ଟଙ୍କା ଅଭାବରୁ ସ୍କୁଲ ଛାଡ଼ିଥିବା ପିଲା ଏବେ ୫ ହଜାର କୋଟିର ମାଲିକ: ପଢ଼ନ୍ତୁ ସଫଳତା ପଛର କାହାଣୀ

ଲକ୍ଷ୍ୟହୀନ ମଣିଷ ସଫଳତା ପାଏ ନାହିଁ। ସଫଳତା ପାଇବାକୁ ହେଲେ ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟକୁ ବି ମଣିଷ ସାଧ୍ୟ କରି ଆଗକୁ ପଢ଼ିପାରିବ। ଆଜି ଆମେ ଏମିତି ଜଣେ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ, ଯିଏ ଦୃଢ଼ ମନୋବଳ ଯୋଗୁଁ ଆଜି ପଙ୍କରୁ ଉଠି ଶିଖର ଛୁଇଁ ପାରିଛନ୍ତି। ଆସନ୍ତୁ ଜାଣିବା ବ୍ରିଟେନ୍‌ର ଜଣାଶୁଣା ବ୍ୟବସାୟୀ ରଜଜିତ ସିଂ ଭୋପରଣଙ୍କ ସଫଳତା ପଛର […]

ranjdjd_1506959178

ranjdjd_1506959178

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 09:36 PM IST

Sports

Latest News

ଲକ୍ଷ୍ୟହୀନ ମଣିଷ ସଫଳତା ପାଏ ନାହିଁ। ସଫଳତା ପାଇବାକୁ ହେଲେ ଜୀବନରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସହିତ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ। ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟକୁ ବି ମଣିଷ ସାଧ୍ୟ କରି ଆଗକୁ ପଢ଼ିପାରିବ। ଆଜି ଆମେ ଏମିତି ଜଣେ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ, ଯିଏ ଦୃଢ଼ ମନୋବଳ ଯୋଗୁଁ ଆଜି ପଙ୍କରୁ ଉଠି ଶିଖର ଛୁଇଁ ପାରିଛନ୍ତି। ଆସନ୍ତୁ ଜାଣିବା ବ୍ରିଟେନ୍‌ର ଜଣାଶୁଣା ବ୍ୟବସାୟୀ ରଜଜିତ ସିଂ ଭୋପରଣଙ୍କ ସଫଳତା ପଛର କାହାଣୀ।

ପରିବାରରେ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଅଧାରୁ ସ୍କୁଲ ପାଠ ଛାଡିବାକୁ ପଡିଥିଲା ରଣଜିତଙ୍କୁ। ଏହାପରେ ସେ ଏକ ମାଂସ ଦୋକାନରେ ଚାକିରି ଆରମ୍ଭ କରିଥିଲେ। ହେଲେ ଏଥିରେ ହାରି ଯାଇ ନଥିଲେ ରଣଜିତ। କିଛି କରି ଦେଖାଇବାର ଚ୍ଛାଶକ୍ତି ଯୋଗୁଁ ଆଜି ସେ ବ୍ରିଟେନ୍‌ରେ ସବୁଠାରୁ ବଡ଼ ମାଂସ ବ୍ୟବସାୟୀ ଭାବେ ପରିଗଣିତ ହେଉଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୫୦୦୦ କୋଟି ଟଙ୍କାରୁ ଅଧିକ।

ରଣଜିତଙ୍କ ସଂଘର୍ଷର କାହାଣୀ ଯେତିକି ସଂଘର୍ଷମୟ ସେତିକି ରୋମାଞ୍ଚକର ମଧ୍ୟ।

ନାଁରୁ ତ ଜାଣି ପାରୁଥିବେ ରଣଜିତ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ତାଙ୍କ ବାପା ପଞ୍ଜ।ବରୁ  ବ୍ରିଟେନ ଚାଲି ଯାଇଥିଲେ। ରଣଜିତଙ୍କ ଜନ୍ମ ବ୍ରିଟେନର ୱେଷ୍ଟ ମିଡଲ୍ୟାଣ୍ଡସ୍‌ ସିଟିର ଏକ ବସ୍ତିରେ ହୋଇଥିଲା। ଆର୍ଥିକ ଅଭାବ ଯୋଗୁଁ ମାତ୍ର ୧୬ ବର୍ଷରେ ହାଇସ୍କୁଲରୁ ପାଠପଢ଼ା ଛାଡ଼ି ମାଂସ କାରଖାନାରେ କାମ କରିବା ଆରମ୍ଭ କରିଥିଲେ। ପରେ ଏହିଠାରୁ ହିଁ ବ୍ୟବସାୟ ଦୁନିଆରେ ପାଦ ଥାପିଥିଲେ।

୧୯୯୩ ମସିହାରେ ବ୍ୟାଙ୍କରୁ ଋଣ ନେଇ ୨ ସିଷ୍ଟର୍ସ ଫୁଡ ଗ୍ରୁପ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ। ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ଯୋଗୁଁ ଆଖପାଖ ଅଞ୍ଚଳରେ କମ୍ପାନୀ ଖୁବ ଲୋକପ୍ରିୟ ହୋଇଯାଇଥିଲା। ଧିରେ ଧିରେ କମ୍ପାନୀର କାରବାର ବଢ଼ିବାକୁ ଲାଗିଲା। ଲୋକେ କମ୍ପାନୀର ଖାଦ୍ୟ କିଣିବାକୁ ଅଧିକ ପସନ୍ଦ କଲେ।  ଆଜି ଏହା ଟର୍ଣ୍ଣ ଓଭର ଅନୁସାରେ ବ୍ରିଟେନର୍ ସବୁଠୁ ବଡ଼ ଚିକେନ ସପ୍ଲାୟର କମ୍ପାନୀରେ ଭାବରେ ପରଚିତ।

ବର୍ତ୍ତମାନ ୩୬ଟି ଦେଶକୁ କମ୍ପାନୀ ମାଂସ ରପ୍ତାନୀ କରୁଛି। କମ୍ପାନୀରେ ୨୬,୦୦୦ କର୍ମଚାରୀ କାମ କରୁଛନ୍ତି। ପ୍ରତି ସପ୍ତାହରେ ୬୦ ଲକ୍ଷ୍ୟ ଚିକେନ ବିକ୍ରି କରାଯାଉଛି। ବ୍ରିଟେନରେ କମ୍ପାନୀର ୭୦୦ ଫାର୍ମ ହାଉସ ରହିଛି। ବ୍ରିଟେନ୍‌ରେ ସେ ଚିକେନ କିଂ ନାମରେ ପରିଚିତ। ‘ସଣ୍ଡେ ଟାଇମ୍ସ’ର ଏକ ସର୍ଭେ ଅନୁସାରେ ଏସିଆର ୨୦ ଜଣ କୋଟିପତିଙ୍କ ମଧ୍ୟରେ ରଣଜିତ ଅଛନ୍ତି।

କେବଳ ବ୍ୟବସାୟ ନୁହେଁ ସମାଜସେବାରେ ମଧ୍ୟ ସେ ବହୁ ଆଗରେ। ଏଥିପାଇଁ ତାଙ୍କୁ ବହୁ ସ୍ଥାନରେ ସମ୍ମାନିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story