ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ୁଛି ୬ ବର୍ଷର ବାଳକ

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ନାଁ ସୌମ୍ୟଶ୍ରୀ ସାହୁ। ବୟସ ୬ ବର୍ଷ। ହେଲେ ଏହି କୁନି ବୟସରେ ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଜମୁନା ଗାଁର ସୌମ୍ୟଶ୍ରୀ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି। ପ୍ରଥମେ ସେ ଗାଁରେ କଣ୍ଟାବଣିଆ କ୍ରିକେଟ ପଡ଼ିଆରେ ୨୫  ରାଉଣ୍ଡ ଦୌଡ଼ିଥିଲେ ଓ ହାଲିଆ ହୋଇ ନଥିଲେ। ଏହା ଦେଖି ତାଙ୍କ ବାପା ତାଙ୍କୁ ଉତ୍ସାହିତ କରିଥିଲେ। ଦୁଇ ମାସ ହେବ ସେ […]

child

child

Jyoshna Pradhan
  • Published: Sunday, 12 January 2020
  • Updated: 12 January 2020, 03:01 PM IST

Sports

Latest News

କୃଷ୍ଣପ୍ରସାଦ(ନୀଳକଣ୍ଠ ପ୍ରଧାନ): ନାଁ ସୌମ୍ୟଶ୍ରୀ ସାହୁ। ବୟସ ୬ ବର୍ଷ। ହେଲେ ଏହି କୁନି ବୟସରେ ଅଢ଼େଇ ଘଣ୍ଟାରେ ୨୫ କିଲୋମିଟର ଦୌଡ଼ି ସମସ୍ତଙ୍କୁ ଚକିତ କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଜମୁନା ଗାଁର ସୌମ୍ୟଶ୍ରୀ ପ୍ରଥମ ଶ୍ରେଣୀରେ ପାଠ ପଢ଼ନ୍ତି। ପ୍ରଥମେ ସେ ଗାଁରେ କଣ୍ଟାବଣିଆ କ୍ରିକେଟ ପଡ଼ିଆରେ ୨୫  ରାଉଣ୍ଡ ଦୌଡ଼ିଥିଲେ ଓ ହାଲିଆ ହୋଇ ନଥିଲେ। ଏହା ଦେଖି ତାଙ୍କ ବାପା ତାଙ୍କୁ ଉତ୍ସାହିତ କରିଥିଲେ। ଦୁଇ ମାସ ହେବ ସେ ତାଙ୍କ ଗାଁ ପଡ଼ିଆରେ ବିନା କୋଚ୍‌ରେ ଦୌଡ଼ୁଛନ୍ତି। ହେଲେ ଏବେ କିଛି ଦିନ ହେବ ସେ ନିଜ ଗାଁ ଯମୁନା ଠାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଦିନେ ଛାଡ଼ି ଦିନେ ଦୌଡ଼ୁଛନ୍ତି। ଏହି ଦୁଇ ଗାଁ ମଧ୍ୟରେ ଦୂରତ୍ୱ ହେଉଛି ୨୫ କିଲୋମିଟର।

ସୌମ୍ୟଶ୍ରୀ କହିଛନ୍ତି, “ଭୋରରୁ ଉଠି ମୁଁ ଦୌଡ଼ିବାକୁ ଯାଉଛି। ବେଳେ ବେଳେ ମୁଁ ପଡ଼ିଆରେ ୨୫ ରାଉଣ୍ଡ ମାରୁଛି।”

ସୌମ୍ୟଶ୍ରୀଙ୍କ ବାପା ବସନ୍ତ ସାହୁ କହିଛନ୍ତି, “ସେ ସକାଳୁ ଉଠି ଦୌଡ଼ିବାକୁ ଯିବ ବୋଲି କହେ। ସେ ପ୍ରତିଦିନ ପଡ଼ିଆକୁ ଯାଇ ଦୌଡ଼େ। ଆମର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଆମେ ତାକୁ ଭଲ ଖାଦ୍ୟ ମଧ୍ୟ ଦେଇ ପାରୁ ନାହୁଁ।”

ସୌମ୍ୟ ଆଗ୍ରହକୁ ଦେଖି ତାଙ୍କ ବାପା ଏବେ ଗାଁ ପଡ଼ିଆରେ ବିଭିନ୍ନ ବ୍ୟାୟାମ ସମ୍ପର୍କରେ ଟିପ୍ସ ଦେଉଛନ୍ତି। ତେବେ ସୌମ୍ୟର ପ୍ରତିଭା ଦେଖି କେବଳ ତାଙ୍କ ପରିବାର ନୁହେଁ, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଗର୍ବିତ। ପଙ୍କରୁ ପଦ୍ମ ଫୁଟିବା ପରି ସୌମ୍ୟ ଦିନେ ନା’ ଦିନେ ସାରା ଦେଶର ଟେକ ରଖିବ ବୋଲି ଶିକ୍ଷକ ହଟ କିଶ୍ୱର ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story