ବେଳେବେଳେ ଆମ ମାନଙ୍କ ମୁଣ୍ଡ ବିନ୍ଧିଥାଏ। ଏହାକୁ ଆମେ ସାଧାରଣତଃ କିଛି ରୋଗ ବୋଲି ଭାଭିଥାଉ। ଏବଂ ଏହାର ପ୍ରତିକାର ପାଇଁ ଆମେ ବିନା କୈାଣସି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥାଉ। କନ୍ତୁ ଆମେ ହେୟଜ୍ଞାନ କରୁଥିବା ଏହି ରୋଗ କେବେ କେବେ ଭୟଙ୍କର ପରିଣାମ ସୃଷ୍ଟି କରେ।
[vc_video link="https://www.youtube.com/watch?v=k2sEn9oKUlY" align="center"]
ନିକଟରେ ଜଣେ ମହିଳାଙ୍କର ଗତ କିଛି ଦିନ ହେବ ମୁଣ୍ଡ ବିନ୍ଧା ହେଉଥିଲା। ଏହି ମହିଳା ଜଣଙ୍କ ହେଲେ କର୍ଣ୍ଣାଟକର ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ମୁଣ୍ଡ ବିନ୍ଧା ସାଙ୍ଗକୁ ଧୀରେ ଧୀରେ ତାଙ୍କର କାନ ବିନ୍ଧିବା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ସେ ଯେତବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତବେଳେ ପ୍ରାଥମିକ ଚିକିତ୍ସାରୁ ଯାହା ଜଣା ପଡିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ଼୍ୟ କରିଥିଲା। ତାଙ୍କ ମୁଣ୍ଡ ବିନ୍ଧାର କାରଣ ଥିଲା ତାଙ୍କ କାନରେ ଲୁଚି କି ରହିଥିବା ଏବ ବୁଢିଆଣୀ। ଡାକ୍ତର ପ୍ରଥମେ ଜାଣିପାରି ନ ଥିଲେ, ପରେ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଏକ ବଡ ବୁଢିଆଣୀ ରହିଥିବା ଜଣିବାକୁ ପାଇଥିଲେ। ଏହି ଜଣାପଡିବା ପରେ ଏବେ ଭାଇରାଲ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।