ମିସ୍‌ ମୋଦିଙ୍କୁ ଜାଣିଛନ୍ତି କି: ଜାଣନ୍ତୁ ପିଏମ୍‌ ମୋଦିଙ୍କର କ’ଣ ହେବେ

ସାଉଥ ଇଣ୍ଡିଆର ଜଣାଶୁଣା ଚଳଚିତ୍ର ଅଭିନେତ୍ରୀ ଅବନୀ ମୋଦି। ଏବେ ଏହି ଅଭିନେତ୍ରୀ ମିସ୍ ମୋଦି ଭାବରେ ବେଶ ପରିଚିତ ହୋଇଗଲେଣି। ନିଜର ସରନେମ ‘ମୋଦି’ ହୋଇଥିବାରୁ ସେ ଏବେ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଏହି କାରଣରୁ ତାଙ୍କୁ ମୋଦିଙ୍କ ଝିଅ ବୋଲି କୁହାଯାଉଛି।  ଅବନୀ ମୋଦିଙ୍କ କହିବା ଅନୁଯାୟୀ ଥରେ ସେ ଏକ ଫିଲ୍ମର ପ୍ରମୋସନ ପାଇଁ ବାଙ୍ଗାଲୁର ଯାଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସାମ୍ବାଦିକ ମାନେ ବାରମ୍ବାର ପଚାରୁଥିଲେ କି ମିସ ମୋଦି […]

modinew-kIDD--621x414@LiveMint

Rakesh Mallick
  • Published: Tuesday, 18 July 2017
  • , Updated: 18 July 2017, 09:50 PM IST

ସାଉଥ ଇଣ୍ଡିଆର ଜଣାଶୁଣା ଚଳଚିତ୍ର ଅଭିନେତ୍ରୀ ଅବନୀ ମୋଦି। ଏବେ ଏହି ଅଭିନେତ୍ରୀ ମିସ୍ ମୋଦି ଭାବରେ ବେଶ ପରିଚିତ ହୋଇଗଲେଣି। ନିଜର ସରନେମ ‘ମୋଦି’ ହୋଇଥିବାରୁ ସେ ଏବେ ଅଧିକ ଚର୍ଚ୍ଚାରେ ରହୁଛନ୍ତି। ଏହି କାରଣରୁ ତାଙ୍କୁ ମୋଦିଙ୍କ ଝିଅ ବୋଲି କୁହାଯାଉଛି।  ଅବନୀ ମୋଦିଙ୍କ କହିବା ଅନୁଯାୟୀ ଥରେ ସେ ଏକ ଫିଲ୍ମର ପ୍ରମୋସନ ପାଇଁ ବାଙ୍ଗାଲୁର ଯାଇଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସାମ୍ବାଦିକ ମାନେ ବାରମ୍ବାର ପଚାରୁଥିଲେ କି ମିସ ମୋଦି ନରେନ୍ଦ୍ର ମୋଦିଙ୍କ ସହ ଆପଣଙ୍କର କ’ଣ ସମ୍ପର୍କ ବୋଲି। ସରନେମ ମୋଦି ହେବା ଫଳରେ ତାଙ୍କୁ ଏହି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ଅବନି କହିଥିଲେ ନରେଦ୍ର ମୋଦି ତାଙ୍କ ନିଜର କେହି ନୁହେଁ ସତ କିନ୍ତୁ ସେ ନିଜଠୁ ବି ବଡ। ସେ ନରେନ୍ଦ୍ର ମୋଦିଙ୍କ ଝିଅ, କେବଳ ସେ ନୁହଁନ୍ତି ଗୁଜରାଟର ସମସ୍ତ ଝିଅ ନରେନ୍ଦ୍ର ମୋଦିଙ୍କ  ଝିଅ ସମାନ। ନରେନ୍ଦ୍ର ମୋଦି ଏକ ଦକ୍ଷ  ଓ ପ୍ରଭାବଶାଳୀ ପୁରୁଷ। ଅବନି କହିଥିଲେ ଯେତବେଳେ ତାଙ୍କୁ ତାମିଲ ଫିଲ୍ମ ମିଳିଥିଲା ମୋଦି ତାଙ୍କୁ ଚିଠି ଲେଖି ଶୁଭକାମଲା ଜଣାଇଥିଲେ। ଅବନିଙ୍କ ଜନ୍ମ ଗୁଜରାଟର ଗାନ୍ଧିନଗରରେ ହୋଇଥିଲା, ଏବଂ ସେଠାରୁ ତାଙ୍କର ପାଠ ପଢା ଆରମ୍ଭ ହୋଇଥିଲା।

Related story