ଜନ୍ମ ହୋଇ ଥିଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ଦୁନିଆର ସବୁଠାରୁ ବଡ଼ ରହସ୍ୟ। ତେବେ ମୃତ୍ୟୁକୁ ନେଇ ବିଭିନ୍ନ କଥା ରହିଛି। ତେବେ ଜାଣି ଆଶ୍ଚର୍ଯ୍ୟ ଲାଗିବ, ମୃତ୍ୟୁ ପୂର୍ବରୁ ମଣିଷକୁ ଏପରି କିଛି ସଙ୍କେତ ମିଳିଥାଏ, ଯେଉଁଥିରେ ସେ ଆଭାସ ପାଇଥାଏ ଯେ ତା’ର ଦୁନିଆ ଛାଡ଼ିବାର ସମୟ ପାଖେଇ ଆସୁଛି। ଆଜି ଆସନ୍ତୁ ଜାଣିବା କ’ଣ ସେହି ସବୁ ସଙ୍କେତ।
ଏକ ଗବେଷଣାରୁ ଜଣାପଡ଼ିଛି, ମୃତ୍ୟୁ ପୂର୍ବରୁ ମଣିଷକୁ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିଥାଏ। ଏମିତିକି ଛାଇ ମଧ୍ୟ ଦେଖାଯାଇଥାଏ। ଏପରି ବି କୁହାଯାଇଛି, ମୃତ୍ୟୁ ପୂର୍ବରୁ ମଣିଷକୁ ନିଜେ ରହୁଥିବା କୋଠରୀ କୋଣରେ ସେମାନଙ୍କ ପ୍ରିୟଜନଙ୍କ ଛାଇ ଦେଖିଲା ଭଳି ଅନୁଭବ କରିଥାନ୍ତି। କିଛି କିଛି ଲୋକଙ୍କୁ ନିଜ ବାପାଙ୍କ ଛାଇ ମଧ୍ୟ ଦେଖିବାକୁ ମିଳିଥାଏ।
ଏହାସହ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କିମ୍ୱା କିଛି ଦିନ ପୂର୍ବରୁ ନିଜ ଆଖ ପାଖରେ ଛାଇ ମଧ୍ୟ ଦେଖାଯାଏ। ଏହି ଛାଇ ଦେଖି ଜଣେ ବ୍ୟକ୍ତି ତା’ର ମୃତ୍ୟୁର ଆଭାସ ପାଇଥାଏ। ତେବେ ଅକାଳ ମୃତ୍ୟୁ ହେଉଥିବା ଲୋକଙ୍କ କ୍ଷେତ୍ରରେ ଏପରି କିଛି ଅନୁଭବ ଆସିନଥାଏ। କାରଣ ସେମାନଙ୍କ ମୃତ୍ୟୁ ହଠାତ୍ ଘଟିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।