ବିଶ୍ୱର ଦ୍ରୁତତମ ବୁଲେଟ୍‌ ଟ୍ରେନ

୧-ମେଗଲେଭ (ଜାପାନ): ଏହା ବିଶ୍ୱର ସବୁଠୁ ଦୃତଗତିରେ ଚାଲୁଥିବା ଟ୍ରେନ । ସ୍ପିଡ:ଘଣ୍ଟାପ୍ରତି ବେଗ ୬୦୩ କିମି ୨-ସାଂଘାଇ ମାଗଲେବ, ଏପ୍ରିଲ ୨୦୦୪ରେ ଏହି ଟ୍ରେନ ତାର ବିଣିଜ୍ୟିକ ପରିଚାଳନା ଆରମ୍ଭ କରିଥିଲା । ଥିସେନକ୍ରପ ଓ ସିମେଂସ କମ୍ପାନୀର ର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଥିଲା । ସ୍ପିଡ: ଘଣ୍ଟାପ୍ରତି ବେଗ ୪୩୦ କିମି ୩- ହାରମୋନି ସିଆରଏଚ୍ ୩୮୦ଏ, ଏହା ବିଶ୍ୱର ତୃତୀୟ ଦ୍ରୁତଗାମୀ ବୁଲେଟ୍‌ ଟ୍ରେନ୍‌ । ଏହାକୁ ଅକ୍ଟୋବର ୨୦୧୦ରେ […]

Rakesh Mallick
  • Published: Saturday, 16 September 2017
  • , Updated: 16 September 2017, 06:39 PM IST

୧-ମେଗଲେଭ (ଜାପାନ): ଏହା ବିଶ୍ୱର ସବୁଠୁ ଦୃତଗତିରେ ଚାଲୁଥିବା ଟ୍ରେନ । ସ୍ପିଡ:ଘଣ୍ଟାପ୍ରତି ବେଗ ୬୦୩ କିମି

୨-ସାଂଘାଇ ମାଗଲେବ, ଏପ୍ରିଲ ୨୦୦୪ରେ ଏହି ଟ୍ରେନ ତାର ବିଣିଜ୍ୟିକ ପରିଚାଳନା ଆରମ୍ଭ କରିଥିଲା । ଥିସେନକ୍ରପ ଓ ସିମେଂସ କମ୍ପାନୀର ର ମିଳିତ ଉଦ୍ୟମରେ ଏହା ନିର୍ମାଣ ହୋଇଥିଲା । ସ୍ପିଡ: ଘଣ୍ଟାପ୍ରତି ବେଗ ୪୩୦ କିମି

୩- ହାରମୋନି ସିଆରଏଚ୍ ୩୮୦ଏ, ଏହା ବିଶ୍ୱର ତୃତୀୟ ଦ୍ରୁତଗାମୀ ବୁଲେଟ୍‌ ଟ୍ରେନ୍‌ । ଏହାକୁ ଅକ୍ଟୋବର ୨୦୧୦ରେ ବେଜିଂ ଓ ସାଂଘାଇ ମଧ୍ୟରେ ସଂଚାଳନ ପାଇଁ ରଖାଯାଇଥିଲା।

ସ୍ପିଡ: ଘଣ୍ଟାପ୍ରତି ବେଗ ୩୮୦ କିମି

୪-ଏଜିଭି ଇଟାଲୋ: ଏହା ୨୦୧୨ରେ ଆରମ୍ଭ ହୋଇଥିଲା । ଏହାକୁ ତିଆରି କରିଥିଲେ ଆଲେଷ୍ଟାମ । ଏହାକୁ ୟୁରୋପର ସବୁଠୁ ଆଧୁନିକ ଟ୍ରେନ ବୋଲି କୁହାଯାଏ । ସ୍ପିଡ: ଘଣ୍ଟାପ୍ରତି ବେଗ ୩୬୦ କିମି

୫-ସିମେସ ଭେଲାରେ ଇ/ଏଭିଏସ ୧୦୩: ଏହି ଟ୍ରେନ ବିଶ୍ୱରେ ସବୁଠୁ ଦୃତଗତିରେ ଯାଉଥିବା ରେଳ। ଏହା ବାର୍ସିଲୋନା ମେଡ୍ରିଡ ଲାଇନ ଉପରେ ଚାଲୁଛି ।

ସ୍ପିଡ: ଘଣ୍ଟାପ୍ରତି ବେଗ ୩୫୦ କିମି

୬-ଟାଲୋଗ ୩୫୦(ଟି ୩୫୦): ଏହା ଏଲ ପୋତାନାମରେ ପରିଚିତ । ଏହାକୁ ପେଟେଣ୍ଟ ଟୋଲଗୋ ବମ୍ୱାରଡାଏର ଟ୍ରନ୍ସପୋର୍ଟେସନ ସହାୟତାରେ ବିକଶିତ କରିଥିଲେ । ଏହା ୨୦୦୫ରୁ ମାଡ୍ରିଡ ବାର୍ସିଲୋନା ଉପରେ ଚାଲୁଛି ।

ସ୍ପିଡ: ଘଣ୍ଟାପ୍ରତି ବେଗ ୩୫୦ କିମି

୭- E୫ ସିରିଜ ସିଙ୍କ।ନ୍ସେନ ହାୟାବୁସା :ଏହି ଟ୍ରେନ୍‌ ଜାପାନର ଟୋହକୁ ସିକାନ୍ସନରେ ଚାଲୁଛି । ଏହି ଟ୍ରେନ୍‌ କମ୍ପନ କରେ ନାହିଁ। ଶବ୍ବ ବିହୀନ ଏହି ଟ୍ରେନ୍‌ର ଗତି ଘଣ୍ଟାପ୍ରତି ବେଗ ୩୨୦ କିମି।

୮-ଆଲଷ୍ଟମ ୟୁରୋ ଡୁପ୍ଲେକ୍ସ : ୨୦୧୧ରୁ ଏହି ଟ୍ରେନ ଚାଲିବା ଆରମ୍ଭ କରିଥିଲା । ଏହା ଫ୍ରେଞ୍ଚ , ଜର୍ମାନ, ସୁଇଜରଲାଣ୍ଡରେ ଚାଲୁଛି  । ଏହାର ଘଣ୍ଟାପ୍ରତି ବେଗ

 

୩୨୦କିମି

୯-ଟିଜିଭି ଡ୍ୟୁପେକ୍ସ :ଏହି ଟ୍ରେନ ୧୯୯୬ ଓ ୨୦୦୪ ମଧ୍ୟରେ ନିର୍ମାଣ ହୋଇଥିଲା। ଏହି ଟ୍ରେନ୍‌ ପ୍ୟାରିସରେ ଚାଲିଥିଲା। ସ୍ପିଡ: ଘଣ୍ଟାପ୍ରତି ବେଗ ୩୦୦ରୁ ୩୨୦ କିମି

 

୧୦-ଇଟିଆର ୫୦୦: ଏହି ଟ୍ରେନରେ ଜଳବାୟୁ ନିୟନ୍ତ୍ରଣ , ଶବ୍ଦ ନିୟନ୍ତ୍ରଣ ସହ  ଅଧିକ ସୁବିଧା ରହିଛି। ଏହା ୨୦୦୮ରୁ ଚାଲୁଛି । ସ୍ପିଡ: ଘଣ୍ଟାପ୍ରତି ବେଗ ୩୦୦କିମ

Related story