ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ସାବଧାନ: ସଂକେତରୁ ଜାଣିନିଅନ୍ତୁ ବ୍ଲାଷ୍ଟ ହେବ କି ଆପଣଙ୍କ ଫୋନ୍‌

ଆଜିର ସମୟରେ ମୋବାଇଲ ଫୋନ ବିନା ଜିଇଁବା ଅସମ୍ଭବ। ସମସ୍ତେ ପଡିଛନ୍ତି ସ୍ମାର୍ଟଫୋନ ମାୟାରେ। ଏହା ଆମ ପାଇଁ ଯେତିକି ଭଳ ସେତିକି ଖରାପ ମଧ୍ୟ। ଏହା ଜାଣି ମଧ୍ୟ ଆମେ ଏହାର ବ୍ୟବହାର କମାଇ ପାରୁନାହାନ୍ତି। ବହୁ ସମୟରେ ସ୍ମାର୍ଟଫୋନ ପାଇଁ ଜୀବନ ଯିବାର ମଧ୍ୟ ନଜିର ରହିଛି। ଆସନ୍ତୁ ଜାଣିବା ଏପରି କିଛି ସଙ୍କେତ ବିଷୟରେ ଯାହା ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ଲାଷ୍ଟ ହେବାର କାରଣ ହୋଇପାରେ। ମୋବାଇଲ ବ୍ୟାଟେରୀ ଫାଟିବା ସଂକେତ ୧. ଲିଥିୟମ […]

mobile

mobile

Rakesh Mallick
  • Published: Sunday, 20 August 2017
  • Updated: 20 August 2017, 06:50 PM IST

Sports

Latest News

ଆଜିର ସମୟରେ ମୋବାଇଲ ଫୋନ ବିନା ଜିଇଁବା ଅସମ୍ଭବ। ସମସ୍ତେ ପଡିଛନ୍ତି ସ୍ମାର୍ଟଫୋନ ମାୟାରେ। ଏହା ଆମ ପାଇଁ ଯେତିକି ଭଳ ସେତିକି ଖରାପ ମଧ୍ୟ। ଏହା ଜାଣି ମଧ୍ୟ ଆମେ ଏହାର ବ୍ୟବହାର କମାଇ ପାରୁନାହାନ୍ତି। ବହୁ ସମୟରେ ସ୍ମାର୍ଟଫୋନ ପାଇଁ ଜୀବନ ଯିବାର ମଧ୍ୟ ନଜିର ରହିଛି। ଆସନ୍ତୁ ଜାଣିବା ଏପରି କିଛି ସଙ୍କେତ ବିଷୟରେ ଯାହା ଆପଣଙ୍କ ସ୍ମାର୍ଟଫୋନ୍‌ ବ୍ଲାଷ୍ଟ ହେବାର କାରଣ ହୋଇପାରେ।

ମୋବାଇଲ ବ୍ୟାଟେରୀ ଫାଟିବା ସଂକେତ

mobile୧. ଲିଥିୟମ ଆୟନରୁ ତିଆରି ବ୍ୟାଟେରୀ ଚାର୍ଜ କରିବା ଦ୍ୱାରା ଗରମ ହୋଇଥାଏ। ଏପରି କ୍ଷେତ୍ରରେ କମ ବ୍ୟବହାର କରିଲେ ମଧ୍ୟ ଏହା ଗରମ ହୋଇଯାଇଥାଏ। ତେଣୁ ଆପଣଙ୍କ ଫୋନ ଯଦି ଗରମ ହୋଇଯାଉଛି ତେବେ ଏହା କେତେବେଳେ ବି ଫାଟି ପାରେ। ତେଣୁ ତୁରନ୍ତ ଏହାର ବ୍ୟାଟେରୀ ବଦଳେଇ ଦିଅନ୍ତୁ।

୨. ଯଦି ଆପଣଙ୍କ ଫୋନର ବ୍ୟାଟେରୀ ଫୁଲିଯାଇଛି ତେବେ ଶୀଘ୍ର ଏହାକୁ ବଦଳାଇ ଦିଅନ୍ତୁ। ନହେଲେ ଏହା ଯେକୌଣସି ସମୟରେ ବ୍ଲାଷ୍ଟ ହୋଇ ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।

