ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି: କେଉଁ ଯୁଗରେ ମଣିଷର ଆୟୂଷ କେତେ ?

ପୌରାଣିକ କଥା କାହାଣୀକୁ ନେଇ ଏବେବି ଅନେକ ଘଟଣା ରହସ୍ୟ ବୁଡ଼ି ରହିଛି । ଏ ସମ୍ପର୍କରେ ଜାରି ରହିଛି କେତେ ଗବେଷଣା କେତେ ଅନୁଧ୍ୟାନ । ସବୁବେଳେ କିଛି ନା କିଛି ନୂଆ ତଥ୍ୟ ଆସୁଛି। ଆଜି ଆମେ ଆପଣଙ୍କୁ ସେମିତି କିଛି ତଥ୍ୟ ଜଣାଇବୁ । ଏହି ନୂଆ ଗବେଷଣାଟି ୪ ଯୁଗ ଉପରେ ପର୍ଯ୍ୟବେଶିତ। ୪ଟି ଯୁଗ ତଥା ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳି ଯୁଗର ମଣିଷର ଆୟୂଷ,ଉଚ୍ଚତା ଏବଂ ପାପ […]

myth

myth

Rakesh Mallick
  • Published: Thursday, 15 June 2017
  • Updated: 19 October 2017, 09:39 PM IST

Sports

Latest News

ପୌରାଣିକ କଥା କାହାଣୀକୁ ନେଇ ଏବେବି ଅନେକ ଘଟଣା ରହସ୍ୟ ବୁଡ଼ି ରହିଛି । ଏ ସମ୍ପର୍କରେ ଜାରି ରହିଛି କେତେ ଗବେଷଣା କେତେ ଅନୁଧ୍ୟାନ । ସବୁବେଳେ କିଛି ନା କିଛି ନୂଆ ତଥ୍ୟ ଆସୁଛି। ଆଜି ଆମେ ଆପଣଙ୍କୁ ସେମିତି କିଛି ତଥ୍ୟ ଜଣାଇବୁ । ଏହି ନୂଆ ଗବେଷଣାଟି ୪ ଯୁଗ ଉପରେ ପର୍ଯ୍ୟବେଶିତ। ୪ଟି ଯୁଗ ତଥା ସତ୍ୟ, ତ୍ରେତୟା, ଦ୍ୱାପର ଏବଂ କଳି ଯୁଗର ମଣିଷର ଆୟୂଷ,ଉଚ୍ଚତା ଏବଂ ପାପ ପୁର୍ଣ୍ଣ୍ୟ ବିଷୟରେ ଅନେକ ଗୂଢ ରହସ୍ୟ ସାମ୍ନାକୁ ଆସିଛି। ତେବେ ଏହି ଗବେଷଣା ଯେ, ଶହେ ପ୍ରତିଶତ ସତ ସେ କଥା ନୁହଁ ତଥାପି ଆପଣ ଅନେକ କିଛି ଜାଣିପାରିବେ। ଆସନ୍ତୁ ଜାଣିବା ସେହି ଯୁଗ ସମ୍ପର୍କରେ କିଛି କଥା

ସତ୍ୟଯୁଗ: ଏହି ଯୁଗର ସମୟକାଳ ୧୭ ଲକ୍ଷ ୨୮ ହଜାର ବର୍ଷ। ସତ୍ୟଯୁଗରେ ମଣିଷର ଉଚ୍ଚତା ହେଉଛି ୩୨ ଫୁଟ୍‌। ଆ ଆୟୂଷ ହେଉଛି  ୧ ଲକ୍ଷ ବର୍ଷ। ଏଯୁଗରେ ତୀର୍ଥ ହେଉଛି ପୁଷ୍କର ଏବଂ ଅବତାର ମତ୍ସ୍ୟ, ହୟଗ୍ରୀବ, କୁର୍ମ, ବରାହ ଏବଂ ନୃସିଂହ। ଏହି ଯୁଗରେ ମଣିଷର ପାପକର୍ମ  ଶୂନ ପ୍ରତିଶତ ଏବଂ ପୁର୍ଣ୍ଣ୍ୟ ଶହେ ପ୍ରତିଶତ ବୋଲି କୁହାଯାଏ । ଏହି ଯୁଗରେ ରତ୍ନରେ ଆର୍ଥିକ କାରବାର ହେଉଥିଲା। ଲୋକେ ସୁନା ପାତ୍ର ବ୍ୟବହାର କରୁଥିଲେ।

