ମଣିଷ ମାରି ମାଂସ ବିକୁ ଥିଲା ଏ ସିରିୟଲ କିଲର

ରାସ୍ତା କଡ଼ରେ ଖୋଲିଥିବା ଦୋକାନରୁ ଆପଣ ମାଂସ କିଣୁଥିବେ। ଏହି ଦୋକାନ ଗୁଡିକରେ ମୁଖ୍ୟତଃ କୁକୁଡା, ଛେଳି ଓ ଗୋମାଂସ ବିକ୍ରି ହୋଇଥାଏ। ହେଲେ କେବେ ଶୁଣିଛନ୍ତି ରାସ୍ତା କଡ଼ ଦୋକାନରେ ମଣିଷ ମାଂସ ବିକ୍ରି ହେବା କଥା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଜଣେ ସିରିୟଲ କିଲର ସମ୍ପର୍କରେ ଆମେ କହିବାକୁ ଯାଉଛୁ, ଯିଏ ଲୋକଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ସ୍ପେଶାଲ ମାଂସ କହି ବିକ୍ରି କରୁଥିଲା। […]

joseph-metheny

joseph-metheny

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 04:08 PM IST

Sports

Latest News

ରାସ୍ତା କଡ଼ରେ ଖୋଲିଥିବା ଦୋକାନରୁ ଆପଣ ମାଂସ କିଣୁଥିବେ। ଏହି ଦୋକାନ ଗୁଡିକରେ ମୁଖ୍ୟତଃ କୁକୁଡା, ଛେଳି ଓ ଗୋମାଂସ ବିକ୍ରି ହୋଇଥାଏ। ହେଲେ କେବେ ଶୁଣିଛନ୍ତି ରାସ୍ତା କଡ଼ ଦୋକାନରେ ମଣିଷ ମାଂସ ବିକ୍ରି ହେବା କଥା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଏମିତି ଜଣେ ସିରିୟଲ କିଲର ସମ୍ପର୍କରେ ଆମେ କହିବାକୁ ଯାଉଛୁ, ଯିଏ ଲୋକଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ସ୍ପେଶାଲ ମାଂସ କହି ବିକ୍ରି କରୁଥିଲା। କିଛିଦିନ ପୂର୍ବେ ଜେଲ୍‌ରେ ଥିବା ଅବସ୍ଥାରେ ଏହି ସିରିୟଲ କିଲରକୁ ହତ୍ୟା କରାଯାଇଛି। ହତ୍ୟା ପରେ ପୁଣି ଥରେ ସେ ଘଟାଇଥିବା ଏହି ଟାଙ୍କୁରା ଖବର ଚର୍ଚ୍ଚାକୁ ଆସିଛି।

ଆମେରିକାର ଜୋସେଫ ମେଥନୀ। ପତ୍ନୀ ଓ ପୁଅଠାରୁ ଅଲଗା ହୋଇଯିବା ପରେ ପାଲଟି ଯାଇଥିଲା ରାକ୍ଷସ। ରାସ୍ତାରେ ଶୋଉଥିବା ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରୁଥିଲା। ଏହାସହ ଘରକୁ ଯୁବତୀ ଓ ମହିଳାଙ୍କୁ ଡାକି ଶାରୀରିକ ସମ୍ପର୍କ ରଖିବା ପରେ ସେମାନଙ୍କୁ ମଧ୍ୟ ହତ୍ୟା କରୁଥିଲା। ପରେ ଶରୀରକୁ କୁରାଢୀରେ ଖଣ୍ଡ ଖଣ୍ଡ କରୁଥିଲା। ପରେ ଏହି ମାଂସ ଖଣ୍ଡକୁ ସ୍ପେଶାଲ ମାଂସ କହି ହାଇୱେ ସାଇଡରେ ବିକିବାକୁ ବସି ଯାଉଥିଲା। ମୁଖ୍ୟତଃ ହାଇୱେରେ ଯାଉଥିବା ଗାଡର ଡ୍ରାଇଭରଙ୍କୁ ସେ ଏହି ମାଂସ ବିକ୍ରି କରୁଥିଲା।

୯୦ ଦଶକରେ ମେଥନୀ ପୋଲିସ୍‌ ହାତରେ ଧରାପଡିଥିଲା। ପଚରାଉଚରା ବେଳେ ସେ ନିଜେ ଏହା ସ୍ୱୀକାର କରିଥିଲା। ଯାହା ସେତେବେଳେ ସାରା ବିଶ୍ୱକୁ ଚକିତ କରି ଦେଇଥିଲା। ଅନ୍ୟପକ୍ଷରେ ଏପରି ନୃଶଂସତା ପାଇଁ ତିଳେ ହେଲେ ମେଥନୀଙ୍କୁ ପ୍ରଶ୍ଚାତାପ ନଥିଲା। ଏପରି ହତ୍ୟା କରିବା ତାକୁ ସୁଖ ଦେଉଥିଲା ବୋଲି ସେ କହିଥିଲା। ପତ୍ନୀ ପୁଅକୁ ନେଇ ଚାଲିଯିବା ପରେ ଏକୁଟିଆ ହୋଇଯାଇଥିବା ମେଥନୀ ଏପରି ହତ୍ୟା କରି ନିଜ ପୁରୁଷତ୍ୱ ଜାହାରି କରୁଥିବା କହିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ସହ ତା’ର କୌଣସି ବିବାଦ ନଥିଲା। ଏପରିକି ମୃତକଙ୍କ ମଧ୍ୟରୁ ଅଧିକାଂଶଙ୍କୁ ସେ ଚିହ୍ନି ବି ନଥିଲା। ମେଥନୀଙ୍କ ପ୍ରଥମ ଶିକାର ହୋଇଥିଲେ ଏକ ପୋଲ ତଳେ ଶୋଇଥିବା ଦୁଇଜଣ ଯୁବକ। ପୋଲିସ ରେକର୍ଡ ଅନୁସାରେ ଘଟଣା ଦିନ ପୋଲ ତଳେ କେଥୀ ସ୍ପାଇସର (୨୩) ଏବଂ ଏନ୍‌. ମୋଗ୍ଜିନର (୩୨) ଶୋଇଥିବା ବେଳେ ମେଥନୀ ସେମାନଙ୍କୁ ଆକ୍ରମଣ କରିଥିଲା। କୁରାଢୀରେ ସେମାନଙ୍କୁ ହତ୍ୟା କରିବା ପରେ ଶରୀରକୁ ଛୋଟ ଛୋଟ ଖଣ୍ଡ କରି ସେହି ରାସ୍ତା ଉପରେ ହିଁ ଗାଡି ଚାଳକଙ୍କୁ ମାଂସ ବିକ୍ରି କରିଥିଲା। ଏହାପରେ ସେ ଏକାଧିକ ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story