ହସ୍ତରେଖା ଦେଖି ଭବିଷ୍ୟତବାଣୀ କୁହାଯାଏ। ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତବାଣୀ କରନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ହୋଇଥାଏ।
ପ୍ରତ୍ୟେକ ହସ୍ତରେଖାର ଅଲଗା ଅଲଗା ମହତ୍ତ୍ୱ ଅଛି। ଏଥିରେ ଏକ ବିବାହ ରେଖା ମଧ୍ୟ ଅଛି। ଅନେକ ସମୟରେ ଦେଖାଯାଇଛି ପୁଅ ହେଉ ଅବା ଝିଅ ବିବାହ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୁଅନ୍ତି। ତା’ର କାରଣ ହାତରେ ଥିବା ଏହି ବିବାହ ରେଖା ହୋଇପାରେ।
ଏହି ବିବାହ ରେଖା ସବୁଠୁ ଛୋଟ ଆଙ୍ଗୁଳିର ତଳେ ଥାଏ। ଯେଉଁମାନଙ୍କ କ୍ଷେତ୍ରରେ ଏହି ରେଖା ହୃଦୟ ରେଖା ଆଡକୁ ଲମ୍ବି ଥିବ ଓ ଆଗକୁ ଯାଇ ଏହି ରେଖାରୁ ଆଉ ଦୁଇ ତିନୋଟି ରେଖା ବାହାରିଥିବ ସେମାନଙ୍କ ବୈବାହିକ ଜୀବନ ସୁଖଦ ହୁଏ ନାହିଁ। କେବଳ ଏତିକି ନୁହେଁ ରେଖାର ଏଭଳି ସ୍ଥିତି ଥିବା ଅନେକ ଯୁବକଯୁବତୀଙ୍କର ବିବାହ ମଧ୍ୟ ହୋଇପାରେ ନାହିଁ। ପୁଣି ଯେଉଁମାନଙ୍କ ବିବାହ ରେଖା ମଝିରେ ଭାଙ୍ଗି ଯାଇଥାଏ ସେମାନଙ୍କର ବୈବାହିକ ଜୀବନ ଲମ୍ବା ସମୟ ଧରି ଚାଲେ ନାହିଁ। ଏଭଳି ଅଧାରୁ ଭାଙ୍ଗି ଯାଇଥିବା ରେଖା ଆହୁରି ଦୁଃଖଦ ମୁହୂର୍ତ୍ତ ଆଣି ଦେଇପାରେ। ଯେମିତିକି ଜୀବନସାଥୀ ଛାଡ଼ପତ୍ର ଦେଇ ଦିଅନ୍ତି ଅବା ତାଙ୍କର ମୃତ୍ୟୁ ହୋଇଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।
Special
ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ; ଭାରତୀୟ ରେଲୱେର ଡ୍ରିମ୍ ପ୍ରୋଜେକ୍ଟ
ଚେନାବ ନଦୀ ବୁକୁରେ ଠିଆ ହୋଇଥିବା ଏହି ଚେନାବ ବ୍ରିଜର ଉଚ୍ଚତା ଆଇଫିଲ୍ ଟାୱାରଠାରୁ ବି ଅଧିକ। ଏହା ବ୍ଲାଷ୍ଟ ପ୍ରୁଫ ଓ ଭୂକଂପ ନିରୋଧୀ।