୩. ଆପଣଙ୍କ ଫୋନ ଟଚ୍ କରିବା ମାତ୍ରେ ହିଁ ଗରମ ହୋଇଯାଉଛି କି ? ଯଦି ଏମିତି ହେଉଛି, ତେବେ ଏହାର କାରଣ ଜାଣିବାକୁ ଏକ ସହଜ ଉପାୟ ଅଛି। ଫୋନ୍‌ରୁ ବ୍ୟାଟେରୀ ବାହାର କରି ଏକ ଟେବୁଲ ଉପରେ ରଖି ବୁଲାଇ ଦିଅନ୍ତୁ। ଯଦି ବ୍ୟାଟେରୀ ଘୁରିବ ତେବେ ଜାଣି ନିଅନ୍ତୁ ଏହା ଯେକୌଣସି ସମୟରେ ଫୁଲି ଯାଇପାରେ। ତେଣୁ ଏହାକୁ ତୁରନ୍ତ ବଦଳେଇ ଦିଅନ୍ତୁ।

୪. ବେଳେ ବେଳେ ସ୍ମାର୍ଟଫୋନକୁ ଫୋପାଡିଲେ ବି ଗରମ ହୋଇଯାଏ। ଏପରି ସମସ୍ୟା ଥିଲେ ଏହା ବ୍ଲାଷ୍ଟ ହୋଇଯିବାର ଭୟ ରହିଥାଏ।

୫.  ଅଧିକ ଥଣ୍ଡା ବାତାବରଣରେ ସ୍ମାର୍ଟଫୋନକୁ ଚାର୍ଜ କରିଲେ ଏହାର ବ୍ଲାଷ୍ଟ ହେବାର ସମ୍ଭାବନା ବଢିଯାଏ। ତେଣୁ କମ ତାପମାତ୍ରାରେ ସ୍ମାର୍ଟଫୋନକୁ ଚାର୍ଜ କରନ୍ତୁ ନାହିଁ।

ଫୋନ ବ୍ୟାଟେରୀ ଫାଟିବାର କାରଣ

୧. ଚାର୍ଜ କରିବା ସମୟରେ ଫୋନ ବ୍ୟବହାର କରିଲେ ଏହା ଫାଟି ଯିବାର ସମ୍ଭାବନା ସବୁଠାରୁ ଅଧିକ ଥାଏ। କାରଣ ଚାର୍ଜିଂ ସମୟରେ ମୋବାଇଲର ମଦର ବୋର୍ଡ ଉପରେ ପ୍ରେସର ପଡିଥାଏ। ତେଣୁ ଏହି ସମୟରେ ଫୋନ ବ୍ୟବହାର କରିଲେ ଏହା ବ୍ଲାଷ୍ଟ ହୋଇଯାଇପାରେ।

୨. କିଛି ଫୋନରେ ଶସ୍ତା ଓ ଖରାପ ଇଲେକ୍ଟ୍ରୋନିକ ଉପକରଣର ବ୍ୟବହାର ହୋଇଥାଏ। ତେଣୁ ଏଗୁଡିକର ବ୍ଲାଷ୍ଟ ହେବାର ଭୟ ସବୁବେଳେ ରହିଥାଏ।

୩. ଇଣ୍ଟରନ୍ୟାସନାଲ କଲରେ ଅଧିକ ସମୟ କଥା ହେଳେ ଫୋନ ଫାଟି ଯିବାର ସମ୍ଭାବନା ରହିଥାଏ।

ଯଦି ଆପଣ ନିଜ ଜୀବନ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ସ୍ମାର୍ଟଫୋନର ବ୍ୟବହାର କଲାବେଳେ ଏସବୁ କଥା ଉପରେ ଧ୍ୟାନ ଦିଅନ୍ତୁ। ନଟେତ ଆପଣଙ୍କ ଜୀବନ ବି ବିପଦରେ ପଡିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story