ତ୍ରେତୟା: ଏହି ଯୁଗର ସମୟକାଳ ହେଉଛି 12 ଲକ୍ଷ ୯୬ ହଜାର ବର୍ଷ। ମଣିଷର ଉଚ୍ଚତା ଥିଲା ୨୧ ଫୁଟ। ବଞ୍ଚିବାର ଆୟୂଷ ୧୦ ହଜାର ବର୍ଷ।  ଏହି ଯୁଗରେ ତୀର୍ଥ ହେଉଛି ପୁଷ୍କର ଏବଂ ଅବତାର ବାମନ, ପର୍ଶୁରାମ ଏବଂ ରାମ। ଏହି ଯୁଗରେ ମଣିଷ ୨୫ ପ୍ରତିଶତ ପାପ କର୍ମ ଏବଂ ୭୫ ପ୍ରତିଶତ ପୁର୍ଣ୍ଣ୍ୟ କରୁଥିଲା। ଏହି ଯୁଗରେ ଆର୍ଥିକ କାରବାର ସୁନାରେ ହେଉଥିଲା। ଲୋକେ ଚାନ୍ଦିରେ ନିର୍ମିତ ପାତ୍ର ବ୍ୟବହାର କରୁଥିଲେ।

ଦ୍ୱାପର: ଏହି ଯୁଗର ଆୟୁଷ ୮ ଲକ୍ଷ ୬୪ ହଜାର ବର୍ଷ। ମଣିଷର ଆୟୁଷ ୧୦୦୦  ବର୍ଷ। ଉଚ୍ଚତା ୧୧ ଫୁଟ୍‌ ଥିବା କୁହାଯାଏ। ଏହି ଯୁଗର ତୀର୍ଥ କୁରୁକ୍ଷେତ୍ର ଏବଂ ଅବତାର ଭଗବାନ ଶ୍ରୀକୃଷ୍ଣ ବୋଲି ପୁରାଣରେ ବର୍ଣ୍ଣିତ ରହିଛି। ଏହି ଯୁଗରେ ମଣିଷ ୫୦ ପ୍ରତିଶତ ପାପ ଏବଂ ୫୦ ପ୍ରତିଶତ ପୁର୍ଣ୍ଣ୍ୟ କାମ କରୁଥିଲା। ଏହି ଯୁଗରେ ଚାନ୍ଦିରେ କାରବାର ହେଉଥିଲା। ଲୋକେ ତାମ୍ର ପାତ୍ର ବ୍ୟବହାର କରୁଥିଲେ।

କଳିଯୁଗ: କଳିଯୁଗର ଆୟୂଷ ୪ ଲକ୍ଷ ୩୨ ହଜାର ବର୍ଷ ବୋଲି କୁହାଯାଉଛି। ଏହି ଯୁଗରେ ମଣିଷର ଆୟୁଷ ହେଉଛି ଶହେ ବର୍ଷ ଏବଂ ଉଚ୍ଚତା ୫ ଫୁଟ୍‌ ୫ ଇଞ୍ଚ। ଏ ଯୁଗରେ ତୀର୍ଥ ହେଉଛି ଗଙ୍ଗା ଓ ଅବତାର ବୁଦ୍ଧ ଏବଂ କଳକୀ ବୋଲି କୁହାଯାଉଛି। ଏହି ଯୁଗରେ ମଣିଷର ୭୫ ପ୍ରତିଶତ ପାପକର୍ମ ଏବଂ ୨୫ ପ୍ରତିଶତ ପୁର୍ଣ୍ଣ୍ୟ କାମ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story