ପାଇଁ ଚର୍ଚ୍ଚାକୁ ଆସିଥାନ୍ତି। ବେଳେ ବେଳେ ଏମିତି କିଛି ଘଟଣା ଏମାନଙ୍କ ଦ୍ୱାରା ଘଟିଥାଏ ଯାହା ମଣିଷ ପାଇଁ ଭାବିବା ସ୍ୱପ୍ନ। ନିକଟରେ ଏମିତି ଏକ କାଣ୍ଡ କରି ବସିଛି ଗୋଟେ ଛେଳି, ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଛେଳିଟି ମାଲିକର ୧୦୦ କି ୨୦୦ ନୁହେଁ ପୂରା ୬୬,୦୦୦ ଟଙ୍କା ଖାଇଦେଇଛି। ଭୋକ ବିକଳରେ ଛେଳିଟି ଏପରି କାଣ୍ଡ କରି ବସିଛି।

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର କନୌଜ ଜିଲ୍ଲା ସିଲିଆପୁର ଗାଁରେ। ଘଟଣା ଜଣାପଡିବା ପରେ ସତେ ଜେମିତି ଛେଳିଟି ସେଲିବ୍ରିଟ୍‌ ପାଲଟି ଯାଇଛି। ଦୂର ଦୂରାନ୍ତରୁ ପ୍ରତିଦିନ ଲୋକେ ଆସୁଛନ୍ତି ଆଉ ଛେଳି ସହ ସେଲଫି ନେଉଛନ୍ତି।

ରିପୋର୍ଟ ମୁତାବକ ସର୍ଭେଶ କୁମାର ଘର କାମ ପାଇଁ ୨୦୦୦ ଟଙ୍କିଆ ୩୩ଟି ନୋଟ୍‌ ନିଜ ପ୍ୟାଣ୍ଟ ପକେଟ୍‌ରେ ରଖିଥିଲେ। ହେଲେ ଭୋକିଲା ଥିବା ତାଙ୍କ ଛେଳିଟି କୌଣସି ପ୍ରକାରେ ଉକ୍ତ ଟଙ୍କା ପାଖରେ ପହଞ୍ଚି ଯିବା ସହ ଖାଇ ଦେଇଛି। ଏବେ ଛେଳିଟି ଚର୍ଚ୍ଚାରେ ରହିଛି। ପ୍ରତିଦିନ ବହୁ ଲୋକ ତାକୁ ଦେଖିବାକୁ ଆସୁଛନ୍ତି ଓ ତା ସହ ସେଲଫି ନେଉଛନ୍ତି।

କିଛି ଲୋକ ଛେଳିକୁ ନେଇ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଘଟଣା ସମ୍ପର୍କରେ ଶୁଣି ଗଦା ହୋଇଥିବା ଲୋକଙ୍କ ମଧ୍ୟରୁ କିଛି ଛେଳିକୁ ଡାକ୍ତରଖାନା ନେଇ ଔଷଧ ଦେଇ ବାନ୍ତି କରାଇବାକୁ କହୁଥିବା ବେଳେ ଆଉ କିଛି ବିକି ଦେବାକୁ କହିଥିଲେ। କିଛି ଲୋକ ତ ଛେଳି ବିରୋଧରେ ଥାନାରେ ଅଭିଯୋଗ କରିବା ପାଇଁ କହିବାକୁ ପଛାଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story