ସାବଧାନ ! ଘରେ ରଖିଛନ୍ତି କି ଏହି ବିଷାକ୍ତ ଗଛ, ହୋଇପାରେ ମୃତ୍ୟୁର କାରଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଅଗଣା କି ବଗିଚା ଅବା ବାଲ୍‌କୋନି କି ଛାତ ଉପର, ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ, ଆମେ ନୂଆ ନୂଆ ଚାରା ଗଛ ଲଗାଇବା ପାଇଁ ଆଣିଥାଉ। ଅନେକ ଲୋକ ଘରେ ଋତୁ ଅନୁସାରେ ବିଭିନ୍ନ ରକମର ଶୋଭାବର୍ଦ୍ଧନକାରୀ ଗଛ ମଧ୍ୟ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ମନେ ରଖନ୍ତୁ, ଏପରି କିଛି ବିଷାକ୍ତ ଗଛ ଅଛି, ଯାହା ଆପଣଙ୍କ ଜୀବନ ହାନିର କାରଣ ମଧ୍ୟ ହୋଇପାରେ। ଆମେ କହୁଥିବା […]

DieffenbachiaL

DieffenbachiaL

Ordigital Desk
  • Published: Thursday, 16 August 2018
  • Updated: 16 August 2018, 03:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ଅଗଣା କି ବଗିଚା ଅବା ବାଲ୍‌କୋନି କି ଛାତ ଉପର, ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ, ଆମେ ନୂଆ ନୂଆ ଚାରା ଗଛ ଲଗାଇବା ପାଇଁ ଆଣିଥାଉ। ଅନେକ ଲୋକ ଘରେ ଋତୁ ଅନୁସାରେ ବିଭିନ୍ନ ରକମର ଶୋଭାବର୍ଦ୍ଧନକାରୀ ଗଛ ମଧ୍ୟ ଲଗାଇବାକୁ ପସନ୍ଦ କରନ୍ତି। କିନ୍ତୁ ମନେ ରଖନ୍ତୁ, ଏପରି କିଛି ବିଷାକ୍ତ ଗଛ ଅଛି, ଯାହା ଆପଣଙ୍କ ଜୀବନ ହାନିର କାରଣ ମଧ୍ୟ ହୋଇପାରେ। Dieffenbachia_maculata_Camille_2048x@2x
ଆମେ କହୁଥିବା ଗଛଟି ଏପରି ବିଷାକ୍ତ ଯେ ଏହାକୁ ଛୁଇଁବା ପରେ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଚାଲିଯିବାର ଆଶଙ୍କା ରହିଛି।

ଏହି ପ୍ରାଣନାଶକ ଗଛର ନାଁ ହେଉଛି ‘ଡମ୍ୱ୍‌ କାନ୍‌’। ବୈଜ୍ଞାନିକଙ୍କ ଗବେଷଣାରୁ ମଧ୍ୟ ଏହା ପ୍ରମାଣିତ ହୋଇ ସାରିଛି ଯେ ‘ଡମ୍ୱ୍‌ କାନ୍‌' ଏକ ବିଷଧର ଗଛ।

dump canଗବେଷଣାରୁ ଜଣାପଡ଼ିଛି, ଏହି ଗଛର କ୍ଷୀର ଯଦି ମଣିଷ ଶରୀରରେ ଲାଗେ, ତେବେ ପ୍ରଥମେ ଚର୍ମ କୁଣ୍ଡାଇ ହେବା ଆରମ୍ଭ କରେ। ଛୋଟ ଶିଶୁଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଥାଏ ଏବଂ ବୟସ୍କ ଲୋକଙ୍କ ଜବୀନ ଚାଲିଯିବା ପାଇଁ ମାତ୍ର ୧୫ ମିନିଟ୍‌ ସମୟ ଲାଗିଥାଏ।
ଯଦି କୌଣସି ବ୍ୟକ୍ତି ଏହି ଗଛକୁ ଛୁଇଁ ସାରିବା ପରେ ସେହି ହାତକୁ ଆଖିରେ ମାରନ୍ତି, ତେବେ ଆଖିର ଜ୍ୟୋତି ମଧ୍ୟ ସବୁଦିନ ପାଇଁ ନଷ୍ଟ ହୋଇ ଯାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos