କାର୍‌ ଚଳାଇବା ବେଳେ କାଚ ଉପରକୁ ଚାଲି ଆସିଲା ସାପ, ଆଉ ତା’ ପରେ...

ୱାଶିଂଟନ: ସାପ କଥା ଭାବିଲେ, ଆମ ଦେହ ଶୀତେଇ ଯାଏ। ବଡ଼ ହେଉ କି ଛୋଟ, ବିଷାକ୍ତ ହେଉ ବା ନ ହେଉ ପାଖ ଦେଇ ମାଡିଗଲେ ବି ଆମେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଦୌଡିଯାଉ। ହେଲେ ସାପଟି ଯଦି ଆପଣଙ୍କ ଆଖି ଆଗରେ ବହୁ ସମୟ ରହିବ। ଦଂଶନ କରିବାକୁ ଫଣା ଟେକି ବାରମ୍ୱାର ଉଦ୍ୟମ ଚଳାଇବ, ଏପରି କ୍ଷେତ୍ରରେ ଆପଣଙ୍କ ଅବସ୍ଥା କିପରି ରହିବ। ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଥିବା […]

snake-1..

snake-1..

Niharika Rout
  • Published: Sunday, 30 June 2019
  • Updated: 30 June 2019, 03:13 PM IST

Sports

Latest News

ୱାଶିଂଟନ: ସାପ କଥା ଭାବିଲେ, ଆମ ଦେହ ଶୀତେଇ ଯାଏ। ବଡ଼ ହେଉ କି ଛୋଟ, ବିଷାକ୍ତ ହେଉ ବା ନ ହେଉ ପାଖ ଦେଇ ମାଡିଗଲେ ବି ଆମେ ଭୟଭୀତ ହୋଇ ସୁରକ୍ଷିତ ସ୍ଥାନକୁ ଦୌଡିଯାଉ। ହେଲେ ସାପଟି ଯଦି ଆପଣଙ୍କ ଆଖି ଆଗରେ ବହୁ ସମୟ ରହିବ। ଦଂଶନ କରିବାକୁ ଫଣା ଟେକି ବାରମ୍ୱାର ଉଦ୍ୟମ ଚଳାଇବ, ଏପରି କ୍ଷେତ୍ରରେ ଆପଣଙ୍କ ଅବସ୍ଥା କିପରି ରହିବ। ଏପରି ଏକ ଘଟଣା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଥିବା ବେଳେ ଏହାର  ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି।

କ୍ରିସ୍‌ ହେଡରସନ ନାମକ ବ୍ୟକ୍ତି ନିଜ ବାପାଙ୍କ ସହ କାର୍‌ ଡ୍ରାଇଭିଂ କରି କେଉଁଆଡେ ଯାଉଥିଲେ। କିଛି ସମୟ ଯିବା ପରେ ହଠାତ୍‌ କାର୍‌ କାଚ ସମ୍ମୁଖକୁ ଏକ ବଡ଼ ଓ ବିଷାକ୍ତ ସାପ ଚାଲି ଆସିଲା। ସାପଟି ବାରମ୍ବାର କାର୍‌ ଭିତରକୁ ପଶିବାକୁ ଚେଷ୍ଟା ଚଳାଇଥିଲା। କେତେବେଳେ କାର୍‌ ଡୋର ପାଖକୁ ଚାଲି ଆସୁଥିଲା ତ, କେତେବେଳେ ସମ୍ମୁଖକୁ ଯାଇ ଚୋଟ ମାରିବାକୁ ଚଳାଇଥିଲା ଉଦ୍ୟମ।

ଏହାଦେଖି କ୍ରିସ୍‌ ଓ ତାଙ୍କ ବାପା ଭୟଭୀତ ହୋଇଯାଇଥିଲେ ମଧ୍ୟ ବିଚଳିତ ହୋଇନଥିଲେ । କ୍ରିସ୍‌ ଗାଡିର ବେଗକୁ ବଢାଇ ଦେଇଥିଲେ। ଫଳରେ କିଛି ବାଟ ଯିବା ପରେ ସାପଟି  ତଳକୁ ଖସି ପଡିଥିଲା।

https://twitter.com/KingCaedo/status/1143688914269548544

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story