ଯେଉଁମାନଙ୍କ ହାତରେ ଅଛି ଏମିତି ରେଖା ସେମାନଙ୍କର ହୋଇପାରିବନି ବିବାହ!

ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ।  ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତବାଣୀ  କରନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ହୋଇଥାଏ। ପ୍ରତ୍ୟେକ ହସ୍ତରେଖାର ଅଲଗା ଅଲଗା ମହତ୍ତ୍ୱ ଅଛି। ଏଥିରେ ଏକ ବିବାହ ରେଖା ମଧ୍ୟ ଅଛି। ଅନେକ ସମୟରେ ଦେଖାଯାଇଛି ପୁଅ ହେଉ ଅବା ଝିଅ ବିବାହ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୁଅନ୍ତି। ତା’ର କାରଣ ହାତରେ ଥିବା ଏହି ବିବାହ ରେଖା ହୋଇପାରେ। ଏହି ବିବାହ ରେଖା ସବୁଠୁ ଛୋଟ ଆଙ୍ଗୁଳିର ତଳେ […]

hand

hand

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 12:01 PM IST

Sports

Latest News

ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ।  ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତବାଣୀ  କରନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ହୋଇଥାଏ।

ପ୍ରତ୍ୟେକ ହସ୍ତରେଖାର ଅଲଗା ଅଲଗା ମହତ୍ତ୍ୱ ଅଛି। ଏଥିରେ ଏକ ବିବାହ ରେଖା ମଧ୍ୟ ଅଛି। ଅନେକ ସମୟରେ ଦେଖାଯାଇଛି ପୁଅ ହେଉ ଅବା ଝିଅ ବିବାହ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୁଅନ୍ତି। ତା’ର କାରଣ ହାତରେ ଥିବା ଏହି ବିବାହ ରେଖା ହୋଇପାରେ।

ଏହି ବିବାହ ରେଖା ସବୁଠୁ ଛୋଟ ଆଙ୍ଗୁଳିର ତଳେ ଥାଏ। ଯେଉଁମାନଙ୍କ କ୍ଷେତ୍ରରେ ଏହି ରେଖା ହୃଦୟ ରେଖା ଆଡକୁ ଲମ୍ବି ଥିବ ଓ ଆଗକୁ ଯାଇ ଏହି ରେଖାରୁ ଆଉ ଦୁଇ ତିନୋଟି ରେଖା ବାହାରିଥିବ ସେମାନଙ୍କ ବୈବାହିକ ଜୀବନ ସୁଖଦ ହୁଏ ନାହିଁ। କେବଳ ଏତିକି ନୁହେଁ ରେଖାର ଏଭଳି ସ୍ଥିତି ଥିବା ଅନେକ ଯୁବକଯୁବତୀଙ୍କର ବିବାହ ମଧ୍ୟ ହୋଇପାରେ ନାହିଁ। ପୁଣି ଯେଉଁମାନଙ୍କ ବିବାହ ରେଖା ମଝିରେ ଭାଙ୍ଗି ଯାଇଥାଏ ସେମାନଙ୍କର ବୈବାହିକ ଜୀବନ ଲମ୍ବା ସମୟ ଧରି ଚାଲେ ନାହିଁ। ଏଭଳି ଅଧାରୁ ଭାଙ୍ଗି ଯାଇଥିବା ରେଖା ଆହୁରି ଦୁଃଖଦ ମୁହୂର୍ତ୍ତ ଆଣି ଦେଇପାରେ। ଯେମିତିକି ଜୀବନସାଥୀ ଛାଡ଼ପତ୍ର ଦେଇ ଦିଅନ୍ତି ଅବା ତାଙ୍କର ମୃତ୍ୟୁ ହୋଇଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story