ବାପାଙ୍କର ଶେଷ ଇଚ୍ଛା ପୁଅଙ୍କୁ କରିଦେଲା କୋଟିପତି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ, ତାହା କେହି ବି ପୂର୍ବରୁ ଜାଣି ନଥା’ନ୍ତି। ଅଷ୍ଟ୍ରେଲିଆର ଜଣେ ଯୁବକଙ୍କ ଭାଗ୍ୟରେ ଏପରି କିଛି ଘଟିଛି । ମୃତ୍ୟୁ ପୂର୍ବରୁ ବାପାଙ୍କ ଶେଷଇଚ୍ଛା, ତାଙ୍କୁ ଏବେ କୋଟିପତି କରିଦେଇଛି। ଅଷ୍ଟ୍ରେଲିଆର ସିଡ୍‌ନୀରେ ରହୁଥିବା ଜଣେ ଯୁବକଙ୍କ ବାପା ମୃତ୍ୟୁ ପୂର୍ବରୁ ପୁଅଙ୍କ ପାଖରେ ନିଜ ଶେଷ ଇଚ୍ଛାରେ ଏକ ସ୍ୱତନ୍ତ୍ର ନମ୍ବର୍‌ର ଲଟେରୀ ଟିକେଟ୍‌ କିଣିବାକୁ କହିଥିଲେ। ଦିବଙ୍ଗତ ବାପା ନିଜେ ୨୦ ବର୍ଷ […]

ikj_3347823_835x547-m

ikj_3347823_835x547-m

Biswobandita Swain
  • Published: Tuesday, 04 September 2018
  • Updated: 04 September 2018, 02:10 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଇଥାଏ, ତାହା କେହି ବି ପୂର୍ବରୁ ଜାଣି ନଥା'ନ୍ତି। ଅଷ୍ଟ୍ରେଲିଆର ଜଣେ ଯୁବକଙ୍କ ଭାଗ୍ୟରେ ଏପରି କିଛି ଘଟିଛି । ମୃତ୍ୟୁ ପୂର୍ବରୁ ବାପାଙ୍କ ଶେଷଇଚ୍ଛା, ତାଙ୍କୁ ଏବେ କୋଟିପତି କରିଦେଇଛି।

ଅଷ୍ଟ୍ରେଲିଆର ସିଡ୍‌ନୀରେ ରହୁଥିବା ଜଣେ ଯୁବକଙ୍କ ବାପା ମୃତ୍ୟୁ ପୂର୍ବରୁ ପୁଅଙ୍କ ପାଖରେ ନିଜ ଶେଷ ଇଚ୍ଛାରେ ଏକ ସ୍ୱତନ୍ତ୍ର ନମ୍ବର୍‌ର ଲଟେରୀ ଟିକେଟ୍‌ କିଣିବାକୁ କହିଥିଲେ। ଦିବଙ୍ଗତ ବାପା ନିଜେ ୨୦ ବର୍ଷ ବୟସରୁ ଏହି ନିର୍ଦ୍ଦିଷ୍ଟ ନମ୍ବରର ଟିକେଟ୍ ବରାବର୍‌ କିଣୁଥିଲେ ହେଁ କେବେ ବି ତାଙ୍କର ଲଟେରୀ ଲାଗି ନଥିଲା। ତଥାପି ସେ ଏହି ନମ୍ବର୍‌କୁ ନେଇ ବେଶ୍ ଆଶାବାଦୀ ଥିଲେ।

ମୃତ୍ୟୁ ପୂର୍ବରୁ ଏହି ନିର୍ଦ୍ଦିଷ୍ଟ ନମ୍ବର୍‌ର ଲଟେରୀ ଟିକେଟ୍‌ କିଣିବାକୁ ମଧ୍ୟ ସେ ତାଙ୍କ ପୁଅଙ୍କୁ କହିଥିଲେ। ଆଉ ବାପାଙ୍କ ଶେଷ ଇଚ୍ଛା ଅନୁସାରେ, ପୁଅ ସେହି ନମ୍ବର ଟିକେଟ୍‌ କିଣି ଜ୍ୟାକପଟ୍ ଜିତି ଯାଇଥିଲେ। ଏହି ଲଟେରୀରୁ ସେ ୮ମିଲିୟନ୍ ଡଲାର ଅର୍ଥାତ୍ ୫୦କୋଟି ଟଙ୍କା ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story