୧୮ ବର୍ଷ ହେଲାଣି ଏକତାର ବାର୍ତ୍ତା ବାଣ୍ଟୁଛନ୍ତି ଏହି ହିନ୍ଦୁ ମହିଳା; ରମଜାନ୍ ମାସରେ କ’ଣ କରନ୍ତି ସେ ପଢ଼ନ୍ତୁ

ନୂଆଦିଲ୍ଲୀ:  ଏବେ ଚାଲିଛି ରମଜାନ। କେବଳ ଦେଶ ନୁହେଁ, ପୂରା ଦୁନିଆର ଲୋକ ରୋଜା ରଖି ପ୍ରାର୍ଥନା କରିବା ପାଇଁ ହଜରତ ନିଜାମୁଦ୍ଦିନ ଦରଘାରେ ପହଞ୍ଚୁଛନ୍ତି। ରମଜାନ ସାଧାରଣତଃ ମୁସଲିମ ମାନେ ରୋଜା ରଖନ୍ତି। କିନ୍ତୁ ଏମିତି କିଛି ହିନ୍ଦୁ ଅଛନ୍ତି ଯେଉଁମାନେ ରୋଜା ରଖିଥିବା ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ ଇଫ୍‌ତାରର ବ୍ୟବସ୍ଥା କରନ୍ତି। କିରଣ ଶର୍ମା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ। ଗରିବ ମୁସ୍‌ଲିମ ଲୋକଙ୍କ ପାଇଁ ସେ ଇଫ୍‌ତାରର ବ୍ୟବସ୍ଥା କରନ୍ତି। କିରଣ […]

charity

charity

Rakesh Mallick
  • Published: Friday, 09 June 2017
  • Updated: 09 June 2017, 12:41 PM IST

Sports

Latest News

ନୂଆଦିଲ୍ଲୀ:  ଏବେ ଚାଲିଛି ରମଜାନ। କେବଳ ଦେଶ ନୁହେଁ, ପୂରା ଦୁନିଆର ଲୋକ ରୋଜା ରଖି ପ୍ରାର୍ଥନା କରିବା ପାଇଁ ହଜରତ ନିଜାମୁଦ୍ଦିନ ଦରଘାରେ ପହଞ୍ଚୁଛନ୍ତି। ରମଜାନ ସାଧାରଣତଃ ମୁସଲିମ ମାନେ ରୋଜା ରଖନ୍ତି। କିନ୍ତୁ ଏମିତି କିଛି ହିନ୍ଦୁ ଅଛନ୍ତି ଯେଉଁମାନେ ରୋଜା ରଖିଥିବା ଲୋକଙ୍କ ପାଇଁ ନିଜ ଖର୍ଚ୍ଚରେ ଇଫ୍‌ତାରର ବ୍ୟବସ୍ଥା କରନ୍ତି। କିରଣ ଶର୍ମା ହେଉଛନ୍ତି ସେମାନଙ୍କ ମଧ୍ୟରୁ ଜଣେ। ଗରିବ ମୁସ୍‌ଲିମ ଲୋକଙ୍କ ପାଇଁ ସେ ଇଫ୍‌ତାରର ବ୍ୟବସ୍ଥା କରନ୍ତି।

କିରଣ କହନ୍ତି ଯେ ସେ ୧୮ ବର୍ଷ ହେଲାଣି ହଜରତ ନିଜାମୁଦ୍ଦିନ ଦରଘାକୁ ଆସୁଛନ୍ତି। ଏହି ଦରଘାରେ ତାଙ୍କର ଅନେକ ପ୍ରାର୍ଥନା ପୂରଣ ହୋଇଛି। ତାଙ୍କ ଝିଅ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ବଞ୍ଚିବାର ଆଶା ଖୁବ୍ କ୍ଷୀଣ ଥିଲା। କିନ୍ତୁ ଏ ଦରଘାରେ ପ୍ରାର୍ଥନା କରିବା ପରେ ତାଙ୍କ ଝିଅ ସୁସ୍ଥ ହୋଇଯାଇଥିଲେ। ସେ ସବୁ ରମ୍‌ଜାନ୍ ମାସରେ ଏହି ଦରଘାକୁ ଆସନ୍ତି ଓ ଲୋକଙ୍କ ପାଇଁ ଇଫ୍‌ତାରର ଆୟୋଜନ କରନ୍ତି।

ଦରଘାର ଚିଫ୍ ଇନ୍‌ ଚାର୍ଜ ଅଫିସର ମଧ୍ୟ କିରଣଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ ହିନ୍ଦୁ-ମୁସ୍‌ଲିମଙ୍କ ଏକତାର ବାର୍ତ୍ତା ଦେଉଛନ୍ତି। ଆଉ ଗଲା ୧୮ ବର୍ଷ ହେଲାଣି ସେ ଏପରି କରି ଚାଲିଛନ୍ତି। ଏହା ପୂରା ଦେଶ ପାଇଁ ଏକ ସନ୍ଦେଶ ଏକାଠି ମିଳିମିଶି ରହିବା ପାଇଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story