ଏସି ଭିତରୁ ସାପର ମୂଷା ଶିକାର: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଏସି(ଏୟାର କଣ୍ଡିସନ) ଭିତରେ ସାପ। ଆଉ ସାପ ପାଟିରେ  ମୂଷା। ଏସି ଭିତରୁ ସାପଟି ଓହଳିପଡ଼ି ଏକ ମୂଷାକୁ ଧରୁଥିବା ଦୃଶ୍ୟକୁ ଯିଏ ଦେଖିବ ଚମକିପଡ଼ି। ଗୋଟିଏ ଘର ଭିତରେ ଏମିତି ଏକ ଦୃଶ୍ୟକୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିବା ବେଳେ ଏହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନଡିଟିଭି ପ୍ରକାଶ ପାଇଥିବା  ଏହି ଖବର ବିଷୟରେ ସବିଶେଷ ତଥ୍ୟ ନାହିଁ। ଘଟଣାଟି କେଉଁ ସ୍ଥାନରେ ଘଟିଛି ସେ ସମ୍ପର୍କରେ ତଥ୍ୟ ନାହିଁ।  ଉକ୍ତ […]

snake

snake

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 07:17 PM IST

Sports

Latest News

ନୂଆଦିଲ୍ଲୀ: ଏସି(ଏୟାର କଣ୍ଡିସନ) ଭିତରେ ସାପ। ଆଉ ସାପ ପାଟିରେ  ମୂଷା। ଏସି ଭିତରୁ ସାପଟି ଓହଳିପଡ଼ି ଏକ ମୂଷାକୁ ଧରୁଥିବା ଦୃଶ୍ୟକୁ ଯିଏ ଦେଖିବ ଚମକିପଡ଼ି। ଗୋଟିଏ ଘର ଭିତରେ ଏମିତି ଏକ ଦୃଶ୍ୟକୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିବା ବେଳେ ଏହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନଡିଟିଭି ପ୍ରକାଶ ପାଇଥିବା  ଏହି ଖବର ବିଷୟରେ ସବିଶେଷ ତଥ୍ୟ ନାହିଁ। ଘଟଣାଟି କେଉଁ ସ୍ଥାନରେ ଘଟିଛି ସେ ସମ୍ପର୍କରେ ତଥ୍ୟ ନାହିଁ।  ଉକ୍ତ ନ୍ୟୁଜ୍‌ ଚାନେଲର କହିବା ଅନୁଯାୟୀ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ  ସମ୍ପୂର୍ଣ୍ଣ ତଥ୍ୟ ନାହିଁ। ୧୦ ସେକେଣ୍ଡର ଏହି ଭିଡିଓ କ୍ଲିପଟି  ଜୁନ ୧୦ ତାରିଖରୁ ଫେସ୍‌ବୁକରେ ସେୟାର ହୋଇ ଆସୁଛି। ଅଦ୍ୟାବଧି ଏହି ଭିଡିଓଟିକୁ  ୫୮ ନିୟୁତ ଲୋକ ଦେଖିସାରିଥିବା ବେଳେ ୫୭ ହଜାର ସେୟାର ହୋଇସାରିଛି। ଆଉ ୪୦ ହଜାର କମେଣ୍ଟ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story