ମୃତ୍ୟ ପୂର୍ବରୁ ସମସ୍ତଙ୍କୁ ଦେଖାଯାଏ ଏପରି କିଛି ସଙ୍କେତ

ଜନ୍ମ ହୋଇ ଥିଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ। ତେବେ  ମୃତ୍ୟୁକୁ ନେଇ ବିଭିନ୍ନ କଥା ରହିଛି। ତେବେ ଜାଣି ଆଶ୍ଚର୍ଯ୍ୟ ଲାଗିବ, ମୃତ୍ୟୁ ପୂର୍ବରୁ ମଣିଷକୁ ଏପରି କିଛି ସଙ୍କେତ ମିଳିଥାଏ, ଯେଉଁଥିରେ ସେ ଆଭାସ ପାଇଥାଏ ଯେ ତା’ର ଦୁନିଆ ଛାଡ଼ିବାର ସମୟ ପାଖେଇ ଆସୁଛି। ଆଜି ଆସନ୍ତୁ ଜାଣିବା କ’ଣ ସେହି ସବୁ ସଙ୍କେତ। ଏକ ଗବେଷଣାରୁ ଜଣାପଡ଼ିଛି, ମୃତ୍ୟୁ ପୂର୍ବରୁ ମଣିଷକୁ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ […]

Death 1

Death 1

Rakesh Mallick
  • Published: Saturday, 14 July 2018
  • Updated: 14 July 2018, 02:31 PM IST

Sports

Latest News

ଜନ୍ମ ହୋଇ ଥିଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ। ତେବେ  ମୃତ୍ୟୁକୁ ନେଇ ବିଭିନ୍ନ କଥା ରହିଛି। ତେବେ ଜାଣି ଆଶ୍ଚର୍ଯ୍ୟ ଲାଗିବ, ମୃତ୍ୟୁ ପୂର୍ବରୁ ମଣିଷକୁ ଏପରି କିଛି ସଙ୍କେତ ମିଳିଥାଏ, ଯେଉଁଥିରେ ସେ ଆଭାସ ପାଇଥାଏ ଯେ ତା’ର ଦୁନିଆ ଛାଡ଼ିବାର ସମୟ ପାଖେଇ ଆସୁଛି। ଆଜି ଆସନ୍ତୁ ଜାଣିବା କ’ଣ ସେହି ସବୁ ସଙ୍କେତ।

ଏକ ଗବେଷଣାରୁ ଜଣାପଡ଼ିଛି, ମୃତ୍ୟୁ ପୂର୍ବରୁ ମଣିଷକୁ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିଥାଏ। ଏମିତିକି ଛାଇ ମଧ୍ୟ ଦେଖାଯାଇଥାଏ। ଏପରି ବି କୁହାଯାଇଛି, ମୃତ୍ୟୁ ପୂର୍ବରୁ ମଣିଷକୁ  ନିଜେ ରହୁଥିବା କୋଠରୀ କୋଣରେ ସେମାନଙ୍କ ପ୍ରିୟଜନଙ୍କ ଛାଇ ଦେଖିଲା ଭଳି ଅନୁଭବ କରିଥାନ୍ତି। କିଛି କିଛି ଲୋକଙ୍କୁ ନିଜ ବାପାଙ୍କ ଛାଇ ମଧ୍ୟ ଦେଖିବାକୁ ମିଳିଥାଏ।

ଏହାସହ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କିମ୍ୱା କିଛି ଦିନ ପୂର୍ବରୁ ନିଜ ଆଖ ପାଖରେ ଛାଇ ମଧ୍ୟ ଦେଖାଯାଏ। ଏହି ଛାଇ ଦେଖି ଜଣେ ବ୍ୟକ୍ତି ତା’ର ମୃତ୍ୟୁର ଆଭାସ ପାଇଥାଏ।  ତେବେ ଅକାଳ ମୃତ୍ୟୁ ହେଉଥିବା ଲୋକଙ୍କ କ୍ଷେତ୍ରରେ ଏପରି କିଛି ଅନୁଭବ ଆସିନଥାଏ। କାରଣ ସେମାନଙ୍କ ମୃତ୍ୟୁ ହଠାତ୍ ଘଟିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos