ମହିଳାଙ୍କ କାନରେ ବୁଢିଆଣୀ ବସା: ଡାକ୍ତର ଆଶ୍ଚର୍ଯ୍ୟ!

ବେଳେବେଳେ ଆମ ମାନଙ୍କ ମୁଣ୍ଡ ବିନ୍ଧିଥାଏ। ଏହାକୁ ଆମେ ସାଧାରଣତଃ କିଛି ରୋଗ ବୋଲି ଭାଭିଥାଉ। ଏବଂ ଏହାର ପ୍ରତିକାର ପାଇଁ ଆମେ ବିନା କୈାଣସି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥାଉ। କନ୍ତୁ ଆମେ ହେୟଜ୍ଞାନ କରୁଥିବା ଏହି ରୋଗ କେବେ କେବେ ଭୟଙ୍କର ପରିଣାମ ସୃଷ୍ଟି କରେ। ନିକଟରେ ଜଣେ ମହିଳାଙ୍କର ଗତ କିଛି ଦିନ ହେବ ମୁଣ୍ଡ ବିନ୍ଧା ହେଉଥିଲା। ଏହି ମହିଳା ଜଣଙ୍କ ହେଲେ କର୍ଣ୍ଣାଟକର ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ମୁଣ୍ଡ ବିନ୍ଧା ସାଙ୍ଗକୁ […]

spider

spider

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 07:54 PM IST

ବେଳେବେଳେ ଆମ ମାନଙ୍କ ମୁଣ୍ଡ ବିନ୍ଧିଥାଏ। ଏହାକୁ ଆମେ ସାଧାରଣତଃ କିଛି ରୋଗ ବୋଲି ଭାଭିଥାଉ। ଏବଂ ଏହାର ପ୍ରତିକାର ପାଇଁ ଆମେ ବିନା କୈାଣସି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଥାଉ। କନ୍ତୁ ଆମେ ହେୟଜ୍ଞାନ କରୁଥିବା ଏହି ରୋଗ କେବେ କେବେ ଭୟଙ୍କର ପରିଣାମ ସୃଷ୍ଟି କରେ।

[vc_video link="https://www.youtube.com/watch?v=k2sEn9oKUlY" align="center"]

ନିକଟରେ ଜଣେ ମହିଳାଙ୍କର ଗତ କିଛି ଦିନ ହେବ ମୁଣ୍ଡ ବିନ୍ଧା ହେଉଥିଲା। ଏହି ମହିଳା ଜଣଙ୍କ ହେଲେ କର୍ଣ୍ଣାଟକର ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ମୁଣ୍ଡ ବିନ୍ଧା ସାଙ୍ଗକୁ ଧୀରେ ଧୀରେ ତାଙ୍କର କାନ ବିନ୍ଧିବା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ସେ ଯେତବେଳେ ଡାକ୍ତରଙ୍କ ପାଖକୁ ଗଲେ ସେତବେଳେ ପ୍ରାଥମିକ ଚିକିତ୍ସାରୁ ଯାହା ଜଣା ପଡିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ଼୍ୟ କରିଥିଲା। ତାଙ୍କ ମୁଣ୍ଡ ବିନ୍ଧାର କାରଣ ଥିଲା ତାଙ୍କ କାନରେ ଲୁଚି କି ରହିଥିବା ଏବ ବୁଢିଆଣୀ। ଡାକ୍ତର ପ୍ରଥମେ ଜାଣିପାରି ନ ଥିଲେ, ପରେ ବହୁ ପରୀକ୍ଷା ନିରୀକ୍ଷା କରିବା ପରେ ଏକ ବଡ ବୁଢିଆଣୀ ରହିଥିବା ଜଣିବାକୁ ପାଇଥିଲେ। ଏହି  ଜଣାପଡିବା ପରେ ଏବେ ଭାଇରାଲ୍‌ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story