ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍): ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ, ତାହା କେହି ବି ପୂର୍ବରୁ ଜାଣି ନଥା'ନ୍ତି। ଅଷ୍ଟ୍ରେଲିଆର ଜଣେ ଯୁବକଙ୍କ ଭାଗ୍ୟରେ ଏପରି କିଛି ଘଟିଛି । ମୃତ୍ୟୁ ପୂର୍ବରୁ ବାପାଙ୍କ ଶେଷଇଚ୍ଛା, ତାଙ୍କୁ ଏବେ କୋଟିପତି କରିଦେଇଛି।
ଅଷ୍ଟ୍ରେଲିଆର ସିଡ୍ନୀରେ ରହୁଥିବା ଜଣେ ଯୁବକଙ୍କ ବାପା ମୃତ୍ୟୁ ପୂର୍ବରୁ ପୁଅଙ୍କ ପାଖରେ ନିଜ ଶେଷ ଇଚ୍ଛାରେ ଏକ ସ୍ୱତନ୍ତ୍ର ନମ୍ବର୍ର ଲଟେରୀ ଟିକେଟ୍ କିଣିବାକୁ କହିଥିଲେ। ଦିବଙ୍ଗତ ବାପା ନିଜେ ୨୦ ବର୍ଷ ବୟସରୁ ଏହି ନିର୍ଦ୍ଦିଷ୍ଟ ନମ୍ବରର ଟିକେଟ୍ ବରାବର୍ କିଣୁଥିଲେ ହେଁ କେବେ ବି ତାଙ୍କର ଲଟେରୀ ଲାଗି ନଥିଲା। ତଥାପି ସେ ଏହି ନମ୍ବର୍କୁ ନେଇ ବେଶ୍ ଆଶାବାଦୀ ଥିଲେ।
ମୃତ୍ୟୁ ପୂର୍ବରୁ ଏହି ନିର୍ଦ୍ଦିଷ୍ଟ ନମ୍ବର୍ର ଲଟେରୀ ଟିକେଟ୍ କିଣିବାକୁ ମଧ୍ୟ ସେ ତାଙ୍କ ପୁଅଙ୍କୁ କହିଥିଲେ। ଆଉ ବାପାଙ୍କ ଶେଷ ଇଚ୍ଛା ଅନୁସାରେ, ପୁଅ ସେହି ନମ୍ବର ଟିକେଟ୍ କିଣି ଜ୍ୟାକପଟ୍ ଜିତି ଯାଇଥିଲେ। ଏହି ଲଟେରୀରୁ ସେ ୮ମିଲିୟନ୍ ଡଲାର ଅର୍ଥାତ୍ ୫୦କୋଟି ଟଙ୍କା ଜିତିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଜନ୍ମମାଟିର ମୋହ ବର୍ଷାଙ୍କୁ ଇଟାଲୀରୁ ଓଡ଼ିଶା ଟାଣି ଆଣିଛି
ଠିକଣା ଖୋଜୁଥିବା ବର୍ଷା ଶେଷରେ ପାଇଲେ ନୂଆ ଠିକଣା। ଆଉ ବାପା-ମାଆଙ୍କ ସହିତ ଗଲେ ବିଦେଶ। ଇଟାଲୀରେ ପାଠ ପଢ଼ିଲେ। ଏନ୍ରିକୋ ଭୋଲୋପ ଓ ତାଙ୍କ ପତ୍ନୀ ଡକ୍ଟର ପଟ୍ରଜିଆ ଜରଜୋଟି ନିଜର ଝିଅ ବର୍ଷାକୁ ବହୁ ଭଲ ପାଉଥିଲେ।
Special
କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ସମାନ ଅବସ୍ଥା; କମ୍ପ୍ୟୁଟର ଅଛି, ପଢ଼ାଇବାକୁ ଶିକ୍ଷକ ନାହାନ୍ତି
ତତ୍କାଳୀନ ବିଜେଡି ସରକାର ଶିକ୍ଷକ ନିଯୁକ୍ତିର କୌଣସି ବିଦ୍ଧିବଧ ବ୍ୟବସ୍ଥା ନକରି କୋଟି କୋଟି ଟଙ୍କାରେ ଏ ସବୁ କମ୍ପ୍ୟୁଟର କାହାକିଁ ଓ କାହା ଉଦ୍ଦେଶ୍ୟରେ କିଣିଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ।
Special
ଓଡ଼ିଆ କୋଢ଼ିଆ ନୁହେଁ
ଓଡ଼ିଶା ଯେତେବେଳେ କୃଷିପ୍ରଧାନ ଥିଲା ସେତେବେଳେ ଲୋକେ ଦରିଆପାରି ବାଣିଜ୍ୟ କରୁଥିଲେ, କୋଣାର୍କ ଗଢ଼ୁଥିଲେ। ଓଡ଼ିଶା ଏବେ ଶିଳ୍ପ ଓ ସହର ପ୍ରଧାନ। ଓଡ଼ିଆ ଲୋକେ ଟଙ୍କିକିଆ ଚାଉଳ, ସାମାଜିକ ଭତ୍ତା, ଆହାର କେନ୍ଦ୍ରରେ ଅଟକି ଯାଇଛନ୍ତି।
Special
ଓଡ଼ିଆ କୋଢ଼ିଆ ନୁହେଁ !
ଆଜିର ଓଡ଼ିଆ କୋଢ଼ିଆ ବୋଲି ହୁରି ପଡ଼ିଛି। ସତ କଥା ହେଲା, ଓଡ଼ିଆଙ୍କୁ କୋଢ଼ିଆ କରି ଦିଆଯାଉଛି।
Special
ଶିମିଳିପାଳରେ ‘ସୁଭଦ୍ରା’ ଯୋଜନା ଫେଲ୍, ପ୍ରତିବନ୍ଧକ ସାଜିଛି ମୋବାଇଲ୍ ନେଟୱର୍କ
ଏବେ ବି ଶିମିଳିପାଳରେ ଅପହଞ୍ଚ ହୋଇଛି ‘ସୁଭଦ୍ରା’ ଯୋଜନା। ଏବେବି ଶିମିଳିପାଳରେ ରହୁଥିବା ମହିଳା ଓ ଯୁବତୀମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ସାତ ସପନ ପାଲଟିଛି।